୩ ଦିନିଆ ଗସ୍ତରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା

115 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା କୁ ୩ ଦିନିଆ ଗସ୍ତରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା। ଜିଲାର ବରୁଆଁରେ କେନ୍ଦ୍ରମନ୍ତ୍ରୀ ଙ୍କୁ ଜିଲ୍ଲା ଭାଜପା ସଭାପତି ଗୌତମ ରାୟଙ୍କ ନେତୃତ୍ୱରେ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରାଯାଇଥିଲା। ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଓ ଏସ ପି ରାହୁଲ ପି ଆର ଜିଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା।

ଏହା ପରେ ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ଙ୍କୁ ଦର୍ଶନ କରିଥିଲେ। ସେଠାରୁ ଜିଲ୍ଲାପାଳ ଅଫିସ ରେ ଏକ ସରକାରୀ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ଆଦିବାସୀ ବ୍ୟାପାର ବିଭାଗ ପକ୍ଷରୁ ଆସିଥିବା ବିଭିନ୍ନ ଯୋଜନା ର କିଭଳି କାର୍ଯ୍ୟକାରୀ ହେଉଛି ସେ ନେଇ ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବୈଠକରେ ଜିଲାପାଳଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ଯୋଗ ଦେଇଥିଲେ।

Related Post

ଛେଳି ମାରି ପୋଲିସ କର୍ମଚାରୀ ମାଂସ ଖାଇଥିବା ଅଭିଯୋଗ ରେ ସିନ୍ଧେକେଲା ଥାନା ସମ୍ମୁଖରେ ଚାପା ଉତେଜନା, ASI ସସପେଣ୍ଡ

Posted by - January 1, 2022 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦର)ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା ସମ୍ମୁଖରେ ଶୁକ୍ରବାର ସନ୍ଧ୍ୟାରେ ଦୀର୍ଘ ସମୟ ଧରି ଚାପା ଉତେଜନା ଦେଖାଦେଇଥିଲା । ସିନ୍ଧେକେଲା ଥାନା କୁ ଯୋଗଦେଇଥିବା ନୂତନ…

ହୁଗୁଲା ପ୍ରଶାସନ,ପରିବେଶ ନଷ୍ଟଭ୍ରଷ୍ଟ। ମାଲେମାଲ୍ ଇଟାଭାଟି ମାଲିକ।

Posted by - January 2, 2021 0
ନୀଳଗିରି :(ସୌମ୍ୟା ସାଇ ବାରିକ୍)ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ଅଞ୍ଚଳ ଏବେ ପାଲଟି ଯାଇଛି, ମାଟି ମାଫିଆ , ବାଲି ମାଫିଆ , ପଥର ମାଫିଆ ଓ…

ପିପିଲିରେ ଫ୍ଲାଇଙ୍ଗ୍ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଘଟଣା ! ଗିରଫ ହେଲେ ପିପିଲି ବିଧାୟକ ପ୍ରଦୀପ ମହାରଥୀ

Posted by - April 22, 2019 0
ପୁରୀ:ଗିରଫ ହେଲେ ପିପିଲି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ । ଗତକାଲି ପିପିଲିରେ ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଘଟଣାରେ ମହାରଥୀଙ୍କୁ ଗିରଫ କଲା ପିପିଲି…

ଭାରତରେ ଓମିକ୍ରନ ଭୁତାଣୂ ର ପ୍ରଭାବ ବୃଦ୍ଧି, ସଂକ୍ରମିତଙ୍କ ସଂଖ୍ୟା ତିନି ଶହ ପାର୍

Posted by - December 24, 2021 0
ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ବିଶ୍ବର ବିଭିନ୍ନ ଦେଶରେ ଦୃତ ଗତିରେ ବ୍ୟାପିବାରେ ଲାଗିଛି ଓମିକ୍ରନ ଭୁତାଣୁ। ଦିନ ପ୍ରତିଦିନ ସଂକ୍ରମିତ ଙ୍କ ସଂଖ୍ୟା…

ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀଙ୍କ ବିକ୍ଷୋଭ

Posted by - September 23, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ଜମନକିରା ସିଡିପିଓ ଓ ବିଡ଼ିଓ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବ୍ଲକ ର ଶତାଧିକ କର୍ମୀ…