କେସିଙ୍ଗା ବନ୍ଦ ରାଏଜ୍ ମୁକ୍ତି ମୋର୍ଚ୍ଚା ତରଫ ରୁ ୧୨ ଘଣ୍ଟିଆ ଡାକରା।

50 0

କେସିଙ୍ଗା: (ପୀତେଶ ପଟେଲ) କେସିଙ୍ଗା ବନ୍ଦ ରାଏଜ୍ ମୁକ୍ତି ମୋର୍ଚ୍ଚା ତରଫ ରୁ ୧୨ ଘଣ୍ଟିଆ ଡାକରା।ଆଜି କୋଶଳ ରାଇଜ ମୁକ୍ତି ମୋର୍ଚ୍ଚା ତରଫ ରୁ ନୂତନ କୋଶଳ ରାଜ୍ୟ ଦାବି ନେଇ ସମଗ୍ର ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା ।ଏହି ପରି ପ୍ରେଖିରେ ଆଜି କେସିଙ୍ଗା ରେ ମଧ୍ୟ ବନ୍ଦ କରାଯାଇଛି ।ଲୋକ ସ୍ୱତ ପ୍ରତଃ ଭାବେ ଦୋକାନ ଗୁଡ଼ିକୁ ବନ୍ଦ ରଖିଥିବା ବେଳେ କେବଳ ଜରୁରୀକାଳିନ ସେବା ଗୁଡିକ ଖୋଲା ରହିଥିବା ଦେଖିବାକୁ ମିଳିଥିଲା ।ଗାଡ଼ି ଚଳ। ଚଳ ବନ୍ଦ ରହିଥିଲା ।

କେବଳ ଦୁଇ ଚକିଆ ଯାନ ଓ ରୋଗୀ ବ୍ୟବହୃତ ଯାନ ବାହନ ଗୁଡ଼ିକୁ ବନ୍ଦ ରୁ ବାଦ ଦିଆଯାଇଥିଲା ।ଯଦି ସରକାର ଦାବି ନା ମାନନ୍ତି ତ ହେଲେ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି କହିଛନ୍ତି କେସିଙ୍ଗା ବାସୀ ।କୌଣସି ଅପ୍ରୀତିକର ପରିସ୍ଥିତି କୁ ଏଡାଇବା ଜାଗା ଜାଗା ରେ ପୋଲିସ ମୁତୟନ କରାଯାଇଥିଲା ।ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିଥିବା ବେଳେ ସରକାରୀ ଅଫିସ କିଛି ମାତ୍ର ରେ ଖୋଲା ରହିଛି । ଶାନ୍ତିପୂର୍ଣ୍ଣ ଭାବରେ କେସିଙ୍ଗା ବନ୍ଦ ସଫଳ ରହିଲା ।

 

Related Post

ହରଭଙ୍ଗା ବ୍ଲକରେ ରାଣୀଲକ୍ଷ୍ମୀବାଈ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଉଦଘାଟନ

Posted by - March 3, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ)ହରଭଙ୍ଗା ଗୋଷ୍ଠୀ ଶିକ୍ଷାଅଧିକାରୀ ଅଧିନସ୍ଥ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ବଡବନ୍ଧ ଠାରେ ରାଣୀଲକ୍ଷ୍ମୀବାଈ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ୧୦୦ଜଣ ଛାତ୍ରୀଙ୍କୁ ନେଇ ଉଦ୍ଘାଟିତ ହୋଇଯାଇଛି ।…

ଗ୍ରାମାଞ୍ଚଳରେ ହାଇପର ମାର୍କେଟ ଖୋଲିଲା

Posted by - February 6, 2022 0
ଯାଜପୁର:ସହରାଞ୍ଚଳ ଭଳି ଗ୍ରାମାଞ୍ଚଳରେ ହାଇପର ମାର୍କେଟର ଚାହିଦା ବଡ଼ିବାରେ ଲାଗିଛି l ଦେଶ ତଥା ରାଜ୍ୟର ବଡ଼ ବଡ଼ ସହର ମାନଙ୍କରେ ଅତ୍ୟାଧୁନିକ ହାଇପର ମାର୍କେଟି ଦେଖିବାକୁ…

ମନ୍ତୀଙ୍କ ଗାଡ଼ି ପଛରେ ଆସିବାରୁ ମାଡ ଖାଇ ଥାନାରେ

Posted by - July 29, 2021 0
ବୌଦ୍ଧ:( ଚିତ୍ତରଂଜନସିଂ)ମନ୍ତ୍ରୀଙ୍କ ଗାଡିକୁ ପିଛା କରିବା ଅଭିଯୋଗରେ ଗତକାଲି ରାତିରେ ପୋଲିସ୍ ଠାରୁ ମାଡ ଖାଇ ୪ ଜଣ ଯୁବକ ମନମୁଣ୍ଡା ଥାନାରେ ଅଟକ ରହିବା ଘଟଣା…

ଖପ୍ରାଖୋଲ ରେ ସିଆରପିଏଫ୍ ତରଫରୁ ନିଶା ନିବାରଣ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

Posted by - June 20, 2022 0
ଖପ୍ରାଖୋଲ:୨୦/୬(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ସିଆରପିଏଫ୍ ୧୮୯ ବେଟେଲିଏନ ତରଫରୁ ନିଶା ନିବାରଣ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ କମଣ୍ଡେଣ୍ଟ ପବନ କୁମାର ତିୱାରି…

ସୋନପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପରିସରରେ ପୁରୁଣା ଛାତ୍ର ଏକିତ୍ରିକରଣ

Posted by - October 19, 2021 0
ସୋନପୁର:(ଅଜିତ୍ କୁମାର ପୁଝାରୀ)ସୋନପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପରିସରରେ ପୁରୁଣା ଛାତ୍ର ଏକିତ୍ରିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଛାତ୍ର ପରିଷଦ ଅଧ୍ୟକ୍ଷ ଓମ୍ ପ୍ରକାଶ…