ଟିଟିଲାଗଡ଼ରେ ମହା ଆଡ଼ମ୍ବରରେ ପାଳିତ ହେଲା ମହାନବମୀ ଯାତ୍ରା

138 0

ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ମଙ୍ଗଳବାର ଦିନ ଟିଟିଲାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା ଘଣ୍ଟାଶୁଣିଙ୍କ ମନ୍ଦିରରେ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି ନବମୀ ଯାତ୍ରା। ସକାଳୁ ମା ଘଣ୍ଟାଶୁଣିଙ୍କ ମନ୍ଦିରରେ ନବମି ଯାତ୍ରା ଦେଖିବା ପାଇଁ ସହର ତଥା ଆଖପାଖ ଅଞ୍ଚଳର ବହୁତ ଭକ୍ତଙ୍କ ସମାଗମ ହୋଇଥିଲା। ଦେବି ମନ୍ଦିରରେ ବଳି ଖାଇବା ପରେ ମାଁ ଘଣ୍ଟାଶୁଣି ସେବା ସମିତି ପକ୍ଷରୁ ଆୟୋଜିତ ଚାରି ପ୍ରକାର ବାଦ୍ୟର ତାଳେ ତାଳେ ଦେବୀ ସହର ପରିକ୍ରମା କରିଥିଲେ।

ସହର ପରିକ୍ରମା ସମୟରେ ବହୁତ ଲୋକ ରୁଣ୍ଡ ହୋଇଥିଲେ। ଏ ବର୍ଷ ମନ୍ଦିର ସାମ୍ନାରେ ମାଁ ଘଣ୍ଟାଶୁଣି ସେବା ସମିତି ପକ୍ଷରୁ ଆଡ଼ିତିବାଟ ହଜାର ହଜାର ଭକ୍ତଙ୍କ ପାଇଁ ଅର୍ଣ୍ଣ ପ୍ରସାଦ ବଣ୍ଟନ କରାଯାଇଥିବା ବେଳେ ଟିଟିଲାଗଡ଼ ଲାୟଂସ କ୍ଲବ ତରଫରୁ ପିଇବା ପାଣି ବ୍ୟବସ୍ଥା କରାଯାଇଥିଲା।

ମନ୍ଦିରର ମୁଖ୍ୟ ପୂଜକ ରାୟ ସିଂ ପାତ୍ରଙ୍କ ଦ୍ଵାରା ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରିଚାଳନା କରାଯାଇଥିଲା। ମନ୍ଦିର ତଥା ସହରରେ ଦେବୀଙ୍କ ପରିକ୍ରମା ସମୟରେ ଟିଟିଲାଗଡ଼ ଥାନାଧିକାରୀ ରଞ୍ଜନ କୁମାର ବରିହା ନିଜେ ଉପସ୍ଥିତ ରହି ଅନ୍ୟ ପୋଲିସ କର୍ମଚାରୀଙ୍କୁ ନେଇ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରିଥିଲେ।

Related Post

ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତର ଖାନା ରେ ଲାଞ୍ଚ କାରବାର ଅଭିଯୋଗ

Posted by - May 8, 2022 0
ଜାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତର ଖାନା ରେ ଲାଞ୍ଚ କାରବାର ଅଭିଯୋଗ। ଡାକ୍ତର ଖାନାର ଚକ୍ଷୁ ବିଭାଗ କୁ ଆସୁଥିବା ରୋଗୀ…

ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଆମ୍ବୁଲାନ୍ସ: ଅଳ୍ପକେ ବର୍ତିଲେ ଡ୍ରାଇଭର

Posted by - March 10, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଆମ୍ବୁଲାନ୍ସ: ଅଳ୍ପକେ ବର୍ତିଲେ ଡ୍ରାଇଭର। ମାର୍ଚ୍ଚ ଦଶ ତାରିଖ ଅପରାହ୍ନରେ କଳାହାଣ୍ଡି ଜିଲ୍ଲା…

ଟୀକା ନନେଇଥିଲେ ବି ,ଆସୁଛି ମେସେଜ,ଟୁଇଟ ମାଧ୍ୟମରେ ସରକାରଙ୍କୁ ଅଭିଯୋଗ କଲେ ଅଭିଯୋଗ କାରୀ

Posted by - September 15, 2021 0
ବୌଦ୍ଧ :(ଚିତରଂଜନ ସିଂ) କରନା ଟୀକା ନେଇନୀ ହେଲେ ପ୍ରତାପମେହେର ନାମରେ ଦ୍ଵିତୀୟ ଥର ଟୀକା ନେବାର ପ୍ରମାଣପତ୍ର ମେସେଜ ଆସିଛି । ଏଭଳି ଖବର ଆଜି…

ଯାଜପୁର ଜିଲାପାଳଙ୍କ ବିରୋଧରେ ମାନ୍ୟବର ହାଇକୋର୍ଟଙ୍କ ଅଦାଲତ ଅବମାନନା ଅଭିଯୋଗ

Posted by - October 31, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲାପାଳଙ୍କ ବିରୋଧରେ ମାନ୍ୟବର ହାଇକୋର୍ଟଙ୍କ ଅଦାଲତ ଅବମାନନା ଅଭିଯୋଗ । ଧର୍ମଶାଳାର ସୂଚନାଅଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କ ପକ୍ଷରୁ ଆଗତ ଏକ…

କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଙ୍କୁ ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (NCPCR) ଙ୍କ ପତ୍ର

Posted by - November 14, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ରାଜ୍ୟର ବହୁ ଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ଘଟଣା ଓ ଗୋଲାମୁଣ୍ଡା ସନ୍ ସାଇନ୍ ପବ୍ଲିକ ସ୍କୁଲର ଅନୈତିକ କାର୍ଯ୍ୟ ଅଭିଯୋଗ କୁ ଗୁରୁତ୍ଵ ର…