ଖପ୍ରାଖୋଲରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ମିଳିତ ଜଣ ଶୁଣାଣି ୧୩୭ ଟି ମାମଲା ପଞ୍ଜିକୃତ ,୧୬ଟି ଅଭିଯୋଗ ର ତତ୍କାଳ ଶୁଣାଣୀ

29 0

ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ସ୍ଥାନୀୟ ବ୍ଲକ୍ ସଭା ଗୃହ ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କ ବ୍ଲକସ୍ତରୀୟ ମିଳିତ ଜଣ ଶୁଣାଣୀ ସୋମବାର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଜିଲ୍ଲାପାଳ ଚଞ୍ଚଲ ରାଣା ଓ ଆରକ୍ଷୀ ଅଧିକ୍ଷକ ନିତିନ କୁସଲକର ଯୋଗଦେଇ ଲୋକଙ୍କ ଆପତ୍ତି ଅଭିଯୋଗ ର ଶୁଣାଣି କରିଥିଲେ । ଏହି ଅବସରରେ ମୋଟ ୧୩୭ ଟି ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ ୧୨୦ ଟି ବ୍ୟକ୍ତିଗତ ଓ ୧୭ ଟି ଗୋଷ୍ଠିଗତ ଅଭିଯୋଗ ହୋଇଥିବା ବେଳେ ୧୬ ଟି ଅଭିଯୋଗ ର ତତ୍କlଳ ସମାଧାନ ହୋଇଥିଲା ଜଣକୁ ମୁଖ୍ୟ ମନ୍ତ୍ରୀ ରିଲିଫ ଫଣ୍ଡ ରୁ ସହାୟତା ମଞ୍ଜୁର କରିଥିଲେ ।

ଏହି ଅବସରରେ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ସିଂ , ଭାରପ୍ରାପ୍ତ ପାଟଣାଗଡ ଉପଜିଲ୍ଲାପାଳ ମନୋଜ ମହାଜନ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବକୃଷ୍ଣ ସାହୁ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅଲେଖ ବିଶ୍ଵାଳ , ଜିଲା ଅତିରିକ୍ତ ମୁଖ୍ୟ ଯୋଗାଣ ଅଧିକାରୀ ଉପେନ୍ଦ୍ର ଭୋଇ , ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସଞ୍ଜୟ କୁମାର ପାଣି , ପାଟଣାଗଡ କେନ୍ଦୁ ପାତ୍ର ବିଭାଗ ଡି ଏଫ୍ ଓ ସୁରେଶ ଚନ୍ଦ୍ର ସେଠି , ପାଟଣାଗଡ ଉପଖଣ୍ଡ ଯୋଗାଣ ଅଧିକାରୀ ମାୟାଧର ସାହୁ, ଉପଖଣ୍ଡ ପଞ୍ଚାୟତର ରାଜ ଅଧିକାରୀ ସରୋଜ ମେହେର , ଖପ୍ରାଖୋଲ ବି ଡି ଓ ରଶ୍ମିରଞ୍ଜନ ରାଉତ , ଏସ ଡି ପି ଓ ଜ୍ୟୋତିର୍ମୟ ଭୁକ୍ତା , ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ, ସହକାରୀ ଯନ୍ତ୍ରୀ ମହେଶଲାଲ ଅଗ୍ରୱାଲ , କନିଷ୍ଠ ଯନ୍ତ୍ରୀ ରାଜ କିଶୋର ନାଏକ, ଦୀନବନ୍ଧୁ କୁମ୍ଭାର , ଦିଲିପ ରାଉତ , ଦୀପକ ବେହେରା ପ୍ରମୁଖ ଜିଲ୍ଲା ସ୍ତରୀୟ, ଉପଖଣ୍ଡ ସ୍ତରୀୟ, ବ୍ଲକସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

Related Post

ଜିଲା ଉନ୍ନୟନ ସମନ୍ୱୟ ଓ ପର୍ଯ୍ୟାଲୋଚନା କମିଟି ବୈଠକ ଅନୁଷ୍ଠିତ

Posted by - January 31, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲ୍ଳ୍‌ା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଜିଲା ଉନ୍ନୟନ ସମନ୍ୱୟ ଓ ପର୍ଯ୍ୟାଲୋଚନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।…

ଅମିଲିପାଲି ଠାରେ ବିଦ୍ୟୁତ ତାର ଲାଗି ହାତୀ ମୃତ

Posted by - November 9, 2021 0
ସମ୍ବଲପୁର:( ରମାକାନ୍ତ ବିଶ୍ବାଳ)ସମ୍ବଲପୁର ସଦର ରେଞ୍ଜ ଅନ୍ତର୍ଗତ ଯୁଯୁମୁରା ବ୍ଳକର ଆମିଲିପାନି ଠାରେ ବିଦ୍ୟୁତ ତାର ଲାଗି ଆଜି ଭୋର ସକାଳୁ ମାଇ ହାତୀର ମୃତ। ଖବର…

ଭୁର୍ସାଗୁଡା ପଞ୍ଚାୟତରେ ଚାପା ଉତ୍ତେଜନା

Posted by - May 9, 2022 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭୁର୍ସାଗୁଡା ନୁତନ ପଞ୍ଚାୟତ ଗୃହ ସ୍ଥାନ ନିରୁପଣକୁ ନେଇ ବିବାଦ ଥମିବାର ନାଁ ନଉନାହିଁ। ଗୋଟିଏ ମାସ…

ଶ୍ୟ।ମେଶ୍ୱର ମନ୍ଦିରରେ ଶିବ ବିବାହ ଉତ୍ସବ ଅନୁଷ୍ଠିତ

Posted by - June 6, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଉପଲକ୍ଷେ ବିଝାଂରପୁର ଥାନା ଅଙ୍ଗାଳ ପଚାଂୟତ ଅରିଳୋ ଗ୍ରାମରେ ପ୍ରସିଦ୍ଧ ଶୈବ ପୀଠ ଶ୍ୟମେଶ୍ୱର ମନ୍ଦିରରେ ଶିବ…

ଅତିସ୍ଟ ଗ୍ରୀଷ୍ମ ପ୍ରବାହ ଜନଜୀବନ ଅସ୍ତବ୍ୟସ୍ତ

Posted by - May 1, 2022 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ୨୬ଟି ପଞ୍ଚାୟତ ର୧୦୦ରୁ ଉର୍ଦ୍ଧ୍ବ ଗାଁ ଗଣ୍ଡା ରେ ପ୍ରଚଣ୍ଡ ରୁଦ୍ର ତାପ ଗ୍ରୀଷ୍ମ ପ୍ରବାହର ପ୍ରକୋପରେ…