Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ଛିଳପା ଗ୍ରାମ ପରିବେଶ ସୁରକ୍ଷା କମିଟି ତରଫରୁ ଗୋଳେଇ ଛକ ଠାରେ ସଫେଇ କାର୍ଯ୍ୟ କ୍ରମ

98 0

ଧର୍ମଗଡ଼  :(ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ସ୍ଥିତ ଛିଳପା ଗ୍ରାମ ପଞ୍ଚାୟତ ଅଧୀନ ସ୍ଥିତ ଗୋଳେଇ ଛକ ଠାରେ ଏକ ସଫେଇ କାର୍ଯ୍ୟ କ୍ରମ କରାଯାଇଥିଲା। ଏହି ସଫେଇ କାର୍ଯ୍ୟ କ୍ରମ ରେ ଛିଳପା ଗ୍ରାମ ପଞ୍ଚାୟତ ସରପଞ୍ଚ ବିଭୁଦତ୍ତ ପ୍ରଧାନୀ ଙ୍କ ସମେତ ଗ୍ରାମ ପରିବେଶ କମିଟି ର ପୂର୍ବତନ ଉପ ସଭାପତି ଗଜାନନ ସାହୁ ,ସରତ ପଟେଲ , ପ୍ରଧାନ ଶିକ୍ଷକ ଗଗନ ସା ପୂର୍ବତନ ଧର୍ମଗଡ଼ ସରପଞ୍ଚ ଘନଶ୍ୟାମ ଅଗ୍ରୱାଲ, ହୃଷିକେଶ ପଟେଲ, ସନ୍ତୋଷ କୁମାର ସା, ମୁକେଶ କୁମାର ସା,ପୂର୍ଥରାଜ ଵାଗ, ଦିଵ୍ୟାଙ୍ଗ ଉଜ୍ବଳ ପଟେଲ ସମେତ ବହୁ ସଦସ୍ୟ ଉପସ୍ଥିତ ରହି ଶ୍ରମଦାନ କରି ଥିଲେ । ଏହି ସଫେଇ କାର୍ଯ୍ୟ କ୍ରମ ପ୍ରତେକ ରବିବାର ଦିନ ବିଭିନ୍ନ ସ୍ଥାନରେ ସଫେଇ କରାଯିବ ବୋଲି ସଦସ୍ୟ ମାନେ କହିଥିଲେ ।

Related Post

ଚାଲିଛି ଗୁପ୍ତ ପୂଜା,ମା ଭୈରବୀଙ୍କ ପୀଠରେ ଦର୍ଶନ ବନ୍ଦ।ସାହାଡ ଗଛ ମୂଳରେ ମାଙ୍କୁ ଦର୍ଶନ କରୁଛନ୍ତି ଭକ୍ତ

Posted by - October 11, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ)ପାର୍ବଣର ଋତୁ ସମସ୍ତ ଦେବୀ ପୀଠରେ ଭକ୍ତଙ୍କ ଗହଳିଚହଳି ଲାଗି ରହିଛି । କିନ୍ତୁ ବୈାଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ପୁରୁଣା କଟକର ମାଁ…

ବଙ୍ଗୋମୁଣ୍ଡା ରେ ନୂତନ ଥାନାଧିକାରୀଙ୍କ ଯୋଗଦାନ

Posted by - December 10, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)-ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନାରେ ବୁଧବାର ଦିନ ନୂତନ ଥାନାଧିକାରୀ ଭାବେ ସୁଶାନ୍ତ କୁମାର ପ୍ରଧାନ ଯୋଗଦେଇଛନ୍ତି। ଗତ କିଛିଦିନ ତଳେ ଏଠାରେ କାର୍ଯ୍ୟରତ ଥାନାଧିକାରୀ…

ଅଜଣା ଗାଡି ଧକ୍କାରେ ଯୁବକ ଙ୍କ ମୃତ୍ୟୁ, ପୋଲିସ ର ତଦନ୍ତ ଜାରି

Posted by - July 19, 2022 0
ଭବାନୀପାଟଣା:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ମୋଟେର ଜୟପାଟଣା ରାସ୍ତା ର ମୋଟେର ଛକ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ କୌଣସି ଏକ ଅଜଣା…

ଭୀମସାର ଛାତ୍ରଛାତ୍ରୀଙ୍କ ଶାନ୍ତିପୂର୍ଣ୍ଣ ପ୍ରତିବାଦ

Posted by - December 1, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ବୁର୍ଲା ଭୀମସାର ମେଡ଼ିକାଲ କଲେଜ ରେ ଜେଡିଏ ଛାତ୍ରଛାତ୍ରୀ ଙ୍କ ଶାନ୍ତିପୂର୍ଣ୍ଣ ପ୍ରତିବାଦ। ନିଟ ପିଜି କାଉନସେଲିଂ ପ୍ରକ୍ରିୟା ରେ ଅହେତୁକ ବିଳମ୍ବ ର…

ପଦ୍ମପୁର ବ୍ଲକ କଂସର ଗ୍ରାମ ପଞ୍ଚାୟତ ସଂପିଆ ଗ୍ରାମରେ ଅପରିଷ୍କାର ପରିବେଶ

Posted by - November 12, 2020 0
ପଦ୍ମପୁର : ପଦ୍ମପୁର ବ୍ଲକ କଂସର ଗ୍ରାମ ପଞ୍ଚାୟତ ସଂପିଆ ଗ୍ରାମରେ ଏକ ଅପରିଷ୍କାର ପରିବେଶ ଦେଖାଯାଉଛି । କିଛି ଦିନ ତଳେ ଏକ ସରକାରୀ ନଳକୂପ କୁ ଗ୍ରାମର…