ବର୍ଷ ବର୍ଷ ଧରି ଖାଲିପଡିଥିବା ସ୍ଥାନକୁ ପୂରଣ କଲେ ନବ ନିଯୁକ୍ତ ଡା. ମିଲିନ ରାଉତ , ପ୍ରାଣୀ ପାଳକଙ୍କ ମନରେ ଖୁସିର ଲହରୀ

68 0

ବୌଦ୍ଧ :(ଚିତ୍ତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ପ୍ରାଣୀ ଚିକିତ୍ସାଳୟରେ ବର୍ଷ ବର୍ଷ ଧରି ଖାଲି ପଡ଼ିଥିବା ପ୍ରାଣୀ ଚିକିତ୍ସାଧିକାରୀ ପଦକୁ  ଡା. ମିଲିନ ରାଉତ ନୂତନ ଭାବରେ ଯୋଗ ଦେଇ ଖାଲି ସ୍ଥାନ ପୁରୁଣ କରିଛନ୍ତି ! ଡା. ରାଉତ ଭୁବନେଶ୍ୱର ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟ ରୁ ୨୦୨୦ ରେ ଗ୍ରାଜୁଏସନ ପାସ କରି ପ୍ରାଣୀ ପ୍ରଜନନ ବିଭାଗରେ ସ୍ନାତକ କରୁଥିଲେ ଏବଂ ଓ. ପି. ଏସ. ସି. ମାଧ୍ୟମରେ ସେ ପୁରୁଣା କଟକ ପ୍ରାଣୀ ଚିକିତ୍ସାଧିକାରୀ ଭାବରେ ନିଯୁକ୍ତି ହୋଇଛନ୍ତି !

ସେ  ପୁରୁଣା କଟକ ଅଂଚଳ ଚାରିଛକ ନିବାସୀ ଅବସର ପ୍ରାପ୍ତ ଶିକ୍ଷକ ଦାମୋଦର ରାଉତଙ୍କ ସୁକନ୍ୟା ଓ ପୁରୁଣା କଟକ ଶୁଶୁ ଵିଦ୍ୟାମନ୍ଦିରର ପୁରାତନ ଛାତ୍ରି ଅଟନ୍ତି ! ଡା. ମିଲିନଙ୍କ ସ୍ୱାଗତ ପାଇଁ ହରଭଙ୍ଗା ବିଡ଼ିଓ ରବୀନ୍ଦ୍ର କହଁର, ଗୋଷ୍ଠୀ କୃଷି ଅଧିକାରୀ ସବ୍ୟସାଚୀ ଦାସ, ଗୋଷ୍ଠି ପ୍ରାଣୀ ଚିକିତ୍ସାଧିକାରୀ ଡା. ବୀରେନ୍ଦ୍ର କୁମାର ପୃଷ୍ଟି ଙ୍କ ସହିତ, ଧଳପୁର ପ୍ରାଣୀ ନିରୀକ୍ଷକ ନାରାୟଣ ବାରିକ ଓ ହରଭଙ୍ଗା ପ୍ରାଣି ଚିକିତ୍ସାଳୟର ସମସ୍ତ କର୍ମୀଚାରୀ ମlନେ ଉପସ୍ଥିତ ରହିଥିଲେ !

Related Post

ଘଣ୍ଟାସୁନି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚିଲା ଶିକ୍ଷା ସଚେତନତା ରଥ

Posted by - April 18, 2022 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଏକ ଶିକ୍ଷା ସଚେତନତା ରଥ ସବୁ ବିଦ୍ୟାଳୟକୁ ଯାଇ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ଶିକ୍ଷା ପ୍ରତି ଆକର୍ଷଣ…

ବ୍ୟାପକ କାର୍ଯ୍ୟର ସମୀକ୍ଷା ଓ ବ୍ରଜମୋହନ ହାଇ ସ୍କୁଲ୍ ଛାତ୍ରାବାସ ର ଶିଳାନ୍ୟାସ କଲେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ

Posted by - June 4, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ କୁମାର ତ୍ରିପାଠୀ ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ଆସି…

ସଚେତନତା ବୈଠକ

Posted by - November 20, 2022 0
ବୌଦ୍ଧ: (ଚିତ୍ତରଞ୍ଜନ ସିଂ ) ବରିଷ୍ଠ ନାଗରିକ ମଞ୍ଚ, ଅବସର ପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘ, ହରଭଙ୍ଗା ବ୍ଲକ ତରଫରୁ “ନିଆଁ ଦାଉରୁ ଜଙ୍ଗଲ କୁ…

ଦେଶର ସ୍ୱାଧୀନତା ର ୭୫ ବର୍ଷ ପୂର୍ତ୍ତି ଅବସରରେ ସବୁଠି ଆଜାଦୀ କା ଅମୃତ ମହୋତ୍ସବ ପାଳନ ଓ ତ୍ରିରଙ୍ଗ ମୋଟର ସାଇକେଲ ଶୋଭାଯାତ୍ରା

Posted by - August 18, 2022 0
କେସିଙ୍ଗା:(ପୀତେଶ ପଟେଲ) ଲଗାନ ବର୍ଷାଜଳରେ ମଧ୍ଯ ପାଳନ କରାଗଲା ଦେଶର ୭୫ ତମ ଆଜାଦୀ କା ଅମୃତ ମହୋତ୍ସବ। କେସିଙ୍ଗାର ଅଧିକାଂଶ ଜାଗାରେ ବର୍ଷାରେ ମଧ୍ଯ ସ୍ବାଧିନତା…