Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବଳିପଦର ଠାରେ ଓମ୍ ମାଁ ଦୂର୍ଗା କମିଟି ପକ୍ଷ ରୁ ଦୂର୍ଗା ପୂଜା

112 0

ବୁଗୁଡ଼ା:ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବଳିପଦର ଠାରେ ଓମ୍ ମାଁ ଦୂର୍ଗା କମିଟି ପକ୍ଷ ରୁ ଦୂର୍ଗା ପୂଜା ର ଆୟୋଜନ କରାଯାଇଛି।କମିଟିର ମୁଖ୍ୟ ଲକ୍ଷ୍ୟ ନିଜ ଅଞ୍ଚଳ ଓ ବିଶ୍ଵର ମଙ୍ଗଳ କାମନା । ପୁରୋହିତ ଶ୍ରୀ ଜଗନ୍ନାଥ ଶତପଥୀ,ପ୍ରଦ୍ୟୁମ୍ନ ଖାଡଙ୍ଗା,ଗୋପାଳ କୃଷ୍ଣ ହୋତା,ବଳରାମ ତ୍ରିପାଠୀ ଙ୍କ ସମେତ ଶ୍ରୀ ମଳୟ କୁମାର ଷଡଙ୍ଗୀ ମାଙ୍କ ପୂଜା କାର୍ଯ୍ୟ ଓ ବ୍ରାହ୍ମଣ ମାନଙ୍କୁ ସହଯୋଗ କରିଥିଲେ।

ପୂଜା କମିଟି ର ସଭାପତି ସଂଜୟ କୁମାର ଜେନା,ସମ୍ପାଦକ ନାରାୟଣ ସାମନ୍ତରା,ଓ ଅନ୍ୟାନ୍ୟ ସଦସ୍ୟ ଶିବରାମ ,ବିକି,ଧନୁର୍ଜୟ,ଭଗବାନ,ଓ ପୁରୁଷୋତ୍ତମ ମହାରଣା ମାଁ ଙ୍କ ପୂଜା କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ଓ ସ୍ୟାନ୍ତି ଶୃଙ୍ଖଳା ବଜାୟ ରଖିବା ରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।ଏବଂ ପୂଜା ର କର୍ତ୍ତା ଭାବେ ପୂଜା କମିଟି ତରଫରୁ ଶ୍ରୀ ତ୍ରିନାଥ ସାସମଲ ଙ୍କୁ ପୂଜା କାର୍ଯ୍ୟ ସମ୍ପାଦନ କରିବା ପାଇଁ ଅନୁରୋଧ କରାଯାଇ ଥିଲା ଓ ସେ ତାକୁ ଗ୍ରହଣ କରି ପୂଜା କାର୍ଯ୍ୟ କୁ ଆଗକୁ ନେବାରେ ନିୟୋଜିତ ଅଛନ୍ତି।

Related Post

ବିଶିଷ୍ଠ ସାହିତ୍ୟିକ ଡ଼.ନିଶାକର ପାଢ଼ୀଙ୍କ ପରଲୋକ

Posted by - June 14, 2021 0
ଛତିଆ:(ପ୍ରମୋଦ ନାୟକ )କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ର ପୂର୍ବତନ ଓଡ଼ିଆ ବିଭଗ ମୁଖ୍ୟ, ତଥା ବିଶିଷ୍ଠ ସାହିତ୍ୟିକ,କବି,ଗବେଷକ, ଛାତ୍ର ବତ୍ସଳ ଡ଼. ନିଶାକର ପାଢ଼ୀଙ୍କର ସୋମବାର…

ବିଭିନ୍ନ ସ୍ଥାନ ରେ ଦୁର୍ଘଟଣା,ବାଇକ ଦୁର୍ଘଟଣା ରେ ଯୁବକ ମୃତ୍ୟୁ,କୂଅରେ ପଡି ବୃଦ୍ଧା ଙ୍କ ମୃତ୍ୟୁ ଏବଂ ଆମ୍ବୁଲାନ୍ସ ଧକ୍କା ରେ ବାଳକ ଗୁରୁତର

Posted by - October 8, 2022 0
ବୌଦ୍ଧ: 06/10( ଚିତ ରଞ୍ଜନ ସିଂ   )ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ପୁରୁଣା କଟକ ଥାନା କରୋଡାକୋଠା ଠାରେ ବାଇକ ଦୁର୍ଘଟଣାରେ ଜଣେ …

ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା -ପ୍ରକଳ୍ପ ନିର୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ଶ୍ରୀଯୁକ୍ତ ନିହାର ରଞ୍ଜନ କଁହର

Posted by - June 17, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ଭାବେ ଶ୍ରୀ ନିହାର ରଞ୍ଜନ କଁହର ଆଜି ଯୋଗଦାନ କରି ବିଦାୟୀ ପ୍ରକଳ୍ପ ନିର୍ଦେଶକ…

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଏସସିଡ଼ି ସେଣ୍ଟରରେ ରକ୍ତଦାନ ଶିବିର ଏବଂ ଦିବ୍ୟାଙ୍ଗଙ୍କ ସହ କେକ କାଟି ଜନ୍ମ ଦିନ ପାଳିଲେ ମନ୍ତ୍ରୀ

Posted by - October 17, 2022 0
ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ) ଓଡ଼ିଶାର ଜନନାୟକ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସୁପୁତ୍ର ଓ ପାଞ୍ଚ ପାଞ୍ଚ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିବା…

ଚାରି ଦଫା ଦାବି ଦୋହରାଇଲେ ବିଳାସପୁର ଅଞ୍ଚଳବାସୀ

Posted by - August 13, 2021 0
ବୌଦ୍ଧ(ଚିତ୍ତରଂଜନସିଂ):- ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ବିଳାସପୁରବାସୀ ୪ ଦଫା ଦାବି କୁ ପୁନଃ ଦୋହରାଇଛନ୍ତି। ବିଳାସପୁର ଏକ ବାଣିଜ୍ୟ କେନ୍ଦ୍ର ।ଶିକ୍ଷା,ସ୍ୱାସ୍ଥ୍ୟ ଗମନାଗମନ ଇତ୍ୟାଦି ପାଇଁ…