ବୌଦ୍ଧ ରେ ହସ୍ତତନ୍ତ ବଜାର ପାଇଁ ଜିଲ୍ଲାପାଳଙ୍କ ସହିତ ବରଗଡ଼ ବ୍ୟବସାୟୀ ଙ୍କ ଆଲୋଚନା

114 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ )ବୌଦ୍ଧ ରେ ହସ୍ତ ତନ୍ତ ଓ ସମ୍ବଲପୁରୀ ଶାଢ଼ୀ ର ବଜାର ଖୋଲିବାକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁ ଙ୍କ ଉଦ୍ୟମ ଜାରି ରହିଛି l ଗତ ମାସ 28 ତାରିଖ ଦିନ ଏହାକୁ ବାସ୍ତବ ରୂପ ଦେବା ପାଇଁ ବୌଦ୍ଧ ଜିଲ୍ଲାପାଳ ବରଗଡ଼ ବାଲିଯୋରୀ ଠାରେ ଥିବା କପଡା ବଜାର ପରିଦର୍ଶନ କରିଥିଲେ l ସେଠାରେ ପ୍ରତ୍ୟକ୍ଷ ଅନୁଧ୍ୟାନ କରିବା ସହ ସ୍ଥାନୀୟ ବ୍ୟବସାୟୀ ଙ୍କ ସହିତ ଆଲୋଚନା କରିଥିଲେ ଏବଂ ବୌଦ୍ଧ କୁ ବ୍ୟବସାୟୀ ମାନଙ୍କୁ ଆସିବାକୁ ଅନୁରୋଧ କରିଥିଲେ l

ବୌଦ୍ଧ ଜିଲ୍ଲାପାଳଙ୍କ ସହ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେର ଓ ବୌଦ୍ଧ ସଦର ତହସିଲଦାର ଦେବୀ ପ୍ରସାଦ ଦାସ ବରଗଡ଼ ବାଲିଯୋରୀ ବଜାର କୁ ପରିଦର୍ଶନ ରେ ଯାଇଥିଲେ l

ଏହି ପରିପ୍ରେକ୍ଷୀରେ ଆଜି ବରଗଡ଼ ର ବ୍ୟବସାୟୀ ପ୍ରମୋଦ ମେହେର ଙ୍କ ନେତୃତ୍ୱ ରେ ସର୍ବଶ୍ରୀ ପ୍ରକାଶ ମେହେର,ଅଯୋଧ୍ୟା ମେହେର, ଶିବ ମେହେର, ନବ ମେହେର, ଚେୟାରମେନ ମେହେର, ଘନଶ୍ୟାମ ମେହେର, ଗିରିଧାରୀ ମେହେର, ଶ୍ରିଫଳା ମେହେର, ମନୋହର ମେହେର, ଜୟକୁମାର ମେହେରଓ ରବୀନ୍ଦ୍ର ମେହେର ଯୋଗ ଦେଇ ଜିଲ୍ଲାପାଳଙ୍କ ସହିତ ବୌଦ୍ଧ ରେ ହସ୍ତ ତନ୍ତ ଓ ସମ୍ବଲପୁରୀ ବସ୍ତ୍ର ର ବ୍ୟବସାୟ ସଫଳ ହୋଇପାରିବ ସେ ବିଷୟ ରେ ଆଲୋଚନା କରିଥିଲେ l

Related Post

ଭୁବନେଶ୍ବରରେ ୪୬.୮୬% ମତଦାନ

Posted by - April 25, 2019 0
ସରକାରଙ୍କ ସବୁ ସୁବିଧା ସୁଯୋଗ ଯେଉଁ ଲୋକ ପାଉଛନ୍ତି ସେମାନେ ‌ହିଁ ସରକାରଙ୍କୁ ଭୋଟ୍‌ ଦେଉନାହାନ୍ତି। ଯେଉଁମାନେ ରାଜ୍ୟ ସରକାରଙ୍କ ‌ଯୋଜନା ପ୍ରସ୍ତୁତ କରୁଛନ୍ତି ସେମାନେ ହିଁ…

ବିଶ୍ଵ ଜନସଂଖ୍ୟା ପକ୍ଷ ପାଳନ

Posted by - July 13, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ତରଫରୁ ବିଶ୍ଵ ଜନସଂଖ୍ୟା ପକ୍ଷ ପାଳନ ଅବସରରେ ଆଜି ଏକ ସଚେତନତା ରଥର ଶୁଭାରମ୍ଭ…

କୋରୋନା କାଳରେ ଆଗେ ଭାଙ୍ଗିଲେ ପରେ ପିଠି ଥାପୁଡେଇଲେ

Posted by - June 10, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନବରଙ୍ଗପୁର ସହର ର RCD ହାଇସ୍କୁଲ ନିକଟରେ ଥିବା ଚଣା ପକୁଡି ଦୋକାନକୁ ପ୍ରଶାସନ ଦ୍ୱାରା ଭଙ୍ଗା ଯାଇଛି। ସେହି ଦୋକାନ କୁ ସ୍କୂଲ…

ଝରଣୀଗାଁ ରେ ପହଁଞ୍ଚିଲେ କଂଗ୍ରେସର ଆଠଜଣିଆ ଦଳ

Posted by - October 30, 2021 0
ବୋଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ସମଗ୍ରରାଜ୍ୟ ରେ ଆଲୋଡନ ସୃଷ୍ଟି କରିଥିବା କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ ସନ୍ ସାଇନ୍ ପବ୍ଲିକ ସ୍କୁଲର ରେ ଅଧ୍ୟକ୍ଷତା କରୁଥିବା ବଲାଙ୍ଗୀର ଜିଲ୍ଲାର…

ନକଲି ପାଣି ବୋତଲ କାରଖାନା ଉପରେ ପୁଲିସର ଚଢାଉ ୨ ଗିରଫ

Posted by - October 27, 2020 0
ଭୁବନେଶ୍ଵର : ଚନ୍ଦକା ଥାନା ପୁଲିସ ଭୁବନେଶ୍ଵର ଉପକଣ୍ଠ ଛତାବର ପଞ୍ଚାୟତର ଗ୍ରାମଡିରେ ଚାଲିଥିବା ଏକ ନକଲି ପାଣି ବୋତଲ କମ୍ପାନୀ ଉପରେ ଚଢ଼ାଉ କରି ବିପୁଳ…