ସପ୍ତମ ରାଜ୍ୟସ୍ତରୀୟ ପାଲା ମହୋତ୍ସବ ଉଦଯାପିତ

86 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବିଂଝାରପୁର ବ୍ଲକ ଅରେଇ ଠାରେ ପୁଣ୍ୟ ଉତ୍କଳ ପକ୍ଷରୁ ଚାଲିଥିବା ସପ୍ତମ ରାଜ୍ୟସ୍ତରୀୟ ପାଲା ମହୋତ୍ସବ ଉଦଯାପିତ ହୋଇଯାଇଛି । ଏହି ଉଦଯାପନି ଉତ୍ସବରେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶ୍ୱନି ପାତ୍ର ଏବଂ ରାଜସ୍ୱମନ୍ତ୍ରୀ ପ୍ରମିଳା ମଲ୍ଲିକ,ସାହିତ୍ୟିକ ଧରଣୀଧର ନାଥ ପ୍ରମୁଖ ଯୋଗଦେଇ ପାଲା ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ ।

ଏଥିପାଇଁ ପାଲା ର ଅଧିକ ପ୍ରଚାର ପ୍ରସାର ହେବା ଦିଗରେ ଆୟୋଜକ ପୁଣ୍ୟ ଉତ୍କଳ ପକ୍ଷରୁ ନିଆଯାଉଥିବା ପଦକ୍ଷେପକୁ ବେଶ ପ୍ରଶଂସା କରିଥିଲେ।  ପ୍ରତିବର୍ଷ ଏଭଳି ପାଲା ମହୋତ୍ସବ ଆୟୋଜନ କରାଯାଉଥିବାରୁ ଏଥିପାଇଁ ଆୟୋଜକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସରଂପଚ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ନନ୍ଦକିଶୋର ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

 

 

Related Post

ଯାଜପୁର ପ୍ରଶାସନ ର ଲୋକଙ୍କୁ ବୁଝାଇବା ପାଇଁ ଅଭିନବ ଉପାୟ ଅବଲମ୍ବନ ।

Posted by - April 27, 2020 0
ଭୁବନେଶ୍ବର :ଯାଜପୁର ଜିଲ୍ଲାରେ କୋରୋନା ଆକ୍ରାନ୍ତ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହି ମହାମାରୀ କୋରୋନା କବଳ ରୁ ଲୋକ ମାନେ କିପରି  ବର୍ତିବେ …

ମଣିଷ ର ପୂଣ୍ୟ କର୍ମ ଥିଲେ ମଧ୍ୟ ପାପ ର ଫଳ ଆଗେ କାହିଁକି ମିଳେ ଜାଣନ୍ତୁ

Posted by - May 12, 2020 273
ଜଣେ ବ୍ୟକ୍ତିକୁ ତାର ପାପ ବା ପୁଣ୍ୟର ଫଳ ଅବଶ୍ୟ ମିଳେ ବୋଲି ଆମର ପୁରାଣ ବିଶ୍ବାସ ରହିଆସିଛି। କିନ୍ତୁ ଜଣେ ଯଦି ପ୍ରଥମେ ଧର୍ମାଶ୍ରିତ ପୁଣ୍ୟ…

ନିଆରା ଢଙ୍ଗରେ ନିଜର ଦାମ୍ପତ୍ୟ ଜୀବନର ଶୁଭ ଆରମ୍ଭ କଲେ

Posted by - March 12, 2020 0
ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ)ନିଆରା ଢଙ୍ଗରେ ନିଜର ଦାମ୍ପତ୍ୟ ଜୀବନର ଶୁଭ ଆରମ୍ଭ କଲେ ବହୁ ଚର୍ଚ୍ଚିତ ଯୋଡି ରାଜନେତା ଓ ଅଭିନେତ୍ରୀ। ଯାଜପୁର ସୁକିନ୍ଦାର ପ୍ରିୟ…