ଜଶୋଦା ଅନାଥାଶ୍ରମ ରେ ପ୍ରଧାନମନ୍ତ୍ରୀ ମନ୍ତ୍ରୀ ନରେନ୍ଦ୍ର ମୋଦି ଜନ୍ମ ଦିନ ପାଳନ

238 0

ଧର୍ମଗଡ଼ : (ହେମନ୍ତ କୁମାର ମାଝୀ)  ଭାରତୀୟ ଜନତା ପାର୍ଟି ଧର୍ମଗଡ ନଗର ମଣ୍ଡଳ ତରଫରୁ ଯଶୋଦା ଅନାଥ ଆଶ୍ରମ ଠାରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ଭାରତ ର ଯସସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ଭାଇ ମୋଦି ଜୀ ଙ୍କ ୭୨ତମ ଜନ୍ମଦିନ ସେବା ଦିବସ ସପ୍ତାହ ପାଳନ କରାଯାଇଥିଲା ଏ ପରିପେକ୍ଷିରେ ଆଶ୍ରମ ର ଅନ୍ତେବାସୀ ଙ୍କୁ ଫଳବଣ୍ଟନ କରାଯାଇଥିଲା।

କାର୍ଯ୍ୟକ୍ରମ ରେ ମୋ ସହିତ ଜିଲ୍ଲା ଉପସଭାପତି ଶ୍ରୀ ଲଷ୍ମୀକାନ୍ତ ବାଗ,NAC ଅଧ୍ୟକ୍ଷ ଶ୍ରୀ ଅଶୋକ କୁମାର ମହାନ୍ତି,ନଗର ସାଧାରଣ ସମ୍ପାଦକ ଡମ୍ବରୁଧର ଠାକୁର, ଶ୍ରୀ ଘନଶ୍ୟାମ ଭାଟି,ଜିଲ୍ଲା ଯୁବମୋର୍ଚା ଉପସଭାପତି ମଣିନ୍ଦ୍ର ଭୂଷଣ ପାତ୍ର,ନଗର ଉପସଭାପତି ଘନଶ୍ୟାମ ଅଗ୍ରୱାଲ,ନଗର ଯୁବ ସଭାପତି ପ୍ରେମେସ୍କ ମିତ୍ତଲ,ସାଂସଦ ପ୍ରତିନିଧି ହିମାଂଶୁ ପଣ୍ଡା ,କାଉନ୍ସିଲର ନବୀନ ମହାନନ୍ଦ, ପ୍ରବୀଣ ପଣ୍ଡା,ଯୁବନେତା ଚନ୍ଦନ ପାତ୍ର,ପାଣ୍ଡୁ ପାତ୍ର ଙ୍କ ସହିତ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ପରିଶେଷରେ ଆଶ୍ରମ ର ପରିଚାଳକ ସମାଜସେବୀ ଶ୍ରୀ ଶ୍ୟାମସୁନ୍ଦର ଜାଲ ଓ ଅନ୍ତେବାସୀ ପ୍ରଧାନମନ୍ତ୍ରୀ ଜୀ ଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା ସହ ସେ ଦେଶରେ ଏମିତି ପ୍ରଧାନମନ୍ତ୍ରୀ ଥାଇ ଜନକଲ୍ୟାଣ କାର୍ଯ୍ୟ କରୁଥାନ୍ତୁ ବୋଲି କାମନା କରିଥିଲେ ।

Related Post

ଭବାନୀପାଟଣା ରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ ଓ ଧାରଣା

Posted by - October 24, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ମମିତା ହତ୍ୟା ଘଟଣାର ନିରପେକ୍ଷ ତଦନ୍ତ ଦାବିରେ ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଂଗଠନ, ଓ ସର୍ବସାଧାରଣ ଙ୍କ ଆନ୍ଦୋଳନ କ୍ରମାଗତ ବୃଦ୍ଧି ପାଇବାରେ…

ଯାଜପୁର ରୋଡ଼ ପ୍ରେସ କ୍ଲବ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ

Posted by - March 20, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ସାରା ବିଶ୍ୱରେ କରୋନା ଭରାଇସ ନିଜ କାୟା ବିସ୍ତାର କରୁଛି । ଏହାର ପ୍ରଭାରେ ବିଶ୍ୱରେ ମୃତ୍ୟୁ ସଂଖ୍ୟା ୮୦୦୦ ଟପିଥିବା…

ଦୁର୍ଘଟଣା ଗ୍ରସ୍ତ ଭିନ୍ନକ୍ଷମ ଙ୍କୁ ଆର୍ଥିକ ସହାୟତା ପ୍ରଦାନ

Posted by - December 5, 2021 0
ବୌଦ୍ଧ :(ଚିତ୍ତରଂଜନସିଂ)”କଥାରେ ଅଛି ମାନବ ସେବା ହିଁ ମାଧବ ସେବା “ଏହି ଲୋକ ବାଣୀକୁ ଆଜି କଥାରେ ନୁହେଁ କାମରେ କରି ଦେଖାଇଛି ପାଣ -ଗଣ୍ଡା ସମାଜ…

ଅସରାଏ ବର୍ଷାରେ ରାଜଧାନୀର ହାଲ୍‌ ପୁରାପୂରି ବେହାଲ୍

Posted by - August 23, 2019 28
ଭୁବନେଶ୍ବର : ଲଘୁଚାପ ଜନିତ ଲଗାଣ ବର୍ଷାରେ ଭୁବନେଶ୍ବର ବେହାଲ ହୋଇପଡିଛି । ଶୁକ୍ରବାର ସକାଳୁ ​‌ଅସରାଏ ବର୍ଷାରେ ରାଜଧାନୀ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ପାଣି ଜମି…

ସରକାରଙ୍କ ସହାୟତା ରାଶି ବାଣ୍ଟିଲେ ନବରଙ୍ଗପୁର ବିଧାୟକ

Posted by - January 11, 2022 0
ନବରଂପୁର :(ବେଣୁଗୋପାଳ ରାଓ )ସରକାର ରାସନ କାର୍ଡଧାରୀଙ୍କୁ କୋଭିଡ ସହାୟତା ବାବଦରେ ହଜାରେ ଟଙ୍କା ଲେଖାଏଁ ପ୍ରଦାନ କରିବା ବ୍ୟବସ୍ଥା କରିଛନ୍ତି l ଏହି କ୍ରମରେ  ନବରଙ୍ଗପୁର…