ଅସୁରକ୍ଷିତ ବୁଗୁଡ଼ା , ଦୁର୍ବୃତଙ୍କ ଅତର୍କିତ ଠେଙ୍ଗା ଆକ୍ରମଣ

29 0

ବୁଗୁଡ଼ା: (ଦିଲ୍ଲୀପ କୁମାର ଖାଡଙ୍ଗା)  ରାତ୍ର  ସମୟରେ ୪୨ନଂ ଜୋନ ର ଜିଲ୍ଲାପରିଷଦ ଶ୍ରୀଯୁକ୍ତ ଗଙ୍ଗାପାଣି ଜେନା ବୁଗୁଡ଼ା ବ୍ଲକ ରୁ ନିଜ କାମ ସମାପ୍ତ କରି ନିଜ ଗ୍ରାମ ତାଳସକର କୁ ନିଜ ବାଇକି ରେ ଫେରିବା ବାଟରେ ନିଜ ଗ୍ରାମଠାରୁ ମାତ୍ର ୨ କିଲୋମିଟର ଦୂରରେ ନିଜ ପଞ୍ଚାୟତ ଖୋଲଖାଳି ଅଧୀନରେ ଥିବା ବୁରୁଝୋଳା ତୋଟା ନିକଟରେ କିଛି ଦୁର୍ବୃତ ଶ୍ରୀ ଗଙ୍ଗପାଣି ଜେନା ଙ୍କୁ ଅତର୍କିତ ଠେଙ୍ଗା ରେ ଆକ୍ରମଣ କରିଥିଲେ । ତାଙ୍କର ମୁଣ୍ଡରେ ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି । ତାଙ୍କୁ ପ୍ରଥମେ ବୁଗୁଡ଼ା ମେଡ଼ିକାଲ୍ ରେ ପ୍ରାଥମିକ ଚିକିଛା କରାଇ,ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ M.K.C.G ମେଡ଼ିକାଲ୍ କୁ ପଠାଇ ଦିଆ ଯାଇଛି।

Related Post

ହାତୀ ଆକ୍ରମଣରେ ଜଣେ ଗୁରୁତର

Posted by - October 2, 2019 0
ଛେଣ୍ଡିପଦ‍ା:ଅନୁଗୋଳ ଜିଲ୍ଲ‍ା ଛେଣ୍ତିପଦା ବନାଞ୍ଚଳ ପାଟ୍ଟକୁମୁଣ୍ତା ଗ୍ରାମରେ ପୁଣି ହାତୀ ଆକ୍ରମଣରେ ଅାଜି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣକ ହେଉଛନ୍ତି ପାଟ୍ଟକୁମୁଣ୍ତା ଗ୍ରାମର…

ୟୁନିସେଫ ପକ୍ଷରୁ ସ୍ୱଚ୍ଛତା ରଥ ଉଦଘାଟିତ

Posted by - July 19, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ପ୍ରୀତିପୁର ପଂଚାୟତରେ ୟୁନିସେଫ ପକ୍ଷରୁ ସ୍ୱଚ୍ଛତା ରଥ ଉଦଘାଟିତ ହୋଇଛି l ଏହି ଅବସରରେ ବ୍ଲକ ଅଧ୍ୟକ୍ଷା…

ନିରାଡମ୍ବର ଭାବେ ବିଜୁ ଜୟନ୍ତୀ ପାଳିତ

Posted by - March 5, 2022 0
ମାଲକାନଗିରି :(ଅବଦୁଲ ଗନି)କୁଡୁମୁଲୁଗୁମ୍ମା ସ୍ତିତ ବିଜୁ ଜନତା ଦଳର ଦଳୀୟ କାର୍ଯ୍ୟାଳୟ ରେ ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ୧୦୬ ତମ ଜନ୍ମ ଜୟନ୍ତୀ ନିରାଡମ୍ବର ଭାବେ…

ବାଘପାଲି ସଂରକ୍ଷିତ ଜଙ୍ଗଲରୁ ଏକ କଳରାପତରିଆ ବାଘର ଗଳିତ ମୃତଦେହ ଉଦ୍ଧାର

Posted by - September 13, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ବାଘପାଲି ସଂରକ୍ଷିତ ଜଙ୍ଗଲରୁ ଏକ କଳରାପତରିଆ ବାଘର ଗଳିତ ମୃତଦେହ ଉଦ୍ଧାର l ବାଘର କେଉଁ…

୭୬ତମ ସ୍ଵାଧୀନତା ଦିବସ ପୁର୍ତ୍ତି ଅବସରରେ ଆଜାଦିକା ଅମୃତ ମହୋତ୍ସବ ପାଳନ

Posted by - August 18, 2022 0
ବାରଙ୍ଗ;(ସନ୍ତୋଷ ରାଉତ )ବ୍ଲକ ଅନ୍ତର୍ଗତ ମଧୁପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସର ରେ ୭୫ତମ ସ୍ବାଧିନତା ଦିବସ ପାଳନ କରାଯାଇଥିଲା । ଜିଲ୍ଲାପରିଷଦ ସଭ୍ୟ ତୁଷାର କାନ୍ତ…