ବ୍ଲକ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

67 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବିଂଝାରପୁର ବ୍ଲକ କାର୍ଯ୍ୟଳୟରେ  ଥିବା ସମ୍ମିଳନୀ କକ୍ଷରେ ମନରେଗାଜାତୀୟ ସାମାଜିକ ସହାୟତା ଓ ପଞ୍ଚଦଶ ଅର୍ଥ ଆୟୋଗର ବ୍ଲକ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l

ଶିବିରରେ ଯାଜପୁର ଉପଜିଲ୍ଲାପାଳ ଗୋପୀନାଥ କୁଆଁର ଓ ବିଡିଓ ମିନତୀ ଜଗଦେବ ଯୋଗଦେଇ ୧ ଏପ୍ରେଲ ୨୦୨୧ ରୁ ୩୦ ସେପ୍ଟେମ୍ବର ୨୦୨୨ମସିହା ମଧ୍ୟରେ ବ୍ଲକରେ ମନରେଗା ଯୋଜନାରେ ହୋଇଥିବା କାର୍ଯ୍ୟରେ ହିତାଧିକାରୀଙ୍କ ଅଭିଯୋଗର ଶୁଣାଣି କରିଥିଲେ। ଏଥିସହ ମନରେଗା ଯୋଜନାରେ ବ୍ଲକରେ ହୋଇଥିବା  କାର୍ଯ୍ୟର ସମୀକ୍ଷା କରିଥିଲେ।

ଏହି ଅବସରରେ ବ୍ଳକ ୨୯ଟି ପଞ୍ଚାୟତର ନିର୍ବାହୀ ଅଧିକାରୀ ଓ ଜିଆରଏସ ମାନେ ସମ୍ପୂର୍ଣ୍ଣ ହୋଇଥିବା କାର୍ଯ୍ୟ ସମ୍ପର୍କରେ ହିତାଧିକାରୀଙ୍କୁ ଅବଗତ କରାଇଥିଲେ ଏହି ଶିବିର ବିଂଝାରପୁର ବ୍ଳକ ଉପାଧ୍ୟକ୍ଷ ସେକ ଈର୍ଷାଦଙ୍କ ସମେତ ଜିଲା ପରିଷଦ ସଦସ୍ୟ ଏଵଂ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ।

Related Post

ଡିସେମ୍ବର ୫ରେ ଗୀତା ଜୟନ୍ତୀ ପାଳନ କରିବ କଳାହାଣ୍ଡି ବ୍ରାହ୍ମଣ ସମାଜ

Posted by - November 6, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଆସନ୍ତା ଡିସେମ୍ବର ୫ ତାରିଖ ମାର୍ଗଶିର ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ଭବାନୀପାଟଣା ଠାରେ…

ଦୁର୍ନୀତି ନିବାରଣ ସଚେତନତା ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନରେ ସଭା

Posted by - October 30, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ଦୁର୍ନୀତି ନିବାରଣ ସଚେତନତା ସପ୍ତାହର ତୃତୀୟ ଦିନରେ ହରଭଙ୍ଗା ବ୍ଲକର ବାମଣ୍ଡାଠାରେ ଗ୍ରାମସଭା ଏବଂ ଦୁର୍ନୀତି ନିବାରଣ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଜିଲା ସୂଚନା…

ଇଂ ଅଜୟ ପଣ୍ଡାଙ୍କ ନିଆରା ଜନ୍ମଦିନ, ପ୍ରଗତି ଶିକ୍ଷା ଅନୁଷ୍ଠାନ ରେ ରକ୍ତଦାନ ଶିବିର

Posted by - December 19, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ ଅର୍ଜୁନ ପଟ୍ଟନାୟକ)ଓଡିଶା ର ସୁନାମଧନ୍ୟ ପ୍ରଗତି ଶିକ୍ଷାନୁଷ୍ଠାନ ର ପ୍ରତିଷ୍ଠାତା ଅଜୟ ପଣ୍ଡା ଙ୍କ ଜନ୍ମଦିବସକୁ ସ୍ଵତନ୍ତ୍ର ଭାବେ ପାଳନ କରିଛନ୍ତି ଛାତ୍ରଛାତ୍ରୀ। ଲୋକେ…