Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ପାତ୍ର ଜୁଏଲରୀ ପକ୍ଷରୁ ‘ଲକି ଡ୍ର’କାର୍ଯ୍ୟକ୍ରମ 

95 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ସହରରେ ଥିବା ପାତ୍ର ଜୁଏଲରୀ ପକ୍ଷରୁ ଲକି ଡ୍ରକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି  କାର୍ଯ୍ୟକ୍ରମରେ ବିଜେତା ହୋଇଥିବା ୩ ଜଣ  ଶ୍ରେଷ୍ଠ ଗ୍ରାହକଙ୍କୁ ହୋଣ୍ଡା ଗାଡି ପୁରସ୍କାର ଆକାରରେ ପ୍ରଦାନ କରାଯାଇଛି।

ସହରର ନାରାୟଣ ଛକ ଠାରେ ପାତ୍ର ଜୁଏଲରୀ ଫେବୃଆରୀ ୬ ତାରିଖରେ ନୂତନ ଭାବେ ଏକ ସୋ ରୁମ୍ ଉଦଘାଟନ କରିଥିଲା। ସେବେ ଠାରୁ ୬ ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ଗ୍ରାହକଙ୍କୁ ଏହି ଲଟେରୀ ଉଠାଣର ସୁଯୋଗ ଦିଆଯାଇଥିଲା। ଯାହାକି ୯୯୯୯ ଜଣ ଗ୍ରାହକଙ୍କୁ ନେଇ ଏହି ଉଠାଣ କାର୍ଯ୍ୟକ୍ରମ କରାଯାଇଛି।

‌ଏହି ଅବସରରେ କୁନି କୁନି ପିଲାଙ୍କ ସହଯୋଗରେ ଲଟେରୀ ଉଠାଣ କରାଯାଇଥିବା ବେଳେ ୩ ଜଣ ଶ୍ରେଷ୍ଠ ଭାଗ୍ୟଶାଳୀ ବିଜେତା ବଛାଯାଇଛି। ପ୍ରଥମ ବିଜେତା ଭାବେ ସୋନାଲିକା ସାହୁଙ୍କୁ ହୋଣ୍ଡା ବାଇକ ମିଳିଥିବା ବେଳେ  ଦ୍ବିତୀୟ ବିଜେତା ଶ୍ୟାମ ସୁନ୍ଦର ସାହୁଙ୍କୁ ହୋଣ୍ଡା ସ୍କୁଟି ଓ ତୃତୀୟ ବିଜେତା ଅଶୋକ ନାୟକଙ୍କୁ ମଧ୍ୟ ହୋଣ୍ଡା ସ୍କୁଟି ପ୍ରଦାନ କରାଯାଇଛି।

Related Post

ଟୀକାକରଣ ସଚେତନତା ରଥ ଉଦଘାଟିତ

Posted by - March 12, 2022 0
ବୌଦ୍ଧ :(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଟୀକାକାରଣ ସଚେତନତା ରଥ ଉଦଘାଟିତ ହୋଇଯାଇଛି l ଏଥିରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ…

ସରକାରୀ କ୍ୱାରେଂଟିନ ରେ ରହିବାକୁ ନେଇ ଗଣ୍ଡଗୋଳ, ଆକ୍ରମଣରେ ଜଣେ ଗୁରୁତର

Posted by - May 6, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଗାଁରେ ଥିବା ସରକାରୀ କ୍ୱାରେଂଟିନ ରେ ରହିବାକୁ ନେଇ ଗଣ୍ଡଗୋଳ । ଆକ୍ରମଣରେ ଜଣେ ଗୁରୁତର । ଏଭଳି ଘଟଣା ଯାଜପୁର ସଦର ଥାନା…

ଯାତ୍ରୀ ବହି ବସ ଦୁର୍ଘଟଣା ଗ୍ରସ୍ତ ଅଳ୍ପକେ ବର୍ତିଲେ ଯାତ୍ରୀ

Posted by - November 21, 2021 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ଅନ୍ତର୍ଗତ ନାନ୍ଦୁପଲା ଗ୍ରାମ ହରିଶଙ୍କର ସ୍ବାଗତ ଗ୍ୟାଟ ନିକଟ ରେ ଏକ ଯାତ୍ରୀ ବହି…

ପଜିଟିଭ ବାହାରିବାର ୭ ଦିନ ପରେ ରାସ୍ତା ସିଲ୍ କୁ ନେଇ ସ୍ଥାନୀୟ ଲୋକଙ୍କ ବିରୋଧ

Posted by - August 25, 2020 0
ଯାଜପୁର ଅଫିସ :ଯାଜପୁର ଜିଲ୍ଲା ଅରେ଼ଇ ଗ୍ରାମ ସାମଲ ସାହି ଠାରୁ ସାହୁ ସାହି ପର୍ଯ୍ୟନ୍ତ ରାସ୍ତା ସିଲ୍ କୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ। ଉକ୍ତ ଅଂଚଳରେ…

ଭାରତ ରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ୭୭ ତମ ଜନ୍ମତିଥି ପାଳିତ

Posted by - August 21, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ଭାରତର ପୂର୍ବତନ ପ୍ରଧାନ ମନ୍ତ୍ରୀ ଯୁବ ମାନସ ର ପ୍ରତୀକ, ଭାରତ ରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ୭୭ ତମ ଜନ୍ମତିଥି କୁ ସାରା…