ବାଇକ୍ ଚୋରି ରାକେଟ ଧରା ପଡ଼ିଲେ

46 0

ସୋନପୁର :(ଅଜିତ କୁମାର ପୂଜାହାରୀ) ଧରା ପଡିଲା ଆନ୍ତଃ ଜିଲ୍ଲ‍ା ବାଇକ ଚୋରୀ ରାକେଟ । ସୁବର୍ଣ୍ଣପୁର ଜିଲ୍ଲା ବିରମହ‍ାରାଜପୁର ପୋଲିସ ଦ୍ବାରା ମୋଟ ୧୨ ଟି ଚୋରୀ ବାଇକ ଉଦ୍ଧାର । ତ‍ା ସହ ୪ ଜଣ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ସେଥି ମଧ୍ୟରୁ ୨ ନାବାଳକ ଥିବା ସୁଚନା । ସୁଚନା ଅନୁସାରେ ଏହି ଚୋର ଦଳ ରାଜ୍ୟର ବିଭିନ୍ନ ସହରରୁ ବାଇକ ଚୋରୀ କରି ନମ୍ବର ପ୍ଲେଟ ବଦଳାଇ କମ ଦରରେ ବିକ୍ରି କରିଥିଲେ । ହିଙ୍ଗମା ଗାଁର ଉମେଶ ମାଝିଙ୍କ ଗାଡି ଚୋରୀ ଅଭିଯୋଗରେ ବିରମହାରାଜପୁର ପୋଲିସ ତଦନ୍ତ ଆରମ୍ଭ କରିଥିବାବେଳେ ଏହି ରାକେଟକୁ ଧରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତମାନେ ବୌଦ୍ଧ ଜିଲ୍ଲାର ହୋଇଥିବା ପୋଲିସ ସୁଚନା ଦେଇଛି । ୨ ଜଣ ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ନାବାଳକ ଦ୍ବୟଙ୍କୁ ଅଟକ ରଖିଥିବା ଜଣା ପଡିଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ଜିଲ୍ଲା ଆରକ୍ଷି ଅଧିକ୍ଷକ ।

 

Related Post

ଲୁହସିଂହା ଧାନ ମଣ୍ଡିକୁ ଉପଖଣ୍ଡ ଯୋଗାଣ ଅଧିକାରୀଙ୍କ ଗସ୍ତ

Posted by - December 25, 2021 0
ଖପ୍ରାଖୋଲ ;(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ଲୁହସିଂହା ଧାନ ମଣ୍ଡିକୁ ପାଟଣାଗଡ଼ ଉପଖଣ୍ଡ ଯୋଗାଣ ଅଧିକାରୀ ମାୟାଧର ସାହୁ ଶନିବାର ଗସ୍ତ କରିଥିଲେ । ଗସ୍ତ…

ଟିଟିଲାଗଡ ହେଲୋ କିଡସ ପ୍ଲେ ସ୍କୁଲର ଛାତ୍ରଛାତ୍ରୀ ବୁଲିଲେ ମାଉସୀ ମା ମନ୍ଦିର ଏବଂ ଦେଖିଲେ ରଥ

Posted by - July 7, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ଜୁଲାଇ ମାସରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ରଥଯାତ୍ରାର ସଂସ୍କୃତି ଏବଂ ପରମ୍ପରା ବିଷୟରେ କୁନି ପିଲା ମାନଙ୍କୁ ସମ୍ୟକ…

ସୋନିଆ ଗାନ୍ଧୀଙ୍କୁ କେନ୍ଦ୍ର ମୋଦୀ ସରକାରଙ୍କ ଆକ୍ରୋଶ ମୂଳକ ଭାବରେ ପ୍ରବର୍ତ୍ତନ ନିର୍ଦେଶାଳୟ ଦ୍ୱାରା ଜେରା ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

Posted by - July 29, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ନଗର କଂଗ୍ରେସ କମିଟି ଓ ଯୁବ କଂଗ୍ରେସ କମିଟି ପକ୍ଷରୁ ସହରର ବିଜୁ ପଟ୍ଟନାୟକ ଛକ ନିକଟରେ ନରେନ୍ଦ୍ର…

ଅବ୍ୟବସ୍ଥା ମଧ୍ୟରେ କାଶୀପୁରର ସ୍ୱାସ୍ଥ୍ୟ ସେବା, ବ୍ଲକ ରେ ଡାକ୍ତରଙ୍କ ଘେ।ର ଅଭାବ

Posted by - April 21, 2022 0
ରାୟଗଡା: (ଅଞ୍ଜନ କୁମାର ନାଏକ) ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ତଥା, ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର କାଶୀପୁର, ଟିକିରି, କୁଚେଇ ପଦର ଓ ଗରଖପୁର ଭଳି ଡାକ୍ତର…