୬୪୦ବୋତଲ ବେଆଇନ କଫ ଶିରବ ଜବଦ କଲା ମନମୁଣ୍ଡା ପୋଲିସ , ଅଭିଯୁକ୍ତ ଗିରଫ ସହିତ କୋଟ ଚାଲାଣ

35 0

ବୌଦ୍ଧ:(ଚିତ୍ତରଂଜନସିଂ) ବୌଦ୍ଧ ଜିଲ୍ଲା ର ମନମୁଣ୍ଡା ଥାନା ଅନ୍ତର୍ଗତ ମନମୁଣ୍ଡା ଏନଏଚ ୫୭ ତେଳନଦୀ ପାର୍ଶ୍ବ ଗାନ୍ଧୀ ଛକ ଠାରେ ଆଜି ସକାଳ ୧୧ଘଣ୍ଟା ସମୟରେ ଗାଡି ମଟର ଯାଞ୍ଚ କରୁଥିବା ସମୟରେ ବୌଦ୍ଧ ପଟରୁ ଆସୁଥିବା ଏକ ଧଳା ରଙ୍ଗ ର ସୁଇପ୍ଟ ଡିଜାର କାର( OR 02. BC 3463) ପୋଲିସ କୁ ଦେଖି ଚମ୍ପଟ ମାରୁଥିବା ବେଳେ ପୋଲିସ ଉକ୍ତ ଗାଡି କୁ ପିଛା କରି ଅଟକାଇ ଥିଲା। ଗାଡି ଟିକୁ ତନାଖି କରିବାରୁ ବିପୁଳ ପରିମାଣରେ କଫ ସିରଫ ଓ ଟେବ୍ଲେଟ ଥିଲା ।

ପୋଲିସ କଫ ସିରଫ ର କାଗଜପତ୍ର ମାଗିବାରୁ ଗାଡିରେ ଥିବା ବଲାଙ୍ଗୀର ଜିଲ୍ଲା ମାଲପଡା ର ଜଗବନ୍ଧୁ ମେହେର [୩୩] ଦେଇପାରି ନ ଥିଲେ । ତେବେ କଫସିରବ ଗୁଡିକ ବେଆଇନ ଭାବରେ ଚାଲାଣ କରୁଥିବାରୁ ମନମୁଣ୍ଡା ପୋଲିସ ତରଫରୁ କେସ୍ ନଂ ୧୬୮୨୨ Act ୨୭୩, ୨୭୪, ୨୭୫, ରେ ମାମଲା ରୁଜୁ କରି କଫ ସିରବ, ଗାଡିକୁ ଜବତ କରିବା ସମେତ ଜଗବନ୍ଧୁ ମେହେର ଙ୍କୁ କୋଟ ଚାଲାଣ କରିଥିବା ନେଇ ବୌଦ୍ଧ ଉପଖଣ୍ଡ ପୋଲିସ ଅଧିକାରୀ ଆନନ୍ଦ ବର୍ଦ୍ଧନ ଗୁରୁ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି।

Related Post

ଜଗନ୍ନାଥ ଦର୍ଶନ ପାଇଁ ମଧ୍ୟପ୍ରଦେଶ ରୁ ପୁରୀ ପଦଯାତ୍ରା

Posted by - May 5, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ ଓ ବିଶ୍ୱ ଶାନ୍ତି କାମନା ଲକ୍ଷ୍ୟ ନେଇ ମଧ୍ୟପ୍ରଦେଶ ବିଦିଶା ଜ଼ିଲ୍ଲା ରୁ ଶ୍ରୀ କ୍ଷେତ୍ର ପୁରୀ କୁ ପଦ…

ଜିଲାପାଳ ଅପିଂସ ସମ୍ମୁଖରେ ନ୍ୟାୟ ଦାବିରେ ଆମରଣ ଅନଶନ

Posted by - September 11, 2021 0
ସରକାରୀ ଜମି ଜବରଦଖଲ ପ୍ରତିବାଦରେ ଜିଲାପାଳ ଅପିଂସ ସମ୍ମୁଖରେ ଅନଶନରେ ବସିଲେ ପରିବାର ଲୋକେIଯାଜପୁର ବିଂଝାରପୁର ବ୍ଲକ କଂଟିପୁର ଅଂଚଳର ପ୍ରପୁଂଲ୍ଲ ନାୟକଙ୍କ ଘର ପାଖରେ ରହିଛି ସରକାରୀ ଜମି । ଏହାକୁ ପଡୋଶୀ ଜଣକ ଜବରଦଖଲ କରି ରହିଥିବାରୁ ପ୍ରପୁଂଲ୍ଲ ନିଜ ଘରକୁ ଯିବାକୁ ଅସୁବିଧା ଭୋଗ କରୁଛନ୍ତି । ଏ ନେଇ ସେ ସ୍ଥାନୀୟ ପ୍ରଶାସିନକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ କୌଣସି ସୁପଂଳ ନମିଳିବାରୁ ବାଧ୍ୟ ହୋଇ ପରିବାର ଲୋକେ ଆଜି ଜିଲାପାଳ ଅପିଂସ ସମ୍ମୁଖରେ ଧାରଣାରେ ବସିଛନ୍ତି । ଦାବୀ ପୁରଣ ନ ହେବା ପର୍ଯ୍ୟନ୍ତ ଧାରଣାରେ ବସି ରହିବାକୁ ଚେତାବନି ଦେଇଛନ୍ତି ପ୍ରପୁଂଲ୍ଲଙ୍କ ପରିବାର ଲୋକେ ।

ଯାଜପୁର ରୋଡ଼ ରେଳ ଷ୍ଟେସନ ସାଇମନ୍ଦିର ଫାଟକ ନିକଟରୁ ଜଣେ ଯୁବତୀକୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର

Posted by - November 22, 2019 104
ଯାଜପୁର:.(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ରୋଡ଼ ରେଳ ଷ୍ଟେସନ ସାଇମନ୍ଦିର ଫାଟକ ନିକଟରୁ ଜଣେ ଯୁବତୀକୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରାଯାଇଛି । ଉଦ୍ଧାର ଯୁବତୀ ଏଠାକାର ରିଲାଏନ୍ସ…

ଆଜିଠୁ ପ୍ରବାସୀ ଓଡିଆଙ୍କ ପାଇଁ ଆରମ୍ଭ ହେବ ଘରବାହୁଡା ରେଜିଷ୍ଟ୍ରେସନ

Posted by - April 24, 2020 39
ଭୁବନେଶ୍ୱର:ଆସନ୍ତା ମେ ୩ରେ ଲକଡାଉନ୍ ସରିବ। ମଝିରେ ମାତ୍ର ୧୦ ଦିନ ବାକି ରହିଛି। ଲକ୍‌ଡାଉନ୍‌ରେ ବିଭିନ୍ନ ରାଜ୍ୟରେ ଫସିଥିବା ପ୍ରାୟ ୫ଲକ୍ଷ ଓଡ଼ିଆ ଫେରିବେ। ଏଠାରେ ପହଞ୍ଚତ୍ବା…

ନବରଙ୍ଗପୁର ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର ଙ୍କ ଇନ୍ଦ୍ରାବତୀ ନଦୀ ମଧ୍ୟରେ ଅଳ୍ପ ଉଚ୍ଚତା ବିଶିଷ୍ଟ ଜଳ ଭଣ୍ଡାର ର ସମୀକ୍ଷା

Posted by - June 6, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)୩୦,୦୪,୪୭,୮୭୮/-ଟଙ୍କାରେ ଅଟକଳ ବିନିମୟରେ ନବରଙ୍ଗପୁର ଇନ୍ଦ୍ରାବତୀ ନଦୀ ମଧ୍ୟରେ ଅଳ୍ପ ଉଚ୍ଚତା ବିଶିଷ୍ଟ ଜଳଭଣ୍ଡାର ନିର୍ବାହି ଯନ୍ତ୍ରୀ, ଜଳସେଚନ, ନବରଙ୍ଗପୁର ବିଶ୍ୱନାଥ ମହାନ୍ତି, ସହକାରୀ…