Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଗାନ୍ଧୀ ଜୟନ୍ତୀ ଅବସରରେ ହରିଶଙ୍କର ରେ ସଫେଇ କାର୍ଯ୍ୟକ୍ରମ

100 0

ଖପ୍ରାଖୋଲ: (ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ର ପବିତ୍ର ପୁଣ୍ୟ କ୍ଷେତ୍ର ତଥା ପର୍ଯ୍ୟଟନ ସ୍ଥଲି ହରିଶଙ୍କର ଠାରେ ଗାନ୍ଧୀ ଜୟନ୍ତୀ ଅବସରରେ ବ୍ଲକ ପ୍ରଶାସନ, ନାନ୍ଦୁପଲା ପଞ୍ଚାୟତ ଓ ମନ୍ଦିର ପ୍ରଶାସନ ତରଫରୁ ରବିବାର ଝରଣା କୁଳ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ଖପ୍ରାଖୋଲ ବିଡ଼ିଓ ରଶ୍ମି ରଞ୍ଜନ ରାଉତ ଯୋଗଦେଇ ସ୍ବଚ୍ଛତା ଉପରେ ଆଲୋକପାତ କରି ଗାନ୍ଧିଜୀ ଙ୍କ ସ୍ମୁତି ଚାରଣ କରିଥିଲେ।

ଏହି ଅବସରରେ ହରିଶଙ୍କର ପାପନାଶିନୀ ଝରଣା କୁଳ, ଏମ ଆଇ ଟ୍ୟାଙ୍କ , ସେଲ୍ଫି ପଏଣ୍ଟ ପାଖ ସଫେଇ କରିଥିଲେ। ନିଜେ ବିଡ଼ିଓ ଝାଡୁ ଧରି ସଫେଇ ର ନେତୃତ୍ୱ ନେଇଥିଲେ। ଅନ୍ୟ ମାନକ ମଧ୍ୟ ରେ ନାନ୍ଦୂପଲା ସରପଞ୍ଚ ନିଲେନ୍ଦ୍ରୀ ପୁଝାରୀ, ପିଇଓ କ୍ଷୀରଧର ବରିହା, ଏସିପି ରମାନନ୍ଦ ବେହେରା,ବୁଲୁ ବେହେରା, ମନ୍ଦିର ପରିଚାଳନା କମିଟି ସଦସ୍ୟ ଶଶି ପୁଝାରୀ, ଅଭୟ ତ୍ରିପାଠୀ, ମନ୍ଦିର ପରିଚାଳକ ଗୁପ୍ତେଶ୍ୱର କୁଅର , ଅନଙ୍ଗ ବିଶ୍ଵାଳ, ପିତାମ୍ବର ମହାକୁଡ, ସମେତ ମହିଳା ପୁରୁଷ ସାମିଲ ହୋଇ ଥିଲେ।

Related Post

ଅନଶନ କାରୀ ଚିକିତ୍ସା ପାଇଁ ଡାକ୍ତର ଖାନା ରେ ଭର୍ତ୍ତି 

Posted by - October 12, 2021 0
ଯାଜପୁର ଜିଲା ବିଂଝାରପୁର ବ୍ଲକ ବାଙ୍ଗରା ଓ ପଂତେପୁର ପଂଚାୟତରେ ଦୁର୍ନିତି ଘଟଣାର ତଦନ୍ତ ଦାବୀରେ ଜାରି ରହିଛି ଗ୍ରାମବାସୀଙ୍କ ଅନଶନ ।ଦୁର୍ନିତିର ତଦନ୍ତ ସହିତ ଦୁର୍ନିତିଗ୍ରସ୍ତ ଅଧିକାରୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବୀରେ ଅନଶନରେ ବସିଛନ୍ତି ଗ୍ରାମବାସୀ ଏହି ଆମରଣ ଅନଶନକାରୀଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ଯାଜପୁର ଜିଲା ବିଜେପି ସଭାପତି ଗୌତମ ରାୟ । ବାଙ୍ଗରା ରେ  ଚାଲିଥିବା ଅନଶନରେ ସାମିଲ ଥିବା ଯୁବକ ଜ୍ଞାନରଂଜନ ଜେନା ଙ୍କୁ ଅସୁସ୍ଥ ଅବସ୍ଥାରେ ବିଂଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି I ଜିଲା ପ୍ରଶାସନର ଦୁର୍ନିତିର ତଦନ୍ତ ହେବା ସହିତ କାର୍ଯ୍ୟାନୁଷ୍ଠାନ ନିଆନଗଲା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ।

ପୁରୁଣାକଟକ ସହର କୁ ଅଧିକ ବିକଶିତ କରିବା ପାଇଁ ଜିଲ୍ଲାପାଳ ଙ୍କ ସହ ଆଲୋଚନା

Posted by - September 28, 2021 0
ବୈଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲାହରଭଙ୍ଗା ବ୍ଲକ ର ପୁରୁଣାକଟକ ଗମନାଗମନ ଓ ବ୍ୟବସାୟିକ ଦୃଷ୍ଟି କୋଣ ରୁ ଜିଲ୍ଲା ର ଏକ ଗୁରୁତ୍ୱପୂର୍ଣ ସ୍ଥାନ ଅଟେ! ଏଠାରେ…

ତୃତୀୟ ଶ୍ରୀକ୍ଷେତ୍ର ରେ, ଶ୍ରୀଜନ୍ନାଥଙ୍କ ମନ୍ଦିର ଖୋଲିଲା,ଶ୍ରଦ୍ଧାଳୁଙ୍କ ମନରେ ଆନନ୍ଦର ଲହରୀ

Posted by - January 7, 2021 0
ନୀଳଗିରି :(ସୌମ୍ୟାସାଇ ବାରିକ) ମହାମାରୀ କରୋନା ର କଟକଣା । ଦୀର୍ଘ ଦଶମାସ ଧରି ଶ୍ରୀ ଜଗନ୍ନାଥ ଙ୍କ ଦର୍ଶନ ରୁ ବଞ୍ଚିତ ହୋଇଥିଲେ ଶ୍ରଦ୍ଧାଳୁ । ରାଜ୍ୟ…

‘ଏଇଓଡିଶା’ର ପ୍ରଭାବ,ମନମୁଣ୍ଡା ରେ ଜଳ ଯୋଗାଣ ବନ୍ଦ ଘଟଣା: ଜିଲ୍ଲାପରିଷଦଙ୍କ ହସ୍ତକ୍ଷେପରେ ଆରମ୍ଭ ହେଲା କାମ

Posted by - March 15, 2022 0
ବୌଦ୍ଧ(ଚିତ୍ତରଞ୍ଜନ ସିଂହ) ମନମୁଣ୍ଡା ପାଇପ ପିଇବା ଜଳ ଯୋଗାଣ ବନ୍ଦ ଘଟଣା ର ଖବର ପ୍ରକାଶନ ପ୍ରଭାବ ରେ ତୁରନ୍ତ କାମ ଆରମ୍ଭ ହୋଇଥିବା ଆଜି ଦେଖିବାକୁ…