ହରିଶଙ୍କର ରୁ ନୃସିଂହନାଥ କୁ ରୂପୱେ ଦାବିରେ କୋଶଳ ସଂଘର୍ଷ ବାହିନୀ ତରଫରୁ ଖପ୍ରାଖୋଲ ବନ୍ଦ ଡାକରା

140 0

ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ର ହରିଶଙ୍କର ଠାରୁ ନୃସିଂହନାଥ କୁ ରୋପ୍ ୱେ ନିର୍ମାଣ ଦାବିରେ କୋଶଳ ସଂଘର୍ଷ ବାହିନୀ ତରଫରୁ ସୋମବାର ଖପ୍ରାଖୋଲ ବନ୍ଦ ଡାକରା ଦେଇଛନ୍ତି। ଏନେଇ କୋଶଳ ସଂଘର୍ଷ ବାହିନୀ ତରଫରୁ ସମସ୍ତ ଦୋକାନୀ, ସରକାରୀ କାର୍ଯ୍ୟାଳୟ କୁ ଜଣାଇଥିବା ଜଣାଯାଇଛି। ଦୋକାନ ବଜାର ବନ୍ଦ ସହ ଗଡିଚଲାଚଳ ମଧ୍ୟ ବନ୍ଦ ରହିବ ବୋଲି ସଂଘର୍ଷ ବାହିନୀ ଜଣାଇଛନ୍ତି।

Related Post

ଭବାନୀପାଟଣା ଠାରେ ୭୬ତମ ସ୍ବାଧିନତା ଦିବସ ୨୦୨୨ ପାଳିତ

Posted by - August 18, 2022 0
ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଭବାନୀପାଟଣା ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ ୭୬ ତମ ସ୍ବାଧିନତା ଦିବସ…

ବୌଦ୍ଧ ଜିଲ୍ଲା ସଦର ମହକୁମା ର ସରକାରୀ ଅଫିସ ଗୁଡିକରେ ଦିନରେ ଜଳୁଛି ଲାଇଟ

Posted by - August 29, 2021 0
ବୌଦ୍ଧ:( ଚିତ୍ତରଂଜନସିଂ)ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସଂମୁଖ ରେ ଥିବା ଷ୍ଟି ଟ ଲାଇଟ ଦିନରେ ବି ଜାଳିରହୁଛି!ଦିନ ୧୦:୩୦ ଯାଏ ଜଳି ରହୁଛି ସରକାରୀ ଅଫିସ…

୪୦୦ତମ ଦିବସରେ କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ।

Posted by - April 29, 2021 0
ଯାଜପୁର:ଯାଜପୁର ଜିଲ୍ଲାର ବାବଲପୁରସ୍ଥିତ ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଗତ ୨୦୨୦ମସିହା ମାର୍ଚ୍ଚ ୨୨ତାରିଖରୁ ଦେଶର ବିଭିନ୍ନ ଶାଖା ମାଧ୍ୟମରେ ନିରବଚ୍ଛିନ୍ନ…

ଜିଲ୍ଲା ସ୍ଵଳ୍ପ ସଞ୍ଚୟ ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

Posted by - December 5, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ଆଜି ସ୍ଥାନୀୟ ଏନ୍ ଜି ଓ ସି ସି ସମ୍ମିଳନୀ କକ୍ଷରେ ସୁବର୍ଣ୍ଣପୁର ଜିଲ୍ଲା ସ୍ଵଳ୍ପ ସଞ୍ଚୟ ଅଧିକାରୀ ଶ୍ରୀଯୁକ୍ତ ହରିଚରଣ ମିଶ୍ର ଙ୍କ…

ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବୌଦ୍ଧ ସଂଗ୍ରହାଳୟ ପରିଦର୍ଶନ

Posted by - September 29, 2021 0
ବୌଦ୍ଧ :(ଚିତ୍ତ ରଂଜନ ସିଂ)ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବୌଦ୍ଧ ଗସ୍ତରେ ଆସି ଜିଲ୍ଲା ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି l ଶ୍ରୀ ପଟ୍ଟନାୟକ ଆଜି ସକାଳ 8.30…