Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

ଧଣ୍ଡାମୁଣ୍ଡା ଗାଁ ରେ ଦୁଇ ଦିନ ହେଲା ପଡ଼ିରହିଛି ମୃତ ଦେହ , ଦାଦନ ପୁଅ ଫେରିଲେ ହେବ ଶବ ସତ୍କାର

70 0

ଖପ୍ରାଖୋଲ  : (ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ୍ ଧଣ୍ଡାମୁଣ୍ଡା ଗାଁ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଗାଁ ର ପୁରନ୍ଦର ରଣା (ପନରୁ)(୫୫)ର ଗତ ମଙ୍ଗଳ ବାର ମୃତ୍ୟୁ ହୋଇଥିବା ବେଳେ ତାର ମୃତ ଦେହ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ରେ ଥିବା ଏକ ଘର ସାମ୍ନା ରେ ପଡିରହିଥିବା ଜଣାଯାଇଛି। ମୃତ ବ୍ୟକ୍ତି ର ଦୁଇ ପୁଅ ଦାଦନ ଯାଇଥିବା ବେଳେ ସେ ନିଜ ଗାଁ ରେ ଏକା ରହୁଥିଲେ।

ପଞ୍ଚାୟତ ସମ୍ମୁଖ ଏକ ଘର ସାମ୍ନା ରେ ରହି ଆସୁଥିବା ବେଳେ କିଛିଦିନ ହେଲା ଅସୁସ୍ଥ ଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ବାପା ର ମୃତ୍ୟୁ ଖବର ପାଇ ମୃତ ବ୍ୟକ୍ତି ର ପୁଅ ଦାଦନ ରୁ ଫେରୁଥିବା ରୁ ଶବ ଏଯାଏଁ ସତ୍କାର କରାଯାଇନାହିଁ ବୋଲି ସ୍ଥାନୀୟ ସରପଞ୍ଚ ବୈଦ୍ୟନାଥ ମିଶ୍ର ପ୍ରକାଶ କରିଛନ୍ତି। ଶବ ଦୁଇଦିନ ହେଲା ପଡ଼ି ରହିଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

Related Post

ନାନ୍ଦୁପଲା ଗାଁ ରେ ଦୁଇ ଘର ଭାଙ୍ଗିଲା ହାତୀ, ଲୋକେ ଆତଙ୍କିତ

Posted by - October 20, 2022 0
ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା ) ଖପ୍ରାଖୋଲ ବ୍ଲକ୍ ହରିଶଙ୍କର ରେଞ୍ଜ ଗନ୍ଧମାର୍ଦ୍ଦନ ପାହାଡ଼ ତଳି ଅଞ୍ଚଳରେ କିଛିଦିନ ହେଲା ଦୁଇଟି ହାତୀ ଚଳ ପ୍ରଚଳ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ମନରେଗା କାର୍ଯ୍ୟ ରେ ହୋଇଥିବା ଦୁର୍ନୀତି କୁ ଦୂର କରିବାକୁ ଆନ୍ଦାଳନ ପାଇଁ ସଜବାଜ !

Posted by - September 8, 2021 0
ବରଗଡ:ବରଗଡ ଜ଼ିଲ୍ଲା ଅଧିନସ୍ଥ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଚିଖଲି ପଞ୍ଚାୟତ ସ୍ତରୀୟ ଏକ ସଭା ଖଳାବାହାଲ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ସମସ୍ତ…

ସମ୍ଭାବ୍ୟ ଆବାସ ହିତାଧିକାରୀ ତାଲିକା ରେ ନାମ ଯୋଡିବାକୁ ଦାବୀ

Posted by - January 7, 2022 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ଓଡିଆପାଲି ପଂଚାୟତ କପସିପାଲି ଗାଁ ରେ ଅନେକ ଯୋଗ୍ଯ ପରିବାର ଥିଲେ ମଧ୍ଯ ଆବାସ ଘର ପାଇ ନ ଥିବା…

ସୁପ୍ରସିଦ୍ଧ ଶୈବପୀଠ ବାବା ସୋମନାଥଙ୍କ ଭିଡିଓ କ୍ୟାସେଟ ଉନ୍ମୋଚିତ

Posted by - July 8, 2020 0
ଭୁବନେଶ୍ବର:ଆରମ୍ଭ ହୋଇଛି ପବିତ୍ର ଶ୍ରାବଣର ପ୍ରଥମ ସୋମବାର । ଏହିଦିନ ଲକ୍ଷଲକ୍ଷ କାଉଡିଆ ପାଣି ନେଇ ବିଭିନ୍ନ ଶୈବଠୀଠରେ ମହାପ୍ରଭୁ ଶିବଶଙ୍କର ଠାରେ ଜଳଲାଗି କରିଥାନ୍ତି ।…

୨୦ଜଣ ଅସହାୟ ମାନଙ୍କୁ କମ୍ବଳ ବଣ୍ଟନ

Posted by - December 22, 2021 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ବାଣୀଭଗାର ହୁଡାରେ ନବନିର୍ମିତ ଗ୍ରାମ୍ୟ ପାର୍କ ଠାରେ ସମାସ ସେବୀ ଭୋଳାନାଥ ବେହେରା ନିଜସ୍ୱ…