Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଶିକ୍ଷକ ସଂଘ ତରଫରୁ ପୁରୁଣା ପେନସନ ବ୍ୟବସ୍ଥା ପ୍ରଚଳନ ଦାବୀ ରେ ବିକ୍ଷୋଭ ଶୋଭାଯାତ୍ରା ଓ ଦାବୀପତ୍ର ପ୍ରଦାନ

62 0

ଖପ୍ରାଖୋଲ: ୧୫/୧୦( ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଠାରେ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ପୁରୁଣା ପେନସନ ବ୍ୟବସ୍ଥା ପ୍ରଚଳନ ଦାବୀ ରେ ଶନିବାର ବିକ୍ଷୋଭ ଶୋଭାଯାତ୍ରା ସହ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିଛନ୍ତି। ସ୍ଥାନୀୟ ପାର୍କ ଠାରୁ ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ଏକତ୍ରିତ ହୋଇ ବିକ୍ଷୋଭ ଶୋଭାଯାତ୍ରା ରେ ବିଭିନ୍ନ ସ୍ଲୋଗାନ ଦେଇ ବ୍ଲକ୍ ଶିକ୍ଷା ଅଧିକାରୀ ସମ୍ମୁଖରେ ପହଞ୍ଚି ପଥପ୍ରାନ୍ତ ସଭାରେ ସରକାର ଉପରେ ବର୍ଷିଥିଲେ।:

୨୦୦୫ ରୁ ସରକାର ନୂତନ ପେନସନ ନୀତି ଲାଗୁକରିଥିବା ବେଳେ ଶିକ୍ଷକ ମାନେ କୌଣସି ଲାଭ ପାଉନାହାନ୍ତି। ଏପରିକି ନିଜ ଦରମାକୁ ବ୍ୟାଙ୍କ ରେ ନିବେଶ କରି ପେନସନ ହିସାବରେ ମାତ୍ର ଦୁଇହଜାର ଟଙ୍କା ମିଳୁଥିବା ଅଭିଯୋଗ କରିଥିଲେ।

ଏହି ଅବସରରେ ବ୍ଲକ୍ ଶିକ୍ଷା ଅଧିକାରୀ ସୁରେନ୍ଦ୍ର କୁମାର ପୁରୋହିତ ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବିପତ୍ର ପ୍ରଦାନ କରିଥିଲେ।ବ୍ଲକ୍ ଶିକ୍ଷକ ସଂଘ ସଭାପତି ସୁଶିଲ କୁମାର ପୋଢ଼, ସମ୍ପାଦକ ଗୋଲାପ ବିଶି, ସନ୍ତୋଷ ବାଗ, ସାବିତ୍ରୀ ସାହୁ, ସବିତା ମହରା, ଧରମ ସିଂହ ଧାରୁଆ, ଆକାଶ ମଣ୍ଡଳ, ନମିତା ମଣ୍ଡଳ, ସମେତ ଶତାଧିକ ଶିକ୍ଷୟତ୍ରୀ ଶିକ୍ଷକ ଉପସ୍ଥିତ ଥିଲେ।

Related Post

ଭୁବନେଶ୍ବର ସୁରକ୍ଷିତ – ସ୍ବାସ୍ଥ୍ୟ ସଚିବ

Posted by - April 19, 2020 0
ଭୁବନେଶ୍ୱର,୧୮।୪(ବ୍ୟୁରୋ):ସରକାରଙ୍କ ବ୍ୟାପକ ପ୍ରତିଷେଧମୂଳକ ପଦକ୍ଷେପ ଏବେ ରାଜଧାନୀ ଭୁବନେଶ୍ବରକୁ ସୁରକ୍ଷିତ କରିଛି ବୋଲି କହିଲେ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ।କରୋନା ମୁକାବିଲା ପାଇଁ ରାଜ୍ୟ ସରକାର କ୍ବିକ୍‌…

ବଢି ଚାଲିଛି ଯାଜପୁର ରେ ଆକ୍ରାନ୍ତ ଙ୍କ ସଂଖ୍ୟା,ରାଜ୍ୟ ରେ ୧୮୦

Posted by - May 6, 2020 0
ଭୁବନେଶ୍ୱର ୦୬।୦୫: ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢିବାର ଲାଗିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୮୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି…

ମଣିଷ ଓ ଭାଲୁ ମଧ୍ୟରେ ନିଆରା ସମ୍ପର୍କ,ମଣିଷ ହାତରୁ ଭୋଗ ଖାଉଛି ଜଙ୍ଗଲୀ ଭାଲୁ

Posted by - November 13, 2021 0
ନୂଆପଡା:( ମେଘନାଦ ନାଏକ)ମଣିଷ ଓ ଭାଲୁ ମଧ୍ୟରେ ନିଆରା ସମ୍ପର୍କ ସାଧାରଣତ ହିଂସ୍ରଜନ୍ତୁ ଓ ମଣିଷ ମଧ୍ୟରେ ସାଧାରଣତ ଲଡେଇ ଯାରିରହିଛି।ହେଲେ ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଳକ…

ମେ ମାସ ୮ ତାରିଖରେ ‌ବାତ୍ୟା ସମ୍ଭାବନା,୧୦ ତାରିଖ ସୁଦ୍ଧା ଉପକୁଲ ଛୁଇଁବା ଆଶଙ୍କା,ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର

Posted by - May 6, 2022 0
ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଭୁବନେଶ୍ଵର :-ଆଣ୍ଡାମାନ ସାଗରରେ ସ୍ରୁଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ଆସନ୍ତା ମେ ମାସ ୮ ତାରିଖ ସୁଦ୍ଧା ସମ୍ଭାବ୍ୟ…

ମହାସଂକ୍ରମଣ ହେବା ପୂର୍ବରୁ ପ୍ରବାସୀ ଫେରିଲେ ଭଲ:-ସୁବ୍ରତ ବାଗଚି, ଏପଟେ ୫ଟି ଟ୍ରେନ ରେ ୫୦୦୦ଆସୁଛନ୍ତି

Posted by - May 9, 2020 215
ଭୁବନେଶ୍ବର :ଆମ ରାଜ୍ୟକୁ ବାହାର ରାଜ୍ୟରୁ ଆସି କାମ କରୁଥିବା ଲୋକଙ୍କ ସଂଖ୍ୟା ୮ ଲକ୍ଷ ୬୦ ହଜାର । ଏଭଳି ସ୍ଥଳରେ କାହାକୁ ନିଜ ରାଜ୍ୟକୁ…