ସୋନପୁର କାଳୀ ମନ୍ଦିର ରୁ ଚୋରୀ

29 0

ସୋନପୁର :(ଅଜିତ କୁମାର ପୂଜାହାରୀ)ମନ୍ଦୀର ରେ କଳା କନା ବୁଲେଇଲେ ଦୁବୃର୍ତ୍ତ । ସୁବର୍ଣ୍ଣପୁର ସହର ର ସୁବର୍ଣ୍ଣମେରୁ ମନ୍ଦିର ପରିସର ରେ ଥିବା କାଳୀ ମନ୍ଦିରରୁ ଚୋରି। ଦାନ ହୁଣ୍ଡି ଭାଙ୍ଗି ଲୁଟି ନେଲେ ଟଙ୍କା ଓ ପୂଜା ସାମଗ୍ରୀ। ସୋନପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଆଜି ସକାଳୁ ମନ୍ଦିର ସେବାୟତ ମାନେ ତାଲା ଭଙ୍ଗା ଥିବା ଦେଖି ସୋନପୁର ଥାନା ରେ ଲିଖିତ ଅଭିଯୋଗ କରିଥିଲେ ।

ଗତ ବିଳମ୍ବିତ ରାତ୍ରୀରେ ମନ୍ଦୀର ର ମୁଖ୍ୟ ଫାଟକ ଭାଙ୍ଗି ଚୋରମାନେ ମନ୍ଦୀର ରେ ପଶିଥିଲେ ।ସେଠାରୁ ଦାନ ହୁଣ୍ଡିକୁ ଉଠାଇନେଇ ଥିଲେ । ମନ୍ଦିର ବାହାରେ ହୁଣ୍ଡିର ତାଲା ଭାଙ୍ଗି ଟଙ୍କା ନେଇ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ ମାନେ।ମନ୍ଦିର ଭିତରେ ଥିବା ଘଣ୍ଟ ,ଘଣ୍ଟି ଓ ଅନ୍ୟାନ୍ୟ ପୂଜା ସାମଗ୍ରୀ ମଧ୍ୟ ଚୋରି ହୋଇଥିବା ସେବାୟତ ଙ୍କ ପକ୍ଷରୁ କୁହାଯାଇଚଛି ।ମନ୍ଦିର ମାଳିନୀ ସୋନେପୁର ର ବିଭିନ୍ନ ମନ୍ଦିର ବାରମ୍ବାର ଚୋରି ହେଉଥିବା ରୁ ଭକ୍ତ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।

 

Related Post

ପାଇଲିପଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ଯୋଗ ଶିକ୍ଷା

Posted by - May 12, 2022 0
ବେଲଗୁଣ୍ଠା:(ସୁଶ।ନ୍ତ କୁମାର ବେହେରା) ବେଲଗୁଣ୍ଠା ବ୍ଳକ୍ ପାଇଲିପଡ଼ା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ୪୮ନମ୍ବର ଜୋନ ଜିଲ୍ଲାପରିଷଦ ତଥା ଜନାରୋଗ୍ୟ କଲ୍ୟାଣ ସମିତିର ଅଧ୍ୟକ୍ଷ ସୁଧୀର କୁମାର ଜେନାଙ୍କ…

ହୋମିଓପ୍ୟାଥିକ ଡକ୍ଟର ଅଭିନନ୍ଦନ ଜୈନଙ୍କ ପରଲୋକ

Posted by - May 28, 2022 0
ବଙ୍ଗୋମୁଣ୍ଡା: (ଅଭିମନ୍ୟୁ ବହିଦାର) ଜୈନ ତେରାପନ୍ଥ ଧର୍ମସଙ୍ଗ ର ବରିଷ୍ଠ ଶ୍ରାବକ ତଥା ହୋମିଓପ୍ୟାଥିକ ଡାକ୍ତର ଭାବରେ ଅଞ୍ଚଳରେ ଜଣାଶୁଣା ଅଭିନନ୍ଦନ ଜୈନ(୬୪)ଙ୍କ ଗତକାଲି ଗୁରୁବାର ଅପରାହ୍ନ…

ମାଲଗାଡି ଧକ୍କାରେ ସିନିଅର ସେକ୍ସନ ସିଗନାଲ ଇଂଜିନିୟରଙ୍କ ମୃତ୍ୟୁ

Posted by - August 29, 2021 0
ଜଳେଶ୍ବର:(ପ୍ରଭାକର ମଲ୍ଲିକ)ବାଲେଶ୍ଵର ଜିଲ୍ଲା ଜଳେଶ୍ବର ରେଳ ଷ୍ଟେସନରେ ମାଲ ଗାଡି ଧକ୍କାରେ ସିନିଅର ସେକ୍ସନ ସି ଗ ନାଲ ଇଂଜିନିୟର ଙ୍କ ମୃତ୍ୟୁ । ମୃତୁ ବ୍ୟକ୍ତି…

ଭୈରବୀ ଡିଗ୍ରୀ କଲେଜରେ ଭୋଟର ସଚେତନତା ଓ ସମ୍ବିଧାନ ଦିବସ ପାଳିତ

Posted by - November 27, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ ଭୈରବୀ ଡିଗ୍ରୀ ମହାବିଦ୍ୟାଳରେ ଜାତୀୟ ସେବା ଯୋଜନା ଓ ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ମିଳିତ ଅନୁକୁକୁଲ୍ୟରେ ଭୋଟର…