ସୋନପୁରର ବିଭିନ୍ନ ହୋଟେଲ, ରେସ୍ତୁରାଣ୍ଟସ ଉପରେ ଚଢ଼ାଉ

16 0

ସୋନପୁର : (ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଙ୍କ ପରାମର୍ଶ କ୍ରମେ ଉପଜିଲ୍ଲାପାଳ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଙ୍କ ନିର୍ଦେଶରେ ରେ ଆଜି ସୋନପୁର ସହର ସ୍ଥିତ ବିଭିନ୍ନ ହୋଟେଲ, ରେସ୍ତୁରାଣ୍ଟସ ଉପରେ ଅଚାନକ ଚଢ଼ାଉ କରାଯାଇ ହୋଟେଲ ଗୁଡିକର ଆନୁସଙ୍ଗିକ ବ୍ୟବସ୍ଥା ଗୁଡିକର ଯାଞ୍ଚ କରାଯାଇଛି l ଚଢ଼ାଉରେ ଜିଲ୍ଳା ଯୋଗାଣ ବିଭାଗ ର ଅଧିକାରୀ, ଜିଲ୍ଲା ଖାଦ୍ୟ ନିରୀକ୍ଷକ ତଥା ସମ୍ପୃକ୍ତ ବିଭାଗର କର୍ମଚାରୀ ସାମିଲ ରହିଥିଲେ l

ଏହି ପରିପ୍ରେକ୍ଷୀରେ ଆଜି ଜୟଗୁରୁ ମାର୍କେଟ କମ୍ପ୍ଲେକ୍ସ ପାଖରେ ଥିବା ସୁଶାନ୍ତ ହୋଟେଲ, ଗୋକର୍ନେଶ୍ୱର ପଡା ସ୍ଥିତ ମିଶ୍ର ହୋଟେଲ, କସ୍ତୁରୀ ହୋଟେଲ ରେ ଅଚାନକ ଚଢ଼ାଉ ପୂର୍ବକ ହୋଟେଲ ର ବିଭିନ୍ନ ବ୍ୟବସ୍ଥା ର ଯାଞ୍ଚ କରାଯାଇଥିଲା l ଯାଞ୍ଚ ସମୟରେ ହୋଟେଲ ଗୁଡ଼ିକରୁ ବେନିୟମ ଭାବେ ବ୍ୟବହୃତ ୯ ଗୋଟି ଘରେଇ ଗ୍ୟାସ ସିଲିଣ୍ଡର ବ୍ୟାଜପ୍ତ କରାଯାଇଛି l ଆଗକୁ ଏହି ଧରଣର ଚଢ଼ାଉ ଓ ଯାଞ୍ଚ ପ୍ରକ୍ରିୟା ନିୟମିତ ଚାଲୁ ରହିବ ଏଣୁ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ର ମାଲିକ, ହୋଟେଲ ଓ ରେସ୍ତୁରାଣ୍ଟସ ର ମାଲିକ ପ୍ରମୁଖ ନିଜ ନିଜର ପ୍ରତିଷ୍ଠାନ ର ପରିସର, ପରିପାର୍ଶ୍ୱ ତଥା ଅନ୍ୟାନ୍ୟ ବ୍ୟବସ୍ଥା ର ସୁ ପରିଚାଳନା ତଥା ସୁବ୍ୟବସ୍ଥିତ କରି ଚଳାଇବାକୁ ପ୍ରଶାସନ ତରଫରୁ ପରାମର୍ଶ କରାଯାଉଛି l

 

Related Post

ପାଣିକୋଇଲି ସ୍କୁଲରେ ଦୁଇ ଜଣ ଛାତ୍ରୀଙ୍କୁ ଦୁସ୍କର୍ମ:- ପ୍ରଧାନ ଶିକ୍ଷକଙ୍କୁ ଦାୟି କରି ସ୍କୁଲ ପରିସରରେ ଧାରଣା

Posted by - March 12, 2020 0
ଯାଜପୁର:( ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ପାଣିକୋଇଲି ଥାନା କରଦା ସ୍କୁଲରେ ଦୁଇ ଜଣ ଛାତ୍ରୀଙ୍କୁ ଦୁସ୍କର୍ମ କରି ଗିରପଂ ହୋଇଥିବା ଶିକ୍ଷକ ଘଟଣା କୁ ନେଇ…

ଅବିଭକ୍ତ କୋରାପୁଟ ଜିଲ୍ଲାର କଳା, ସାହିତ୍ୟ ଓ ସଂସ୍କୃତି କୁ ନେଇ ମହାସଙ୍ଗମ ପର୍ବ ର ଉଦ୍ ଯାପନୀ ଉତ୍ସବ

Posted by - August 12, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ସୃଜନୀ ପରିବାର ,ଚେନ୍ନାଇ ପ୍ରାୟୋଜିତ ୱିବିନାର୍” ପୂଣ୍ୟ ଶାବର ଭୂମି- “ଆମ ଐତିହ- ଆମ ଅସ୍ମିତା ” କ୍ରମରେ- ଅବିଭକ୍ତ କୋରାପୁଟ ଜିଲ୍ଲାର କଳା,…

ଅତାବିରା ଥାନାରେ ନୁତନ ଥାନା ଅଧିକାରି ଭାବେ ଯୋଗ ଦେଲେ ଅନିଲ ପ୍ରଧାନ

Posted by - December 16, 2021 0
ବରଗଡ:ବରଗଡ ଜିଲ୍ଲାରେ ପୋଲିସ ଅଧିକାରିଙ୍କ ଅଦଲ ବଦଲ ହୋଇଥିବା ଦେଖାଦେଇଛି ।ବରଗଡ ମୁଖ୍ୟାଲୟରେ ଥିବା ଇନ୍ସପେକ୍ଟର ଦୁର୍ଗାମାଧବ ପଧାନଙ୍କୁ ମେଲଛା ମୁଣ୍ଡା,ମେଲଛା ମୁଣ୍ଡା ଥାନା ଅଧିକାରି ସ୍ୱପ୍ନାରାଣି…

ସର୍ଟ ସର୍କିଟ ଯୋଗୁଁ ଜଳିଗଲା ଗାଡି

Posted by - June 18, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ )ଗତକାଲି ବିଳମ୍ବିତ ରାତ୍ର ସମୟରେ ହରଭଙ୍ଗା ଗ୍ରାମର ସାଇ ମନ୍ଦିର ନିକଟରେ ଥିବା ଭୋଳାନାଥ ଚକ୍ରବର୍ତ୍ତୀ ଙ୍କ ଘରେ ଥିବା ଏକ ଇଣ୍ଡିଗୋ…