ବେଆଇନ ମଦ ବିକ୍ରି ଅଭିଯୋଗରେ ଦୁଇ ଜଣ ଗିରଫ

69 0

ଟିଟିଲାଗଡ଼:( ସଞ୍ଜୟ କୁମାର ନାୟକ)ଦିନକୁ ଦିନ ଅବାଧରେ କିଛି ଲୋକ ଲୁଚି ଛପି ମଦ ବିକ୍ରି କରୁଥିବା ଅଭିଯୋଗ ମିଳିଥିଲା। ଟିଟିଲାଗଡ ଥାନା ଅଧିକାରୀ ଶ୍ରୀ ରଞ୍ଜନ କୁମାର ବରିହାଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ମୋହିନୀ ମଲ୍ଲିକ ଓ ଅନ୍ୟ ଥାନା କର୍ମଚାରୀଙ୍କ ସହ ଟିଟିଲାଗଡ ଥାନା ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ସମୟରେ ପୋଢ଼ମୁଣ୍ଡି ଗ୍ରାମର ହରିହର ବଗର୍ତ୍ତି (୩୨) ଏବଂ ବାଲପଦର ଗ୍ରାମର ଅର୍ଜୁନ ବଗର୍ତ୍ତୀ(୪୦)ଙ୍କୁ ବିନା କାଗଜ ପତ୍ରରେ ବେଆଇନ ଭାବରେ ମଦ ବିକ୍ରି କରୁଥିଲେ।

ଉଭୟଙ୍କ ଠାରୁ ପୃଥକ୍ ପୃଥକ୍ ଜରି ବେଗରେ ଥିବା ୬୫ ଗୋଟି ଏବଂ ୬୮ ଗୋଟି ଦେଶୀ ମଦ ପାଉଚକୁ ଜବତ କରି ଏହି ସଂକ୍ରାନ୍ତରେ ଥାନା କେଶ ନମ୍ବର ୩୨୫ ଦଫା ୫୨ (ଏ) ଏବଂ କେଶ ନମ୍ୱର ୩୨୬ ଦଫା ୫୨(ଏ)ଅନୁଯାୟୀ ଓଡିଶା ଅବକାରୀ ଆଇନ ୨୦୦୮ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇ ଉଭୟ ମଦ ବିକ୍ରେତା ହରିହର ବଗର୍ତ୍ତି ଏବଂ ଅର୍ଜୁନ ବଗର୍ତ୍ତୀଙ୍କୁ କୋର୍ଟ ଚାଲାଣ କରିଛି ଟିଟିଲାଗଡ଼ ପୋଲିସ।

Related Post

କାର୍ଯ୍ୟରେ ଅବହେଳା ଯୋଗୁ ରାଜସ୍ୱ ନିରୀକ୍ଷକ ନିଲମ୍ବିତ

Posted by - September 4, 2020 0
ଯାଜପୁର ଅଫିସ:ଦଶରଥପୁର ତହସିଲର ରାଜସ୍ୱ ନିରୀକ୍ଷକ ଅଶୋକ କୁମାର ପ୍ରଧାନଙ୍କୁ ଯାଜପୁର ଜିଲ୍ଲାପାଳ ଆଜି ନିଲମ୍ବନ କରିଛନ୍ତି । ଏହି ରାଜସ୍ୱ ନିରୀକ୍ଷକ ବନ୍ୟାପ୍ରଭାବିତ ଲୋକମାନଙ୍କର ଅସୁବିଧା…

ଜିଲ୍ଲାରେ ବଢୁଛି ବେଆଇନ ରନ୍ଧା ମଦ କାରବାର, ବିଭାଗୀୟ କାର୍ଯ୍ୟନୁଷ୍ଠାନ ଧର୍ମକୁ ଆଖିଠାର

Posted by - November 30, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ବେଆଇନ ଦେଶୀମଦ ରନ୍ଧା କାରବାର ବୃଦ୍ଧି ପାଉଥିଲେ ହେଁ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଅଭାବରୁ ଏହା କୁଟୀର ଶିଳ୍ପ…

୨ କୁଖ୍ୟାତ ଡକାୟତଙ୍କୁ ଗିରଫ ସହିତ ମାଉଜର ,ଜୀବନ୍ତ ଗୁଳି ,୩୪ହଜାର ଟଙ୍କା ସହିତ ବାଇକ ଜବତ

Posted by - July 26, 2021 0
ଖୋର୍ଦ୍ଧା:(ଶୁଭଲକ୍ଷ୍ମୀ ସମନ୍ତରା )ଗନ୍-ପଏଣ୍ଟ୍ ରେ ଡକାୟତି କରି ଫେରାର ବେଳେ ଧରାପଡିଲେ ୨ କୁଖ୍ୟାତ ଡକାୟତ । ଗିରଫ ଡକାୟତ ଦ୍ୱୟ ଙ୍କ ବିରୁଦ୍ଧରେ ବିଭିନ୍ନ ଥାନାରେ…

ଭୁବନେଶ୍ୱର ଉପକଣ୍ଠ ରେ ଯୁବକ ଙ୍କୁ ଗୋଡେଇ ଗୋଡେଇ ହତ୍ୟା କଲା ଆଉ ଜଣେ ଯୁବକ।ଦର୍ଶକ ସାଜିଥିଲେ ସ୍ଥାନୀୟ ଲୋକମାନେ

Posted by - June 8, 2019 7
ଭୁବନେଶ୍ବର ୮|୬: ଭୁବନେଶ୍ବର ଉପକଣ୍ଠରେ  ଯୁବକଙ୍କୁ ବୀଭତ୍ସ ହତ୍ୟା । କ୍ୟାମେରାରେ କଏଦ ହୋଇଛି ହତ୍ୟାର ଦୃଶ୍ୟ । ଦିନରେ ହତ୍ୟା କରି ଅଭିଯୁକ୍ତବେଶ ଆରାମରେ ଚାଲି…