ଜିଲ୍ଲା ମଙ୍ଗଳ ବିଭାଗ ଦ୍ୱାରା ତାଲିମ୍ ଶିବିର ଉଦଯାପିତ

46 0

ହରଭଙ୍ଗା :(ଚିତ୍ତ ରଂଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ହରେକୃଷ୍ଣପୁର ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟ ତରଫରୁ ୯ ତାରିଖରୁ ୧୧ ପଯ୍ୟନ୍ତ ତିନିଦିନିଆ ପ୍ରାଥମିକ ଶିକ୍ଷକ ମାନଙ୍କ ତାଲିମ୍ ଶିବିର ଉଦଯାପିତ ହୋଇଯାଇଛି।ଏହି ଶିବିରରେ ଜିଲ୍ଲା ମଙ୍ଗଳ ଅଧିକାରୀ ବିଜୟ କୁମାର ପ୍ରଧାନଙ୍କ ପ୍ରତେକ୍ଷ ତତ୍ୱାବଧାନରେ, ଜିଲ୍ଲା ସଂଯୋଜକ ନିରଞ୍ଜନ ବାଘ,ସାଧନ କର୍ମୀ ରଶ୍ମିତା ପାଣ୍ଡେ ଏବଂ ସପନ କୁମାର ବାରିକ ଓ ପ୍ରଥମ ଫାଉଣ୍ଡେସନ ଭୁବେନେଶ୍ୱରରୁ ଆସିଥିବା ଉପେନ୍ଦ୍ର ବେହେରା ପରିଚାଳନା କରିବା ସହ ମୋଟ ୨୪ଜଣ ଶିକ୍ଷକ ଶିକ୍ଷୟତ୍ରୀ ତାଲିମ୍ ନେଇଥିଲେ।

Related Post

ମଦର ଘରୋଇ ବିତରଣ ନିଷ୍ପତ୍ତି କୁ ନିନ୍ଦା କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି

Posted by - May 21, 2021 0
ବରୀ: ୧୮/୫ (ସ୍ନେହଂଶୁ ଶେଖର ମହାନ୍ତି )ସମ୍ପତ୍ତି ରାଜ୍ୟରେ କରୋନା ମହାମାରୀ ଅତ୍ୟନ୍ତ ବିପଦଜନକ ସ୍ଥିତି ଦେଇ ଗତିକରୁଥିବା ବେଳେ ଓଡିଶା ସରକାରଙ୍କର ଅବକାରୀ ବିଭାଗର ପତ୍ର…

ହୋମଗାର୍ଡଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

Posted by - May 17, 2022 0
ଅମ୍ବାଦଳା:(ରମାକାନ୍ତ ପଡାଲ) ହୋମଗାର୍ଡ ରାମସିଂଙ୍କୁ ଜିଲ୍ଲା ଏସପି କାର୍ଯ୍ୟାଳୟ ରେ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସର କାଳୀନ ଉତ୍ସ୍ରବରେ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା,…

ବ୍ୟାସନଗର ପୌରପରିଷଦରେ ସଫେଇ କାର୍ଯ୍ୟ ନିମ୍ନ ମାନର

Posted by - March 22, 2020 0
ଯାଜପୁର:( ଆନନ୍ଦ ଚନ୍ଦ୍ର ସାହୁ)ବ୍ୟାସନଗର ପୌରପରିଷଦରେ ଡ୍ରେନ୍‌, ରାସ୍ତା ସଫେଇ କାମ ଅତି ନିମ୍ନମାନର ହେଉଥିବାବେଳେ କାର୍ଯ୍ୟାଳୟରୁ ମୋଟାଅଙ୍କର ବିଲ୍ ଜାଗୃତି ଠିକାଦାରଙ୍କ ନାମରେ ପାସ୍ ହେଉଛି…

ବ୍ୟାପକ କାର୍ଯ୍ୟର ସମୀକ୍ଷା ଓ ବ୍ରଜମୋହନ ହାଇ ସ୍କୁଲ୍ ଛାତ୍ରାବାସ ର ଶିଳାନ୍ୟାସ କଲେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ

Posted by - June 4, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ କୁମାର ତ୍ରିପାଠୀ ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ଆସି…

ପାଠୀ ସାରଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

Posted by - June 1, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ପୁରୁଣାକଟକ ଭୈରବୀ କନିଷ୍ଠ ମହାବିଦ୍ୟାଳୟର ଜନ ପ୍ରିୟ ଅଧକ୍ଷ ମନୋଜ କୁମାର ପାଠୀ ଦୀର୍ଘ 38 ବର୍ଷ ପରେ ଚାକିରୀରୁ ଅବସର ନେଇଛନ୍ତି. ସେ…