ବିଜେପି ଯୁବମୋର୍ଚା ପକ୍ଷରୁ ଏକ ଦାବିପତ୍ର ପ୍ରଦାନ

91 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲାରେ ଦୀର୍ଘ ଦିନ ଧରି ଲଘୁଖଣିଜ ସମ୍ପଦ ଲୁଟ ଚାଲିଛି ସବୁ ଜାଣି ଜିଲ୍ଲା ପ୍ରଶାସନ ଚୁପ ବସିଛି । ତେବେ ଯାଜପୁର ତହସିଲ ଅଧିନସ୍ଥ ବୈତରଣୀବୁଢା,ଖରସ୍ରୋତା ନଦୀରୁ ବେଆଇନ ଭାବରେ ଡେଜିଙ୍ଗ ମେସିନ ଓ ଡଙ୍ଗା ପକାଇ ବାଲି ଉତ୍ତୋଳନ ସହ ବଡ଼ ବଡ଼ ହାଇବା ସାହାଯ୍ୟରେ ଚୋରା ଚାଲାଣ କରାଯାଉଛି।

ଯାହାର ପ୍ରତିବାଦରେ ଆଜି ଯାଜପୁର ଜିଲ୍ଲା ବିଜେପି ଯୁବମୋର୍ଚା ପକ୍ଷରୁ ଏକ ଦାବିପତ୍ର ପ୍ରଦାନ ସହ ଆଗାମୀ ସାତ ଦିନ ମଧ୍ୟରେ ଏହି ବେଆଇନ ବାଲି ଉତ୍ତୋଳନକୁ ବନ୍ଦ କରାନଗଲେ ତହସିଲ କାର୍ଯ୍ୟାଳୟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯିବା ସହ ଧାରଣା ଦିଆଯିବ ବୋଲି କହିଛନ୍ତି ରାଜ୍ୟ ଯୁବମୋର୍ଚା ସଂଯୋଜକ ସଂଗ୍ରାମ କେଶରୀ ପାତ୍ର ଏବଂ ଜିଲ୍ଲା ସାଧାରଣ ସମ୍ପାଦକ ହୃଷିକେଶ ମେକାପ ।

 

Related Post

ବୌଦ୍ଧ ବ୍ଲକ କଂଗ୍ରେସ କମିଟି ର ପ୍ରଥମ କାର୍ଯ୍ୟକାରିଣୀ ବୈଠକ

Posted by - August 28, 2021 0
ବୌଦ୍ଧ :(ସାମରେଶ ମିଶ୍ର )ନୂତନ ଭାବେ ଗଠିତ ହୋଇଥିବା ବୌଦ୍ଧ ବ୍ଲକ କଂଗ୍ରେସ କମିଟିର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଲକ୍ଷ୍ମୀପ୍ରସାଦ ଗ୍ରାମପଂଚାୟତ ର ଚଣ୍ଡୀତଳ ଶୈବ ପୀଠ…

ଆର ଏସ୍ ଏସ୍ ଓ ବଜରଙ୍ଗ ଦଳ ତରଫରୁ ଏକ ପ୍ରେସ ବିବୃତି

Posted by - August 5, 2021 0
ବରୀ:( ସ୍ନେହାଂଶୁ ଶେଖର ମହାନ୍ତି)ବରୀ ବ୍ଲକରେ ଲାଗି ରହିଥିବା ରାଜନୈତିକ ହିଂସାରେ ବିଶ୍ଵ ହିନ୍ଦୁ ପରିଷଦ କିମ୍ବା ବଜରଙ୍ଗ ଦଳର କୌଣସି ହାତ ନାହିଁ ବୋଲି ଆର…

ଟିଟିଲାଗଡ ନଗର ବିଜେପି ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ

Posted by - March 9, 2022 0
ଟିଟିଲାଗଡ:( ସଞ୍ଜୟ କୁମାର ନାୟକ) ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ୭ ତାରିଖ ଦିନ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହେବା…

୨୪ରେ ବିଜେଡ଼ିରେ ଯୋଗଦେବେ ନବ ଦାସ

Posted by - January 14, 2019 0
ଝାରସୁଗୁଡ଼ା ରାଜନୀତିରେ ପୁଣି ହଲଚଲ୍‌ ହୋଇଯାଇଛି।ନବ ବିଜେଡ଼ିରେ ଯୋଗ ଦେବାର ଏକ ପ୍ରକାର ଚୁଡ଼ାନ୍ତ ହୋଇ ଯାଇଛି। ଆସନ୍ତା ୨୪ ତାରିଖ ଦିନ ଏଥି ପାଇଁ ଦିନ…

ଶ୍ରୀ ଶ୍ରୀ ବୁଡାରାଜା ମନ୍ଦିର ସମ୍ମୁଖରେ କଂଗ୍ରେସ ଦଳର ନୀରବ ପ୍ରାର୍ଥନା

Posted by - November 7, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ରାଜ୍ଯର ବହୁ ଚର୍ଚ୍ଚିତ ଲୋମହର୍ଷଣକାରୀ ମମିତା ହତ୍ୟାକାଣ୍ଡ ଘଟଣା ରେ ସମଗ୍ର ରାଜ୍ଯ ଅଶାନ୍ତ ହୋଇପଡିଥିବା ବେଳେ ରାଜନୈତିକ ଦଳ ସମେତ ଜନସାଧାରଣ ମମିତା…