ରାଜ୍ୟ ସାମ୍ବାଦିକ ସଂଘ ପକ୍ଷରୁ ଏକ ବୈଠକ ଓ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

54 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁରସ୍ଥିତ ରୋଟାରୀ ଭବନ ଠାରେ ରାଜ୍ୟ ସାମ୍ବାଦିକ ସଂଘ ପକ୍ଷରୁ ଏକ ବୈଠକ ଓ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।  ସାମ୍ବାଦିକ ମାନେ କୌଣସି ସ୍ଥାନରେ ଅନ୍ୟ କେଉଁ ସାମ୍ବାଦିକ ସଂଗଠନ ବା ସାମ୍ବାଦିକ ମାନଙ୍କ ବିରୁଦ୍ଧରେ ମତମନ୍ତବ୍ୟ ଦେଇ ଏକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ବିଷୟକୁ ନାପସନ୍ଦ କରିଥିଲେ । 

ଏଭଳି ହେଲେ ସାମ୍ବାଦିକ ମାନଙ୍କର ଏକତା ଓ ସାମାଜିକ ସୁରକ୍ଷା ପ୍ରତି ସମସ୍ୟା ସୃଷ୍ଟି ହେବ ତଥା ଗଣତନ୍ତ୍ର ବିପନ୍ନ ହେବ ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି। ଅନ୍ୟକୁ ସମାଲୋଚନା କରିବା ପରିବର୍ତ୍ତେ ବରଂ ଗଠନ ମୂଳକ ସମ୍ବାଦ ପରିବେଷଣଆଲୋଚନା ପର୍ଯ୍ୟାଲୋଚନା ଓ ସାମ୍ବାଦିକ ମାନଙ୍କର ଏକତା ରକ୍ଷା ଦିଗରେ କାର୍ଯ୍ୟ କରିବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ । 

ନବନିର୍ବାଚତ ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତା କ୍ରମେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ସୁବାଷ ଧଳ ସ୍ୱାଗତ ଭାଷଣ ଏବଂ ଅବିନେଶ୍ୱର ଶତପଥି ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ ।  ରାଜ୍ୟ ଉପସଭାପତି ବାସୁଦେବ ତ୍ରିପାଠୀଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ଉଦୟନାଥ ଖଣ୍ଡାଇଜାତୀୟ କାର୍ଯ୍ୟକାରିଣୀର ସ୍ୱତନ୍ତ୍ର ନିମନ୍ତ୍ରିତ ସଭ୍ୟ ଚିନ୍ତାମଣୀ ପାଢୀତରୁଣ କୁମାର ନନ୍ଦ ପ୍ରମୁଖ ସାମ୍ବାଦିକ ମାନେ କୌଣସି ସ୍ଥାନରେ ଅନ୍ୟ କେଉଁ ସାମ୍ବାଦିକ ସଂଗଠନ ବା ସାମ୍ବାଦିକ ମାନଙ୍କ ବିରୁଦ୍ଧରେ ମତମନ୍ତବ୍ୟ ଦେଇ ଏକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ବିଷୟକୁ ନାପସନ୍ଦ କରିଥିଲେ । 

Related Post

ଯାଜପୁର ବରୀ ର ଅରଙ୍ଗାବାଦ୍ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ ବ୍ୟାପକ ଅନିୟମିତତା

Posted by - March 15, 2019 2
ବରୀ,୧୧/୩ (ସ୍ନେହଂଶୁ ଶେଖରମହାନ୍ତି)ବରୀ ବ୍ଲକ ଅଧିନ ଅରଙ୍ଗାବାଦ୍ ପଂଚାୟତର ଅରଙ୍ଗାବାଦ୍ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ ଶିକ୍ଷା ବର୍ଷ ଶେଷ ଭାଗରେ ଛାତ୍ର/ଛାତ୍ରୀ ମାନଙ୍କୁ ମିଳିଛି ପୋଷାକ ଓ…

ଧର୍ମଗଡଠାରେ ଶାରଦୀୟ ଦୁର୍ଗାପୂଜା ପାଇଁ ଶାନ୍ତି କମିଟି ବୈଠକ, ପୋଲିସ ପ୍ରଶାସନ ଓ ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀଙ୍କ ଅନୁପସ୍ଥିତିରେ ବୈଠକ ଶେଷ

Posted by - September 27, 2022 0
ଧର୍ମଗଡ଼ : (ହେମନ୍ତ କୁମାର ମାଝୀ) ଧର୍ମଗଡ ଠାରେ ସଂପ୍ରତି ଚାଲିଥିବା ଜଗତ ଜନନୀ ମା ଦୁର୍ଗା ଙ୍କ ନବ ଦିନାତ୍ମକ ପୂଜା ପାଇଁ ଧର୍ମଗଡ ବ୍ଲକ…

ବୋରିଗୁମ୍ମା ଡ୍ରାଇଭର ମହାସଂଘର ବିଶାଳ ଶୋଭାଯାତ୍ରା

Posted by - June 20, 2022 0
ଜୟପୁର :(ଏସ୍.ସୁନ୍ଦରମ୍ ) କୋରାପୁଟ ଜିଲ୍ଲା ବୋରିଗୁମ୍ମା ସ୍ଥାନୀୟ ପୋଷ୍ଟ ଅଫିସ ଛକ ଠାରୁ ଡ୍ରାଇଭର ମହାସଂଘର ଶତାଧିକ ଡ୍ରାଇଭର ଭାଇମାନେ ଏକତ୍ରିତ ହୋଇ ଏକ ବିଶାଳ…

ଟିକରପଡା ବନ୍ୟାଞ୍ଚଳ ପରିଦର୍ଶନ କଲେ ଆଠମଲ୍ଲିକ ବିଧାୟକ

Posted by - August 20, 2020 0
ଅନୁଗୁଳ:(ମହେଶ ଭୋମରାଜ)ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା ଟିକରପଡାରେ ଅାଜି ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ଅାଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ । ବିଧାୟକ ପ୍ରଥମେ ମଝିପଡା,ଗଇଁଦି,ବେହେର‍ସାହି…

ଜାଳେଣି ଗ୍ୟାସ ରେ ଆହତ ଙ୍କୁ ଭେଟି ସହାୟତା ର ହାତ ବଢ଼ାଇଲେ ଜିଲ୍ଲା କଂଗ୍ରେସ କମିଟି

Posted by - December 2, 2021 0
ବୌଦ୍ଧ :(ସମରେଶ ମିଶ୍ର)ଗତ ମାସ ୨୭ ତାରିଖ ଶନିବାର ଦିନ ବୌଦ୍ଧ ଜିଲ୍ଲା ବସଷ୍ଟାଣ୍ଡ ପାଖରେ ଥିବା ଏକ ଗ୍ୟାସ ଚୁଲ୍ହା ରିପିଆରିଂ ଦୋକାନରେ ଗ୍ୟାସ ଲିକ…