ଖପ୍ରାଖୋଲ ବ୍ଲକ ସ୍ତରୀୟ ଲକ୍ଷେ ଘର ଗଣ୍ଡା ସମାଜ ର ନୁଆଁଖାଇ ଭେଟଘାଟ

108 0

ଖପ୍ରାଖୋଲ; ୨୬/୯(ତାପସ ରଞ୍ଜନ ବେହେରା) ସ୍ଥାନୀୟ ହାଇସ୍କୁଲ ଖେଳ ପଡିଆ ଠାରେ ବ୍ଲକ ସ୍ତରୀୟ ଲକ୍ଷେଘର ଗଣ୍ଡାସମାଜ ର ନୁଆଁଖାଇ ଭେଟଘାଟ ଅନୁଷ୍ଟିତ ହୋଇଯାଇଛି । ବ୍ଲକ ସଭାପତି ଛିନୁ ଟାକ୍ରୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ନୂଆଁଖାଇ ଭେଟ ଘାଟ ଉସବାରେ । ପ୍ରଥମେ ଅପରାହ୍ନ ସମୟରେ ପାରମ୍ପରିକ ବାଦ୍ୟ ସହ ଏକ ବିଶାଳ ଶୋଭାଯାତ୍ରା କରି ଗାଁ ଇଷ୍ଟଦେବୀ ମାଁ ଡୁମେରତଲିଏନ ଠାରେ ପୂଜାଅର୍ଚ୍ଚନା ହୋଇଥିଲା । ପୂଜା ପରେ ସହର ପରିକ୍ରମା ହୋଇଥିଲା l

ଏହି ଅବସରରେ ଅନୁଷ୍ଠିତ ନୁଆଁଖାଇ ଭେଟଘାଟ ସଭା କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ରୂପେ ବିଧାନସଭା ସରକାରୀ ଉପମୁଖ୍ୟ ସଚେତକ ତଥା ପାଟଣାଗଡ଼ ବିଧାୟକ ସରୋଜ ମେହେର , ସମ୍ମାନିତ ଅତିଥି ରୂପେ ଟ୍ୱିଟର ଗାର୍ଲ ଦୀପା ବାରିକ, ଖପ୍ରାଖୋଲ ସରପଞ୍ଚ ବେଟିଖାଇ ସେନ୍ଦ୍ରିଆ, ଦମେଇପାଲି ସରପଞ୍ଚ ତାରାକାନ୍ତି ତାଣ୍ଡି , ସମିତି ସଭ୍ୟା ଘନକେଶୀ ସୁନା, ପୂର୍ବତନ ସରପଞ୍ଚ ରଞ୍ଜିତା ସୁନା, ସମାଜ ସେବୀ ଚଏତୁ ଛୁରା, ଜିଲ୍ଲା ଆସିଷ୍ଟାଣ୍ଡ ପ୍ଳାନିଙ୍ଗ ଅଫିସର ସଞ୍ଜୟ କୁମାର ଦୀପ, ଗୁପ୍ତେଶ୍ୱର ଖୁରା, ଖପ୍ରାଖୋଲ ବିଏସଏସଓ କନିଷ୍କ ବିଭାର, ସତ୍ୟାନନ୍ଦ ସେନ୍ଦ୍ରିଆ, ରମେଶ ପଧାନ, ପବିତ୍ର ପଟେଲ ପ୍ରମୁଖ ଯୋଗଦେଇଥିଲେ l

ଏହି ଅବସରରେ ନୁଆଁଖାଇ ପର୍ବ ଉପରେ ବକ୍ତା ମାନେ ଆଲୋକପାତ କରିଥିଲେ l ପରେ ବିଭିନ୍ନ କ୍ଷେତ୍ରରେ କ୍ରୁର୍ତିତ୍ୱ ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ l କାର୍ଯ୍ୟକ୍ରମ ପରେ ପରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ୱାନାମ ଧନ୍ୟ ଘୁଡକା କଳାକାର ସାନବଡ଼ ଘୁଡକା ନାଚ ପରିବେଷଣ କରିଥିବା ବେଳେ ମାଁ ଡୁମେରତଲିଏନ ଅର୍କ୍ରେଷ୍ଟ୍ର ଦଳ ନାଚଗୀତ ପରିବେଷଣ କରିଥିଲେ lଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜନାର୍ଦ୍ଦନ ସୁନା, ଯୁଧିଷ୍ଠିର ହରିପାଲ, ଅଶୋକ ବାଗ, ରାଧାକାନ୍ତ କୁମ୍ଭାର, ସୁନୀଲ ତାଣ୍ଡି, କ୍ରିଷ୍ଣା ତାଣ୍ଡି, ରୋହନ ତାଣ୍ଡି, ରାଧେଶ୍ୟାମ ବାଗ, କୈଳାସ କୁମ୍ଭାର, ଧିରେନ ସୁନା ପ୍ରମୁଖ ସହଯୋଗ କରିଥିଲେ l କାର୍ଯ୍ୟକ୍ରମକୁ ଜଳଧର ତାଣ୍ଡି ପରିଚାଳନା କରିଥିବା ବେଳେ ମୋହନ ସୁନା ଧନ୍ୟବାଦ ଅର୍ପଣ କରିଥିଲେ l

Related Post

ବିଜେଡ଼ି ଆଇଟି ଵିଙ୍ଗର ରାଜ୍ୟ ସଂଯୋଜକ ଭାବେ ୫ ଜଣଙ୍କୁ ମନୋନୀତ

Posted by - January 28, 2019 0
ଭୁବନେଶ୍ୱର,(ଓଟି): ବିଜୁ ଜନତା ଦଳର ଆଭିମୁଖ୍ୟକୁ ସୋଶାଲ୍‍ ମିଡିଆରେ ଜୋର୍‍ଦାର ପ୍ରଚାର ପ୍ରସାର କରିବା ଲାଗି ଦଳ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଏଥିପାଇଁ ଏକ…

ଅଂଗଦାନ ଓ ରକ୍ତଦାନ ଶିବିର ଅନୁଷ୍ଠିତ

Posted by - November 27, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ହରିପୁର ସ୍କୁଲ ପରିସରରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସ୍ୱେଚ୍ଛାକୃତ ଅଂଗଦାନ ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।…

କଳାହାଣ୍ଡି ଜିଲ୍ଲାରେ ଝାଡ଼ା ବାନ୍ତି ର ପ୍ରାଦୁର୍ଭାବ, ଜନଜୀବନ ଅସ୍ତବ୍ୟସ୍ତ, ଲୋକେ ଆତଙ୍କିତ

Posted by - September 27, 2022 0
ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲାରେ ଗତ ଏକ ମାସ ହେବ ଡାଇରିଆ ଆତଙ୍କ ଦେଖାଦେଇଛି l ଡାଇରିଆ ଜୋଗୁଁ…

ମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ର ଶିଳାନ୍ୟାସ

Posted by - January 6, 2022 0
ମୁନିଗୁଡା:(ରାମାକାନ୍ତ ପୋଢାଳ)ଅନୁସୂଚିତ ଜାତି ଜନଜାତି ତଥା ପଛୁଆ ବର୍ଗ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାୟଗଡା ଜିଲ୍ଲା ମୁନିଗୁଡା…

ମେଧାବୀ ଛାତ୍ରୀ ଦେବସ୍ମିତାଙ୍କୁ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧନା

Posted by - August 12, 2020 0
ଯାଜପୁର ଅଫିସ : ଦଶରଥପୁର ବ୍ଲକର ଅସନପୁର ପଞ୍ଚାୟତସ୍ଥିତ କଣ୍ଟାବଣିଆ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଦେବସ୍ମିତା ବେହେରା ଚଳିତ ବର୍ଷ ମେଟ୍ରିକ ପରୀକ୍ଷାରେ ୫୪୪ ନମ୍ବର ରଖି…