ଯାଜପୁରରେ ଜିଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

65 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଯାଜପୁର ଏସପି ରାହୁଲ ପିଆରପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ ବେହୁରିଆଙ୍କ ସମେତ ବହୁ ଜିଲା ସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଲୋକଙ୍କ ଠାରୁ ବିଭିନ୍ନ ଅଭିଯୋଗ ଶୁଣି ଥିଲେ। ଏଥିରେ ୨୦୦ରୁ ଉର୍ଦ୍ଧ୍ବ ଅଭିଯୋଗରୁ ଅନେକ ବ୍ୟକ୍ତିଗତ ଓ ସାମୁହିକ ଅଭିଯୋଗର ତୁରନ୍ତ ସମାଧାନ ହୋଇଥିଲା 

 

Related Post

ରାଜ୍ୟସ୍ତରୀୟ ମାହେଶ୍ୱରୀ ମହୋତ୍ସବ ଉଦଯାପିତ

Posted by - December 26, 2021 0
ବୌଦ୍ଧ :(ଚିତ୍ତରଂଜନସିଂ)ବୌଦ୍ଧ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚବିଦ୍ୟାଳୟ, ବାଉଁସୁଣୀ ନିକଟସ୍ଥ ମା ମାହେଶ୍ୱରୀ ପିଠ ଠାରେ ଯୁବସଂଗଠନ ମା ମାହେଶ୍ୱରୀ ସେନା ତରଫରୁ ରାଜ୍ୟସ୍ତରୀୟ ମାହେଶ୍ୱରୀ ମହୋତ୍ସବ…

ମୁନିଗୁଡା ନୂତନ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ଉଛେଦ କାମ ଆରମ୍ଭ

Posted by - June 17, 2022 0
ମୁନିଗୁଡା:(ରମାକାନ୍ତ ପାଡାଲ୍)ମୁନିଗୁଡା ବସ ଷ୍ଟାଣ୍ଡ ର ବିକାଶ ଓ ନୂତନ ଷ୍ଟାଣ୍ଡ ନିର୍ମାଣ ପାଇଁ ସରକାର  ୬ ରୁ ୭ କୋଟି ଟଙ୍କା ମଞ୍ଜୁର କରି ନୂତନ…

ଦୁର୍ଘଟଣା ପରେ ଜଳିଗଲା ବାଇକ ସହ ଟ୍ରକ, ଦମ୍ପତି ଗୁରୁତର

Posted by - March 5, 2020 50
ଯାଜପୁର:୦୫/୦୩(ଆନନ୍ଦ ଚନ୍ଦ୍ର ସାହୁ) ଜାତୀୟ ରାଜପଥ ଉପରେ ଦୁର୍ଘଟଣା ପରେ ଜଳିଗଲା ଟ୍ରକ ଓ ବାଇକ। ଫଳରେ ବାଇକରେ ଯାଉଥିବା ଦମ୍ପତି ଗୁରୁତର ଭାବେ ଆହତ। ଏଭଳି…

ବିରସିଂହଗଡ ପଞ୍ଚାୟତରେ ଥମୁନାହିଁ ହାତୀ ଉପଦ୍ରବ

Posted by - July 12, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ୱାଳ ) ସମ୍ବଲପୁର ଜିଲ୍ଲାରେ ରେ ପୁଣି ବଣୁଆ ହାତୀଙ୍କ ଉପଦ୍ରବ । ଜିଲ୍ଲାର ଜୁଯୋମୁରା ବ୍ଳକ ତଥା ସଦର ରେଞ୍ଜ ବୀରସିଂହଗଡ ପଂଚାୟତରେ…