କେସିଙ୍ଗାଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ରେ ଜନଶୁଣାଣି ଶିବିର ଅନୁଷ୍ଠିତ।

28 0

ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କେସିଙ୍ଗା ବ୍ଲକସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ସୁଶାନ୍ତ କୁମାର ପଟେଲ,ଉପ ଜିଲ୍ଲାପାଳ ଡ଼ ବିଶ୍ୱଜିତ୍ ଦାସ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିଜୟ କୁମାର ନନ୍ଦ ,କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଶ୍ରୀ ଚନ୍ଦନ ସେନାପତି, ଉପାଧ୍ୟକ୍ଷ ରାଜଲକ୍ଷ୍ମୀ ପଟ୍ଟନାୟକ, ବି ଡି ଓ ଶ୍ରୀ ପ୍ରଫୁଲ୍ଲ କୁମାର ଓଡ୍ଡୁ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ଏହି ଜନ ଶୁଣାଣି ଶିବିରରେ ମୋଟ ୫୧୦ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୪୭୮ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୩୨ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ୨୧ଟି ଅଭିଯୋଗର ସମାଧାନ ତତକ୍ଷଣାତ୍ କରାଯାଇଥିଲା। ଅଭିଯୋଗ ମୁଖ୍ୟତଃ ଆବାସ ଗୃହ, ଭତ୍ତା,ରାସନ୍ କାର୍ଡ ,ରାସ୍ତା,ପାନୀୟ ଜଳ,ଶିକ୍ଷକ ପଦବୀ ପୂରଣ ଉପରେ ଥିଲା।

Related Post

ଯାଜପୁର ବ୍ଲକ ପଂଚାୟତ ସମିତି ର ଅଷ୍ଟମ  ସାଧାରଣ  ସମିତି ବୈଠକ

Posted by - August 19, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବ୍ଲକ ପଂଚାୟତ ସମିତି ର ଅଷ୍ଟମ  ସାଧାରଣ  ସମିତି ବୈଠକ , ପୂର୍ବାହ୍ନରେ ଅମ୍ବିକା ମଣ୍ଡପ ସମ୍ମିଳନୀ ଗୃହ ରେ ଅନୁଷ୍ଠିତ…

ଜୟପାଟଣା ବିକାଶ ପାଇଁ ଆହ୍ବାନ!! ସାମିଲ ହେଲେ ବୁଦ୍ଧିଜୀବି ଓ ବରିଷ୍ଠ ନାଗରିକ

Posted by - August 13, 2022 0
ଭବାନୀପାଟଣା:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ର ଏକ ପୁରାତନ ସହର ଜୟପାଟଣା ର ସର୍ବାଙ୍ଗୀନ ବିକାଶ ପାଇଁ ଲାଞ୍ଜିଗଡ଼ ବିଧାୟକ…

କଠିନ ଓ ତରଳ ବର୍ଯ୍ୟ ବସ୍ତୁ ର ସୁପରିଚାଳନା କର୍ମଶାଳା ଉଦଯାପିତ

Posted by - October 30, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଜଳ ଓ ପରିମଳ ମିଶନ ଦ୍ବାରା ଆୟୋଜିତ କଠିନ ଓ ତରଳ ବର୍ଯ୍ୟ ବସ୍ତୁ ର ସୁପରିଚାଳନା ସମ୍ପର୍କରେ ଘିକୁଣ୍ଡି ଗ୍ରାମପଞ୍ଚାୟତ…

ବୌଦ୍ଧର ମଧୁସୁଦନ ପ୍ରଧାନ ଦଶମ ପରୀକ୍ଷାରେ ପ୍ରଥମ,ଡକ୍ଟର ହେବାକୁ ଆଶା

Posted by - June 25, 2021 0
ବୌଦ୍ଧ:(ଚିତ୍ତ ରଞ୍ଜନ ସିଁ)ଦଶମ ପରିକ୍ଷାଫଳ ପ୍ରକାଶିତ ହେବାପରେ ଆଜି ବୌଦ୍ଧଜିଲ୍ଲାରେ ଜଣେ ଚାଷିକୁଳର ପୁଅ ଜିଲ୍ଲାର ପ୍ରଥମ ସ୍ଥାନରେ ରହିଥିବାନେଇ ଜଣାପଡିଛି । ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଲୁଣିବାହାଲ…