Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

ଶାରଦୀୟ ଦୂର୍ଗୋତ୍ସବ ପାଇଁ ଉତ୍ସବ ମୁଖର ପରିବେଶ

102 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ଙ୍କ ପୀଠ ରେ ଶାରଦୀୟ ଦୂର୍ଗୋତ୍ସବ ପାଇଁ ଉତ୍ସବ ମୁଖର ପରିବେଶ। ଚାଲିଛି ଶକ୍ତି ପୀଠ ରେ ମା ଙ୍କ ଆରାଧନା। ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ଙ୍କ ପୀଠ ରେ ଆଜି ମହାସପ୍ତମୀ ପୂଜା । ବଢି ଭୋରରୁ ମା ଙ୍କୁ ପବିତ୍ର ବୈତରଣୀ ନଦୀ ଜଳରେ ସ୍ନାନ କରିବା ପରେ ଷୋଡଶ ଉପଚାର ପୂଜା ଅନୁଷ୍ଠିତ ହେଉଛି।

ଦେଖନ୍ତୁ ମା ବିରଜା ଙ୍କ ସପ୍ତମୀ ର ଭିଡିଓ 

ମହାସପ୍ତମୀ ରେ ମା ଙ୍କ ମୁଖ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁ ଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି।  ସେପଟେ ଆଜି ଅପରାହ୍ନରେ ବର୍ଷା ସତ୍ୱେ ମଧ୍ୟ ଆରମ୍ଭ ହୋଇଛି ରଥଯାତ୍ରା। ଦୁଇବର୍ଷ ପରେ ଏହି ରଥଯାତ୍ରାରେ ଶ୍ରଦ୍ଧାଳୁ ଓ ଭକ୍ତ ମାନେ ମଧ୍ୟ ସାମିଲ ହେଉଛନ୍ତି। ବର୍ଷାରେ ମଧ୍ୟ ଶ୍ରଦ୍ଧାଳୁ ଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

Related Post

ମନ୍ତ୍ରିମଣ୍ଡଳ ଗଠନକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା:,ଏମାନେ ହୋଇପାରନ୍ତି ମନ୍ତ୍ରୀ

Posted by - May 25, 2019 374
୨୦୧୯ର ଫଳାଫଳ ବାହାରି ସାରିଛି। ଏଥିରେ କିଛି ପୁରୁଖା ନେତାଙ୍କୁ ପରାଜୟର ମୁହଁ ଦେଖିବାକୁ ପଡିଛି ତ ପୁଣି କିଛି ନୂଆ ନେତା ବିଜୟ ସହ ନିଜର…

ବିକ୍ରି କବଲା ଜାଲିୟାତି କରି ନିଜର ନାମରେ ପଟ୍ଟା କରିଥିବା ବ୍ୟକ୍ତିକୁ ଗିରଫ ଦାବି

Posted by - August 7, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ଆଜିର ଯୁଗରେ ମଣିଷ ଯେତେ ସୁଖରେ ଥାଉ କି ଦୁଃଖରେ ଥାଉ ଜମି ଖଣ୍ଡିଏ କିଣିବା ହେଉଛି ସବୁ ମଣିଷ ଜୀବନର…

୨୦୨୦-୨୧ ଆର୍ଥିକ ବର୍ଷର କେନ୍ଦ୍ର ବଜେଟକୁ ନେଇ ବିଭିନ୍ନ ରାଜନୀତିକ ଦଳର ପ୍ରତିକ୍ରିୟା

Posted by - February 1, 2020 517
ଭୁବନେଶ୍ୱର ୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ସଂସଦରେ ୨୦୨୦-୨୧ ବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହା ନିର୍ମଳାଙ୍କ ଦ୍ୱିତୀୟ ବଜେଟ୍ ତେବେ ଅନେକ…

ଏଇ ଓଡ଼ିଶା ପ୍ରଭାବ,ଟିଟିଲାଗଡ କମାନି ପରିବାରର ଖଜୁରପଡ଼ା ଜମି କଟିବା ଜାଲିୟାତି ମାମଲାରେ ବାଙ୍କେଲ ଆର ଆଇ ନିଲମ୍ବିତ

Posted by - August 11, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଜୁଲାଇ ମାସରେ ଟିଟିଲାଗଡ ଠିକାଦାର ପଡ଼ାର ସଜ୍ଜନ କମାନିଙ୍କ ମୁରିବାହାଲ ତହସିଲ ଅନ୍ତର୍ଗତ ଖଜୁରପଡ଼ାର ନିଜର ଚାଷ ଜମି ଇନ୍ସୁରାସ ପାଇଁ ଖଜଣା ବୁଝାଇବାକୁ…

ଯାଜପୁର ରେ ସ୍ଥିତି ଜଟିଳ,ଗୋଟିଏ ଦିନରେ ୬ କୋରୋନା ଆକ୍ରାନ୍ତ,ଯାଜପୁର ରେ ମୋଟ ୧୮,ରାଜ୍ୟରେ ୧୦୦

Posted by - April 25, 2020 44
ଯାଜପୁର :୨୫ା୪- ଯାଜପୁର ଦଶରଥପୁର ବ୍ଲକ ଅଂଚଳ ରୁ ୬ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ।ସମସ୍ତେ ପୁରୁଷ। ସେମାନଙ୍କ ମଧ୍ୟରୁ ୪ଜଣ ଆକ୍ରାନ୍ତ କଟିକଟା ଅଞ୍ଚଳର ୨୩,୪୯,୫୨,୫୭…