ବନ୍ୟା ପରେ ଭଙ୍ଗା ଘରେ ବିତୁଛି ଜୀବନ , ଦୟନୀୟ ଅବସ୍ଥାରେ ୩ ପରିବାର

46 0

ବୌଦ୍ଧ :(ଚିତ୍ତ ରଂଜନ ସିଂ) ଚଳିତ ବର୍ଷ ଲଗାଣ ବର୍ଷା ଓ ବନ୍ୟାରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଂଚଳରେ ବହୁ କ୍ଷୟ କ୍ଷତି ଘଟିଛି!ଏହି କ୍ଷୟ କ୍ଷତି ଭିତରେ ହରଭଙ୍ଗାର ବଜାର ସାହି ଓ ଟିକିରା ସାହି ର ୩ଟି ଅସହାୟ ପରିବାରର ଘର ଭାଙ୍ଗି ଯିବା ଫଳରେ ସେହି ଭଙ୍ଗା ଘରେ ଦିନ ବିତୁଛି ଏହି ପରିବାର ର! ୩ ଟି ପରିବାର ଭିତରୁ୨ ଜଣ ବିଧବା ଥିବାବେଳେ ଜଣେ ସ୍ୱାମୀ ପରିତ୍ୟକ୍ତl ବିଧବା ସତ୍ୟଭାମା ନାଏକ, ବିମଳା ମୁଦୁଲି ଓ ସ୍ୱାମୀ ପରିତ୍ୟକ୍ତl ଲଷ୍ମୀ ମାଲିକ ପର ଘରେ ମୁଲ ଲାଗି ଜୀବନ ବିତୁଥିବା ବେଳେ ଏ ବର୍ଷ ବନ୍ୟା ଦାଉ ସାଧି ଘର ଉଜାଡି ଦେଲା ।

ଏହି ତିନିଜଣ ଭୂମି ହୀନ ଥିବାବେଳେ ଏବେ ବାସହରା ହୋଇଯାଇଛନ୍ତି ! ଜରିପାଲ ତଳେ ଏବେ ଏହି ତିନି ପରିବାରର ବିତୁଛି ଜୀବନ! ବନ୍ୟା ରେ ଏମାନଙ୍କ ଲୁଗାପଟା, ବାସନ, ଚାଉଳ ଘର ଚଳଣି ଆସବାବ ପତ୍ର ସବୁ ଭାସି ଯିବାସହ ମୁଣ୍ଡ ଉପରୁ ଚାଲ ବି ଭାସିଯିବା ସହ ଘର ସଂପୁର୍ଣ ଭାଙ୍ଗି ଯାଇଛି!ଏମାନେ ସମସ୍ତେ ଦlରିଦ୍ର ର ସୀମାରେଖା ତଳେ ବାସ କରନ୍ତି!ଏଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ଏମାନଙ୍କୁ ଆବାସ ଯୋଜନା ରେ ସାମିଲ କରି ଆବାସ ଗୃହ ଯୋଗାଇ ଦେବାସହ ଉଚିତ ଥଇଥାନ ପାଇଁ ହିତାଧିକାରୀ ମାନେ ଦାବି କରିଛନ୍ତି

Related Post

ଡିଏଲଓଙ୍କ ଲିଖିତ ପ୍ରତିଶୁତି ପରେ ନିର୍ମାଣ ଶ୍ରମିକଙ୍କ ଧାରଣା ୩ ଡିସେମ୍ବର ଯାଏଁ ସ୍ଥଗିତ

Posted by - December 1, 2021 0
ବୌଦ୍ଧ:( ଚିତ୍ତରଞ୍ଜନ ସିଁ )ବୌଦ୍ଧଜିଲ୍ଲାରେ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ବହୁବିଦ୍ଧି ସମସ୍ୟା ଯଥା ଶିକ୍ଷା ବିବାହ,ମୃତ୍ୟୁକାଳୀନ ସହାୟତା,ପ୍ରସୂତି କାଳୀନ ସହାୟତା ପ୍ରଭୃତି ପ୍ରଦାନ କ୍ଷେତ୍ରରେ ଦୀର୍ଘବର୍ଷଧରି ଦେଖାଯାଇଥିବା…

ଯୁବ ସମାଜସେବୀଙ୍କ ଅକାଳ ବିୟୋଗରେ ଶୋକ

Posted by - July 16, 2021 0
ଯାଜପୁର:ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ନନ୍ଦିପୁର ପଞ୍ଚାୟତ ସ୍ଥିତ ବାବଲପୁର(ବୈଷ୍ଣବ ସାହି)ଗ୍ରାମର ବର୍ଷିୟାନ ଯୁବ ସମାଜସେବୀ କିଶୋର ଚନ୍ଦ୍ର ଦାସ(୪୩)ଙ୍କ ଅକାଳ ବିୟୋଗରେ ବିଭିନ୍ନ ମହଲରୁ…

ଆଦର୍ଶ ମାନବ ଗଠନ ଅଭିଯାନ ଅନ୍ତର୍ଗତ ସ୍ଵେଚ୍ଛାକୃତ ଭାବେ ଶିକ୍ଷାନୁଷ୍ଠାନ ମାନଙ୍କୁ ଯାଇ ନୈତିକ ଶିକ୍ଷା ପ୍ରଦାନ

Posted by - June 27, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ଆଦର୍ଶ ମାନବ ଗଠନ ପାଇଁ ଜଣେ ବ୍ୟକ୍ତି ନିଜର ଉଦ୍ୟମ କ୍ରମେ ଅଞ୍ଚଳର ଛ ଟି ଜିଲ୍ଲା ବୁଲି ବୁଲି ବିଭିନ୍ନ…

ଅବସର ପ୍ରାପ୍ତ ଶିକ୍ଷକ ଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୁକ୍ତକୁ ଦଶ ବର୍ଷ ସଶ୍ରମ କାରାଦଣ୍ଡ

Posted by - December 4, 2021 0
କଳାହାଣ୍ଡି: :(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ଜୈନିକ ଅବସର ପ୍ରାପ୍ତ ଶିକ୍ଷକ ଙ୍କୁ ଜିବନରେ ମାରିଦେବା ପାଇଁ ଉଦ୍ୟମ କରିଥିବା ମାମଲା ର ଶୁଣାଣି କରି ମାନ୍ୟବର ଚିଫ ଜୁଡିସିଆଲ…

ସ୍ବର୍ଗତ କବି ଅଖିଳ ନାଏକଙ୍କ ଜୟନ୍ତୀ ପାଳିତ

Posted by - March 14, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସାହିତ୍ୟ ଜଗତର ଜଣେ ଉଜ୍ଵଳ ତାରକା ଅଖିଳ ନାଏକ, କବିତା ସଂକଳନ ହେଉ କିମ୍ବା ଔପନ୍ୟାସ, ସାହିତ୍ୟ କଥା ଉଠି…