ଏକତରଫା ପ୍ରେମରୁ ଯୁବତୀଙ୍କ ଗଳାକାଟି ହତ୍ୟା ପରେ ଅଭିଯୁକ୍ତ ଯୁବକର ଆତ୍ମହତ୍ୟା ଉଦ୍ୟମ

70 0

ରାୟଗଡ଼ା:(ରମାକାନ୍ତ ପଡାଲ)ରାୟଗଡ ଜିଲ୍ଲା କାଶୀପୁର ବ୍ଲକ ଟିକିରି ଅଞ୍ଚଳ ଉଷାପଡା ନିକଟରେ ନିର୍ମାଧୀନ ଶ୍ରମିକ ଭାବରେ କାମ କରୁଥିବାବେଳେ ଏକ ଅଭାବନୀୟ ଘଟଣା ଆଜି ଦେଖିବାକୁ ମିଳିଛି |ଉକ୍ତ ଅଞ୍ଚଳ ନିକଟରୁ ରକ୍ତଜୁଡୁ ବୁଡୁ ଅବସ୍ଥାରେ ଦୁଇଜଣଙ୍କ ଶରୀର ଦେଖିବାକୁ ମିଳିଥିଲା |ଉକ୍ତ ଦୁଇଜଣ ହେଲେ ମୁଣ୍ଡାଗାଁ ର ପୁରୁଷ ରଶିକ ପ୍ରଧାନ ଓ ସାନମାଟିକଣାର ରିମା ମାଝୀ । ସୂଚନାଅନୁଯାୟୀ ରସିକ ଓ ରିମାଙ୍କ ପ୍ରେମ ଜନିତ ସମ୍ପର୍କ ଥିଲା, କିନ୍ତୁ ଆଜି ହଠାତ କେଉଁ କାରଣରୁ ଏପରି ଘଟଣା ଘଟିଛି ତାହା ସମସ୍ତଙ୍କୁ ଆଚମ୍ବିତ କରିଦେଇଛି |

ରସିକଙ୍କ ତିନୋଟି ପିଲାଛୁଆ ବୋଲି ମଧ୍ୟ ଖବର ଆସୁଛି । ଆଜି ଅପରାହ୍ନ ସମୟରେ ଏହି ଘଟଣା ଘଟିଥିବା ବେଳେ ରିମାମାଝୀ ଙ୍କ ମୃତ୍ୟୁ ହୋଇଥିବା ବେଳେ ରସିକ ଙ୍କ ଅବସ୍ତା ସଂକତାପନ୍ନ ଥିବାରୁ ପ୍ରଥମେ ଉତ୍କଳ ମେଡିକାଲ ଓଷାପଡା ରୁ ରାୟଗଡା ସ୍ଥାନାନ୍ତର ହୋଇଛନ୍ତି |ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣା ସ୍ଥଳରୁ ଏକ ଧାରୁଆ ଛୁରୀ ସହ ତଦନ୍ତ ଜାରି ରହିଛି ।

Related Post

ସଂପୂର୍ଣ୍ଣ ସଫଳ ହୋଇଛି କୃଷକଙ୍କ ଭାରତ ବନ୍ଦ ଡାକରା : କଂଗ୍ରେସ

Posted by - December 9, 2020 0
ଭୁବନେଶ୍ବର :କୃଷକମାନଙ୍କ ଦ୍ୱାରା ଡାକରା ଦିଆଯାଇଥିବା ଭାରତ ବନ୍ଦ ସଂପୂର୍ଣ୍ଣ ରୁପେ ସଫଳ ହୋଇଛି ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ନିର୍ଦେଶ କ୍ରମେ ଜିଲା କଂଗ୍ରେସ,…

ପିହୁଙ୍କ ପରିବାରକୁ ଭେଟିଛନ୍ତି ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତି ପ୍ରଧାନ

Posted by - December 17, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ବିଂଝାରପୁର ମଧୁସୁଦନପୁର ଗାଁରୁ ଶିଶୁ କନ୍ୟା ପିହୁ ନିଖୋଜ ଘଟଣାର ୪ ମାସ ପରେ ପିହୁଙ୍କ ପରିବାରକୁ ଭେଟିଛନ୍ତି ଓଡିଶା…

ଭଦ୍ରକରୁ ୧୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନ ସୁଗାର ଜବତ

Posted by - June 21, 2021 0
ଭଦ୍ରକ :(ଶ୍ଯାମା ସୁନ୍ଦର) : ବ୍ରାଉନ ସୁଗାର କଳା ବଜାରୀଙ୍କୁ ଧରିବା ପାଇଁ ଭଦ୍ରକ ପୋଲିସ ତରଫରୁ ଲଗାତର ଚଢାଉ ସତ୍ତ୍ଵେ ଭଦ୍ରକ ସହରରେ ବ୍ରାଉନ ସୁଗାର…

ମେ’ ୩୦ ସନ୍ଧ୍ୟା ୫.୩୦ରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

Posted by - May 28, 2020 28
ଭୁବନେଶ୍ୱର: କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଦଳର ନେତାମାନଙ୍କୁ ଆହ୍ୱାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କ…

ରାଜ୍ୟ ପଣ୍ୟାଗାର ନିଗମର ରାସ୍ତା କାମରେ ଅନିୟମିତତା ଅଭିଯୋଗ

Posted by - August 27, 2022 0
କେସିଙ୍ଗା:(ପୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଜୋଲକୋ କଲୋନୀପଡା ନିକଟରେ ଥିବା ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ଗୋଦାମ କୁ ଯିବା ପାଇଁ ରହିଥିବା ରାସ୍ତା…