ବିଦ୍ୟୁତ ସଂସ୍ପର୍ଶରେ ଆସି ଗୋଟିଏ ପରିବାରର ୩ ମୃତ

108 0

ବୌଦ୍ଧ: (ଚିତ୍ତ ରଂଜନ ସିଂ)ବୋୖଦ୍ଧ ଜ଼ୀଲ୍ଲା ହରଭଙ୍ଗା ବ୍ଲକ ଧଳପୁର ପଞ୍ଚାୟତ ଅନ୍ତର୍ଗତ ଜବଲପୁର ଗ୍ରାମରେ ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।ପ୍ରାପ୍ତ ସୂଚନା ମତେ ଆଜି ସକାଳ ସମୟରେ ସୁଶୀଲ ବେହେରା(୨୧), ସୁକାନ୍ତି ବେହେରା(୩୦), ସୋହନ ବେହେରା (୧୧)ସୋଇଥିବା ବେଳେ କୋଣସି କାରଣ ରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ଥିଲେ ।

ଘର ଲୋକ ୧୦୮ ଆମ୍ବୁଲାନ୍ସ ଯୋଗେ ତିନିଜଣଙ୍କୁ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ ।ମେଡ଼ିକାଲ ପହଞ୍ଚିବା ପୂର୍ବରୁ ସେମାନଙ୍କ ମୃତ୍ୟୁ ହୋଇଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି ।ଘଟଣା ସ୍ଥଳରେ ହରଭଙ୍ଗା ପୋଲିସ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି ।

Related Post

ମା ବୁଢିବାସୁଳାଇ ନାଟ୍ୟସାଂସଦ ତରଫରୁ ଆଶହାୟା ଲୋକମାନଙ୍କୁ ଖାଦ୍ୟ ବଣ୍ଟନ

Posted by - April 1, 2020 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି) କୋରୋନା ମହାମାରୀ ପାଇଁ ବର୍ତ୍ତମାନ ସାରା ବିଶ୍ୱ ଚିନ୍ତାରେ ଥିବା ବେଳେ ଆମ ଦେଶରେ ଚାଲିଛି ଏକୋଇଶ ଦିନିଆ ଲକଡାଉନ । ଏହି…

ଯାଜପୁର ଥାନା ପକ୍ଷରୁ ବରିଷ୍ଠ ନାଗରିକ ମାନଙ୍କୁ ପରିଚୟ ପତ୍ର ପ୍ରଦାନ

Posted by - December 30, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଥାନା ପକ୍ଷରୁ ବରିଷ୍ଠ ନାଗରିକ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି । ଡ଼ିଆରଡ଼ିଏ ସମ୍ମିଳନୀ କକ୍ଷରେ ଆୟୋଜିତ ବଟଂନ ଉତ୍ସବ ରେ…

ଶିକ୍ଷା ବିକାଶ ସମିତି କଳାହାଣ୍ଡି ପକ୍ଷରୁ ଆୟୋଜିତ ଜ୍ଞାନ ବିଜ୍ଞାନ ମେଳା ୨୦୨୨ ଉଦଯାପିତ

Posted by - September 10, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଓଡିଶା ଶିକ୍ଷା ବିକାଶ ସମିତି କଳାହାଣ୍ଡି ବିଭାଗ ପକ୍ଷରୁ ଜୟପାଟଣା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ…

ମୁନିସିପାଲିଟି ହାଇସ୍କୁଲ, ଏନ॰ସି କଲେଜ ଏବଂ ଭେଙ୍କଟେଶ୍ଵର ସ୍କୁଲ ସହ ଏକ ଚୁକ୍ତିନାମା ସ୍ଵାକ୍ଷର ।

Posted by - February 6, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ ) ଯାଜପୁର ଜିଲ୍ଲାର ବହୁ ପୁରାତନ ମୁନିସିପାଲିଟି ହାଇସ୍କୁଲ, ନରସିଂହ ଚୌଧୁରୀ ମହାବିଦ୍ୟାଳୟ ଏବଂ ଭେଙ୍କଟେଶ୍ଵର ଇଂରାଜୀ ସ୍କୁଲ ସହ ଏକ ଚୁକ୍ତିନାମା ବା ଏମଓୟୁ ସ୍ଵାକ୍ଷର ହୋଇଛି ।ଏହି ସ୍ଵକ୍ଷାରରେ ଏହି ସବୁ ଶିକ୍ଷାନୁଷ୍ଠାନ ମୁନିସିପଲିଟି ସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରିବା ସହ ପିଲା ମାନଙ୍କର ଅନ୍ତର୍ନିହିତ ଗୁଣର ବିକାଶ ପାଇଁ ସମ୍ପୂର୍ଣ ଧ୍ୟାନଦେବେ । ମୁନିସିପଲିଟି ସ୍କୁଲରେ ଏକ ବୈଠକ ମାଧ୍ୟମରେ ଏହି ଚୁକ୍ତି ହୋଇଅଛି । ଯାଜପୁର ପୌରପାଳିକାର ପୂର୍ବତନ ପୌରାଦକ୍ଷ ଭବପ୍ରସାଦ ଦାସ ମୁନିସିପାଲିଟି ସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିବା ସହ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାର ବିକାଶ,ଦକ୍ଷତା ବୃଦ୍ଧି, ଉନ୍ନତ ଜ୍ଞାନ କୌଶଳର ସରଞ୍ଜାମ ଯୋଗେଇଦେବା ସହ ଏନସି କଲେଜ ଏବଂ ଭେଙ୍କଟେଶ୍ଵର ଇଂରାଜୀ ସ୍କୁଲର ଅଧ୍ୟାପକ ମାନଙ୍କ ଦ୍ଵାରା ଶିକ୍ଷା ପ୍ରଦାନର ବ୍ୟବସ୍ତା କରାଯିବାର ଏହି  ଏମଓୟୁମାଧ୍ୟମରେ ଆଜି ସ୍ଵାକ୍ଷର ହୋଇଛି ।