କୁସଙ୍ଗରେ ପ୍ରାଣୀପାଳନର ଆତ୍ମ ନିଯୁକ୍ତି ତାଲିମ ଶିବିର

33 0

ବୌଦ୍ଧ: (ଚିତ୍ତ ରଂଜନ ସିଂ) ହରଭଙ୍ଗା ବ୍ଲକ କୁସଙ୍ଗ ଠାରେ ଗ୍ରାମୀଣ ସ୍ୱରୋଜଗାର  ତାଲିମ ସଂସ୍ଥା ବୌଦ୍ଧ ପକ୍ଷରୁ କୃଷି ଉଦ୍ୟମ କାର୍ଯ୍ୟକ୍ରମ ଟି ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହ ଠାରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ପଂଚାୟତ ର ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ମାନ ଙ୍କୁ  ତାଲିମ ପ୍ରଦାନ କରାଯାଇଥିବା ବେଳେ ହରଭଙ୍ଗା ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ବୀରେନ୍ଦ୍ର କୁମାର ପୃଷ୍ଟି ଯୋଗଦେଇ ସଦସ୍ୟା ମାନଙ୍କୁ ପ୍ରାଣୀ ପାଳନ ବିଭାଗ ପକ୍ଷରୁ ଲୋକମାନଙ୍କ ଆତ୍ମ ନିଯୁକ୍ତି ପାଇଁ ଯୋଗାଇ ଦିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ବିଶେଦ ଆଲୋଚନା କରିଥିଲେ l ବିଜ୍ଞାନ ସମ୍ମତି ପଦ୍ଧତି ରେ  ପ୍ରାଣୀ ପାଳନ, କୁତ୍ରିମ ପ୍ରଯୋଜନ,ରୋଗପ୍ରତିରୋଧକ ଟୀକାକରଣ, ତଥା ଘାସ ଚାଷ ଦ୍ୱାରା ସାଧାରଣ ଚାଷୀଟିଏ କିପରି ଲାଭବାନ ହୋଇପାରିବ ତାହା ବର୍ଣନା କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ବୌଦ୍ଧ ଷ୍ଟେଟ ବ୍ୟାଙ୍କ  ତାଲିମ ସଂଯୋଜକ ଅମର ପ୍ରସାଦ ମହାପାତ୍ର ପରିଚାଳନା କରିଥିଲେ l

Related Post

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ମଇ ଦିବସ ତଥା ଆନ୍ତଜାତୀୟ ଶ୍ରମିକ ଦିବସ ପାଳିତ

Posted by - May 3, 2022 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଓଡିଶା କୋଠାବାଡ଼ି ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଏବଂ ଅଣ…

ପୁଅର ଗଣ୍ଡଗୋଳ ଛଡାଇବାକୁ ଯାଇ ବାପାର ମୃତ୍ୟୁ

Posted by - October 3, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ଭଞ୍ଜନଗର ଥାନା ଅନ୍ତର୍ଗତ ବଡ କୋଦଣ୍ଡା ଖଦାଳ ସାହିରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି।ସୂଚନା ମୁତାବକ ଚାକୁଣ୍ଡା ପଲ୍ଲି…

ନାଗପୁର ରୁ ଭୁବନେଶ୍ୱର ସାଇକେଲ ଯାତ୍ରାରେ ଯାଉଥିବା ଯାତ୍ରୀ ଙ୍କୁ ବୌଦ୍ଧରେ ସମ୍ବର୍ଦ୍ଧନା

Posted by - December 23, 2021 0
ବୌଦ୍ଧ: (ଚିତ୍ତରଂଜନସିଂ)ପ୍ରଦୂଷଣ ମୁକ୍ତ, ବେଟି ବଞ୍ଚାଅ, ବେଟି ପଢାଅ, ପ୍ରତି ଘରେ ଗୋଟିଏ ଗଛ ଲଗେଇବା ପାଇଁ ସଚେତନତା ସାଇକେଲ ଯାତ୍ରା କରୁଛନ୍ତି ନାଗପୁର ର ତିନି…

ସମ୍ୱଲପୁରର ରାଷ୍ଟ୍ରୀୟ ଗୋପାଳ ବିଦ୍ଯା ମନ୍ଦିର ଇଂରାଜୀ ମାଧ୍ୟମ ହାଇସ୍କୁଲ୍ ପକ୍ଷରୁ ଅମ୍ରୁତ ମହୋତ୍ସବ ଏବଂ ୭୬ ତମ ସ୍ୱାଧୀନତା ଦିବସ ପାଳିତ

Posted by - August 17, 2022 0
ସମ୍ୱଲପୁର: 17/08(ରମାକାନ୍ତ ବିଶ୍ବାଳ)ସମ୍ୱଲପୁରର ରାଷ୍ଟ୍ରୀୟ ଗୋପାଳ ବିଦ୍ଯା ମନ୍ଦିର, ଇଂରାଜୀ ମାଧ୍ୟମ ହାଇସ୍କୁଲ୍, ପକ୍ଷରୁ ଗତ ପନ୍ଦର ଅଗଷ୍ଟ ଦିନ, ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅମ୍ରୁତ ମହୋତ୍ସବ…