ପବିତ୍ର ମହମ୍ମଦଙ୍କ ଜନ୍ମ ଦିବସ ଅବସରରେ ରକ୍ତଦାନ ଶିବିର

133 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ପବିତ୍ର ମହମ୍ମଦଙ୍କ ଜନ୍ମ ଦିବସରେ ଜିଲ୍ଲାରେ ପ୍ରଥମ ଥର ପାଇଁ  ମୁସଲିମ ୟୁଥ କ୍ଲବ ପକ୍ଷରୁ ସ୍ଥାନୀୟ ବିରଜା ମହିଳା ମହାବିଦ୍ୟାଳୟ ପରସରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି।  ଏହି ଶିବିରକୁ ଯାଜପୁର ବ୍ଳକ ଅଧକ୍ଷା ସ୍ବର୍ଣ୍ଣାଲତା ପରିଡା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଅଶୋକ ଦାସ ପାଂଉଣ୍ଡେସନ ର ସଚିବ ଭଵ ପ୍ରସାଦ ଦାସ୮ନମ୍ବର ୱାର୍ଡ କାଉନସିଲର ସେକ ମୂର୍ତ୍ତାଜାସମାଜସେବୀ ରମଣି ରଞ୍ଜନ ରାଉତ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।

ଏହି ଶିବିରରେ ଯାଜପୁର ପୌରପାଳିକା ମୁସଲମାନ ଭାଇ ଙ୍କ ସମେତ ସ୍ୱେଚ୍ଛାସେବୀପାଂଉଣ୍ଡେସନର ସଦସ୍ୟ ମାନେ ଯୋଗ ଦେଇ ରକ୍ତଦାନ କରିଥିଲେ । ଏହି ଶିବିରରେ ମୋଟ ୧୦୧ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।

Related Post

ବଜ୍ରବାଣ ତରଫରୁ ସ୍ୱାସ୍ଥ୍ୟ ସେବକଙ୍କୁ ସଂଗ୍ରାମ ସାରଥୀ ସମ୍ମାନ

Posted by - June 28, 2021 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ବ୍ଲକର କୋଭିଡ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅଗ୍ରଦୂତ ସାଜିଥିବା କର୍ମ କର୍ତ୍ତା ମାନଙ୍କୁ ଓଡିଶାର ଅଗ୍ରଣୀ ସମାଲୋଚନା ମୂଳକ ସାପ୍ତାହିକୀ ଖବର କାଗଜ…

ସମ୍ବଲପୁରରେ ନିଆରା ବାଇଗଣ ଗଛ

Posted by - December 29, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ଵାଳ ) ସମ୍ବଲପୁର ସହର ରେ ଦେଖିବାକୁ ମିଲିଛି ନିଆରା ବାଇଗଣ ଗଛ । ଏହି ବାଇଗଣ ଗଛରେ ଫଲିଛି ଅଙ୍ଗୁର ରୁ ଛୋଟ ଆକାର ର…

ବୌଦ୍ଧ ସହରକୁ ସୌନ୍ଦର୍ଯ୍ୟକରଣ କରିବାପାଇଁ ଜିଲ୍ଲାପାଳଙ୍କ ଆଉ ଏକ ନିଆରା ପ୍ରୟାସ

Posted by - September 8, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ): ବୌଦ୍ଧ ସହରକୁ ସୌନ୍ଦର୍ଯ୍ୟକରଣ କରିବାପାଇଁ ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ପ୍ରତ୍ୟେକ ଦିନ ନୂଆ ନୂଆ ପ୍ରୟାସ ଜାରି ରଖିଛନ୍ତି । ଭଗବାନ…

ଏବେ ମଧ୍ୟ ବଞ୍ଚିଛି ମାନବିକତା,ବରୀ ପୋଲିସକୁ ସାଧାରଣରେ ପ୍ରଶଂସା

Posted by - April 8, 2020 0
ବରୀ :(ସ୍ନେହାଂଶୁ ଶେଖର ମହାନ୍ତି)ଚାରିଆଡ଼େ ଏବେ ବିଶ୍ୱ ମହାମାରୀ କରୋନାର ଭୟ କିନ୍ତୁ ଏଭଳି ସମୟରେ ଭୟଭୀତ ନହୋଇ କରୋନା ମୂଳପୋଛ ଲଢେଇରେ ସାମିଲ ହେବାକୁ ସରକାର…

ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ନବରଙ୍ଗପୁର ର ସାହିତ୍ୟିକ ଅଶୋକ ପଟ୍ଟନାୟକ ଙ୍କୁ ସମର୍ଦ୍ଧନା

Posted by - July 29, 2021 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ)ଓଡ଼ିଶା ସାହିତ୍ୟ ଏକାଡେମୀ ର ଏକ ନିରାଡ଼ମ୍ବର ଭବ୍ୟ ସାହିତ୍ୟ ଉତ୍ସବ,ଭୁବନେଶ୍ୱର ଠାରେ ଆମ ଜଣାଶୁଣା ସୁନାମଧନ୍ୟ  ଗାଳ୍ପିକ,ଗୀତିକାର,ନାଟ୍ୟକାର ଅଶୋକ ପଟ୍ଟନାୟକ ଓଡ଼ିଶାର…