ବ୍ରାହ୍ମଣ ସମାଜ ଦ୍ୱାରା ଟିଟିଲାଗଡରେ ଭାଗବତ ଜନ୍ମ ପାଳିତ

96 0

ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ) ଟିଟିଲାଗଡ ବ୍ରାହ୍ମଣ ସମାଜର ଆନୁକୂଲ୍ଯରେ ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ସଭାପତି ଶ୍ରୀଯୁକ୍ତ ବିଶ୍ବରାମଠାକୁରଙ୍କ ନେତୃତ୍ବରେ ଭାଦ୍ରବ ପୂର୍ଣ୍ଣିମା ଶନିବାର ଦିନ ମହା ସମାରୋହରେ ପାଳିତ ହୋଇ ଯାଇଛି। ଏ ବର୍ଷ ଶ୍ରୀ ରାମ ନାରାୟଣ ମିଶ୍ର ସପତ୍ନିକ କର୍ତ୍ତା ,ଶ୍ରୀମନ୍ଦର ଧର ପଣ୍ଡା ପୂଜକ ଓ ଶ୍ରୀ ବିରେନ୍ଦ୍ର ପ୍ରସାଦ ଗୁରୁ ସମିଦ୍ଧୋତା ରହିଥିଲେ। ସର୍ବ ଶ୍ରୀ ସୁବୋଧ ଚନ୍ଦ୍ର ଦାଶ,ବନମାଳୀ ଦାଶ, ମୀନକେତନ ମିଶ୍ର, ସୁଶୀଳ କୁମାର ମିଶ୍ର ,ରାଜୁ ମିଶ୍ର ଆଦି ପରିଚାଳନା ଦାୟିତ୍ବ ସୁଚାରୁ ରୂପେ ଚଳାଇଥିବା ବେଳେ ସର୍ବଶ୍ରୀ ରାଜୀବ ଲୋଚନ ପାଢୀ,ବୃନ୍ଦାବନପଣ୍ଡା,ଭଗବାନ ନାୟକ, ଧୋବାଈଚରଣ ପାଢୀ, ପଞ୍ଚାନନ ପାଢୀ, ପତିତପାବନ ମିଶ୍ର, ପ୍ରଦୀପ କୁମାର ପାଢୀ, ପବିତ୍ର ମିଶ୍ର, ପ୍ରଶାନ୍ତ କୁମାର ପଣ୍ଡା,ପ୍ରଫୁଲ୍ଲ କୁମାର ହୋତା, ଶୋଭାକର ପୁରୋହିତ, ପର୍ଶୁରାମ ପାଣିଗ୍ରାହୀ, ହରିହର ରଥ, ଶୁକଦେବ ଯୋଷୀ, ବ୍ରଜେନ୍ଦ୍ର କୁମାର ଆଚାର୍ଯ୍ଯ, ରମା ନାଥ ଖମାରୀ, ତପନ କୁମାର ଠାକୁର, ମାନସ କୁମାର ପାଣି, ହେମନ୍ତକୁମାର ବେହେରା, ଚିନ୍ତାମଣି ମହାପାତ୍ର, ଜଗନ୍ନାଥ ପଣ୍ଡା ଓ ଆର୍ତ୍ତତ୍ରାଣ ମିଶ୍ର ଦ୍ବାଦଶ ସ୍କନ୍ଦ ଭାଗବତ ସମେତ ଶ୍ରୀମଦ୍ଭାଗବତ ଗୀତା, ବିଷ୍ଣୁ ସହସ୍ର ନାମ ଏବଂ ଗୋପାଳ ସହସ୍ର ନାମ ପଠନ କରି ଶ୍ରୋତାମାନଙ୍କର ମନ ଆକର୍ଷଣ କରିଥିଲେ।ପଠନାନ୍ତେ ବିଷ୍ଣୁ ସହସ୍ର ନାମ ଏବଂ ପ୍ରତି ସ୍କନ୍ଦ ଉପରେ ଆହୂତି ପ୍ରଦାନ କରାଯାଇଛି।ଜୟନ୍ତୀ ହୋଟେଲ ଓ ଜଲାରାମ ଲଜର ମାଳିକ ଜଳଯୋଗ, ଶ୍ରୀ ହର ସାହୁଙ୍କ ଧର୍ମ ପତ୍ନୀ ବସ୍ତ୍ରର ବ୍ଯବସ୍ଥା କରିଥିବା ବେଳେ ଶ୍ରୀ ସିଦ୍ଧାର୍ଥ ଅଗସ୍ତି ଆଦି ଆର୍ଥିକ ସହଯୋଗର ହାତ ବଢ଼ାଇଥିବା ସଂପାଦକ ବନମାଳୀ ଦାଶ ପ୍ରକାଶ କରିଛନ୍ତି।

Related Post

ରାଣୀପୁର ଝରିଆଲରେ ପଞ୍ଚାୟତ ସମିତି ବୈଠକ

Posted by - December 23, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ର ଅନ୍ତିମ ବୈଠକ ବ୍ଲକ ର ବହୁ ପୁରାତନ ଐତିହାସିକ ଯୋଗିନୀ ପୀଠ  ରାଣୀପୁର ଝରିଆଲ ଠାରେ ବ୍ଲକ ଅଧ୍ୟକ୍ଷା ରଞ୍ଜୁଵାଲା…

ସପ୍ତାହକ ମଧ୍ୟରେ ଇଏସଆଇ ହସପିଟାଲ ପାଇଁ ଜମି ଯୋଗାଇ ଦେବାକୁ ରାଜସ୍ୱମନ୍ତ୍ରୀଙ୍କ ନିର୍ଦ୍ଦେଶ

Posted by - January 10, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) କଳିଙ୍ଗନଗରରେ ପସ୍ତାବିତ ଇଏସଆଇ ହସପିଟାଲ ନିର୍ମାଣ ପାଇଁ ଆବଶକ ହେଉଥିବା ଜମି ସପ୍ତାହକ ମଧ୍ୟରେ ଯୋଗାଇ ଦେବାକୁ ରାଜସ୍ୱମନ୍ତ୍ରୀ ସୁଦାମ ମାରାଣ୍ଡି…

ବୁଗୁଡ଼ା ବିରଞ୍ଚି ନାରାୟଣ କଲ୍ୟାଣ ମଣ୍ଡପରେ ସାମ୍ବାଦିକ ସମ୍ମଳନୀ

Posted by - July 6, 2021 0
ବୁଗୁଡ଼ା: (ଦିଲ୍ଲୀପ କୁମାର ଖାଡଙ୍ଗା)ବୁଗୁଡ଼ା ବିରଞ୍ଚି ନାରାୟଣ କଲ୍ୟାଣ ମଣ୍ଡପ ଠାରେ ବ୍ଲକ୍ ଅଧ୍ୟକ୍ଷା ମମି ସେନାପତି , ଉପାଧ୍ୟକ୍ଷ ଟୁକୁନା ସ୍ୱାଇଁ, ଜିଲ୍ଲା ପରିଷଦ ଅଶୋକ…

ରାଜ୍ୟ ମହିଳା ଆୟୋଗଙ୍କ ବୌଦ୍ଧଗସ୍ତ

Posted by - November 24, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ଟାଉନହଲଠାରେ ରାଜ୍ୟ ମହିଳା କମିଶନଙ୍କ ଦ୍ୱାରା ଆୟୋଜିତ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହିଳା କମିଶନ ଡଃ. ମିନତୀ…

ଉତ୍ତରାଞ୍ଚଳ ରାଜସ୍ୱ କମିଶନର ପାତାଳୀ ଶ୍ରୀକ୍ଷେତ୍ର ପରିଦର୍ଶନ

Posted by - July 5, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ଆଜି ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ଦଳେଇ ଜିଲ୍ଲାର କୋଟସମଲାଇସ୍ଥିତ ପାତାଳି ଶ୍ରୀକ୍ଷେତ୍ରରେ ପହଞ୍ଚି ଶ୍ରୀଜିଉଙ୍କୁ ଦର୍ଶନ କରିବାସହ ପୂଜାର୍ଚ୍ଚନା କରିଥିଲେ।…