ସମ୍ବଲପୁର:୨୮/୦୮(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଠାରେ ଆଜି କଳିଙ୍ଗ ବଡିବିଲଣ୍ଡିଙ୍ଗ ଆସୋସିଏସନ (କେବିବିଏସ) ଓଡିଶା ତରଫରୁ ବଡିବିଲଣ୍ଡିଙ୍ଗ ଚାମ୍ପିୟନ ୨୦୨୨/୨୩ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି ! ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ସମ୍ବଲପୁର ର ପୂର୍ବତନ ବିଧାୟିକା ତଥା ସମ୍ବଲପୁର ଜିଲ୍ଲା ବଡିବିଲଣ୍ଡିଙ୍ଗ ଆଣ୍ଡ ଫିଟନେସ ଏସୋସିଏସନ ର ଚିଫ ପେଟ୍ରନ ଡ଼.ରାସେଶ୍ୱରୀ ପାଣିଗ୍ରାହୀ ଉପସ୍ଥିତ ଥିଲେ ।
କଳିଙ୍ଗ ବଡିବିଲଣ୍ଡିଙ୍ଗ ଏସୋସିଏସନ (କେବିବିଏସ) ଓଡିଶା ଶାଖା ତରଫରୁ ସଭାପତି-ସନ୍ତୋଷ ମହାନ୍ତି,ସାଧାରଣ ସମ୍ପାଦକ-ସନ୍ତୋଷ ମହାନ୍ତି, ଉପସଭାପତି-ଏମ କେ ସ୍ୱାଇଁ, ସହ ସମ୍ପାଦକ-ନିଶାନ୍ତ ବହିଦାର, କୋଷାଧ୍ୟକ୍ଷ-ନୀଳକଣ୍ଠ ବାରିକ, ସମ୍ବଲପୁର ଜିଲ୍ଲା ସମ୍ପାଦକ- ଅମିତାଵ ପରିଡା,ଜିଲ୍ଲା ସମ୍ପାଦକ ବଲାଙ୍ଗୀର-ବାଳକୃଷ୍ଣ ବାଗ,ଜିଲ୍ଲା ସମ୍ପାଦକ ଖର୍ଦ୍ଧା-ଏସ. ସାମନ୍ତରାଏ,ଜିଲ୍ଲା ସଭାପତି ବରଗଡ଼-ସ୍ୱାତୀ କୋର,ଜିଲ୍ଲା ସମ୍ପାଦକ ଝାରସୁଗୁଡା-ବିକାଶ ମହାନ୍ତି,ଜିଲ୍ଲା ସମ୍ପାଦକ ନୂଆପଡା-ଏସ.ଶାହା,ଜିଲ୍ଲା ସମ୍ପାଦକ ବୌଦ୍ଧ-ରାଜୀବ ମହାନ୍ତି,ଜିଲ୍ଲା ସମ୍ପାଦକ ପୁରୀ-ପ୍ରମୋଦ ମହାପାତ୍ର,ଜିଲ୍ଲା ସମ୍ପାଦକ ରାୟଗଡା-ଦିପୁ ମହାନ୍ତି ଏବଂ ସମ୍ବଲପୁର ଜିଲ୍ଲା ବଡିବିଲଣ୍ଡିଙ୍ଗ ଆଣ୍ଡ ଫିଟନେସ ଏସୋସିଏସନର ସଭାପତି-ସତୀଶ ବିଶି, ଉପସଭାପତି-ଜିଜି ଜସେପ,ଉପସଭାପତି-ଆସିଫ ଖାନ,କାର୍ଯକାରୀ ସମ୍ପାଦକ-ଦୁଲାଲ ଚନ୍ଦ୍ର ରାୟ, ସାଧାରଣ କମିଟି ସଦସ୍ୟ-ଜୟନ୍ତ ବାଘ, ଆଲମ ସା, ତରୁଣ ଶର୍ମା, କୃଷ୍ଣକାନ୍ତ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ । ଆଗକୁ ୨୦୨୨/୨୩ ଚାମ୍ପିଅନସିପ ପାଇଁ ତାରିଖ ଘୋଷଣା କରାଯାଇଛି ।
ଏହି କ୍ରମରେ ୬ ଡିସେମ୍ବର ୨୦୨୨ ରେ ବରଗଡ କ୍ଳାସିକ, ୨୧ ଡିସେମ୍ବର ୨୦୨୨ରେ ମିଷ୍ଠର କେବିକେ ମୁନିଗୁଡା,୧୦ ଜାନୁଆରୀ ୨୦୨୩ ରେ ହିରାକୁଦ କ୍ଳାସିକ ,୨୧ ଜାନୁଆରୀ ୨୦୨୩ ରେ ବଙ୍ଗାମୁଣ୍ଡା କ୍ଳାସିକ, ୪ ଫେବୃଆରୀ ୨୦୨୩ ରେ ଖରିଆର କ୍ଳାସିକ, ୧୮ ଫେବୃଆରୀ ରେ ବଲାଙ୍ଗୀର କ୍ଳାସିକ, ୪ ମାର୍ଚ୍ଚ ୨୦୨୩ ରେ ଭୁବନେଶ୍ୱର ରେ ଇଷ୍ଠନ ଓଡିଶା , ୨୫ ମାର୍ଚ୍ଚ ୨୦୨୩ ରେ ଝାରସୁଗୁଡା ଠାରେ ମିଷ୍ଠର ଓଡିଶା , ୧୫ ଏପ୍ରିଲ ୨୦୨୩ ଟିକିରି ରେ ରୋସନ କ୍ୟାସିକ ପ୍ରତିଯୋଗିତା ଆୟୋଜନ କରାଯିବ ବୋଳି ସୁଚନା ଦିଆଯାଇଛି। କଳିଙ୍ଗ ବଡିବିଲଣ୍ଡିଙ୍ଗ ଆସୋସିଏସନ(କେବିବିଏସ) ଓଡିଶା ତରଫରୁ ବଡିବିଲଣ୍ଡିଙ୍ଗ ଚାମ୍ପିୟନ ୨୦୨୨/୨୩ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି ! ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ସମ୍ବଲପୁର ର ପୂର୍ବତନ ବିଧାୟିକା ତଥା ସମ୍ବଲପୁର ଜିଲ୍ଲା ବଡିବିଲଣ୍ଡିଙ୍ଗ ଆଣ୍ଡ ଫିଟନେସ ଏସୋସିଏସନ ର ଚିଫ ପେଟ୍ରନ ଡ଼.ରାସେଶ୍ୱରୀ ପାଣିଗ୍ରାହୀ ଉପସ୍ଥିତ ଥିଲେ ।
କଳିଙ୍ଗ ବଡିବିଲଣ୍ଡିଙ୍ଗ ଏସୋସିଏସନ (କେବିବିଏସ) ଓଡିଶା ଶାଖା ତରଫରୁ ସଭାପତି-ସନ୍ତୋଷ ମହାନ୍ତି,ସାଧାରଣ ସମ୍ପାଦକ-ସନ୍ତୋଷ ମହାନ୍ତି, ଉପସଭାପତି-ଏମ କେ ସ୍ୱାଇଁ, ସହ ସମ୍ପାଦକ-ନିଶାନ୍ତ ବହିଦାର, କୋଷାଧ୍ୟକ୍ଷ-ନୀଳକଣ୍ଠ ବାରିକ, ସମ୍ବଲପୁର ଜିଲ୍ଲା ସମ୍ପାଦକ- ଅମିତାଵ ପରିଡା,ଜିଲ୍ଲା ସମ୍ପାଦକ ବଲାଙ୍ଗୀର-ବାଳକୃଷ୍ଣ ବାଗ,ଜିଲ୍ଲା ସମ୍ପାଦକ ଖର୍ଦ୍ଧା-ଏସ. ସାମନ୍ତରାଏ,ଜିଲ୍ଲା ସଭାପତି ବରଗଡ଼-ସ୍ୱାତୀ କୋର,ଜିଲ୍ଲା ସମ୍ପାଦକ ଝାରସୁଗୁଡା-ବିକାଶ ମହାନ୍ତି,ଜିଲ୍ଲା ସମ୍ପାଦକ ନୂଆପଡା-ଏସ.ଶାହା,ଜିଲ୍ଲା ସମ୍ପାଦକ ବୌଦ୍ଧ-ରାଜୀବ ମହାନ୍ତି,
ଜିଲ୍ଲା ସମ୍ପାଦକ ପୁରୀ-ପ୍ରମୋଦ ମହାପାତ୍ର,ଜିଲ୍ଲା ସମ୍ପାଦକ ରାୟଗଡା-ଦିପୁ ମହାନ୍ତି ଏବଂ ସମ୍ବଲପୁର ଜିଲ୍ଲା ବଡିବିଲଣ୍ଡିଙ୍ଗ ଆଣ୍ଡ ଫିଟନେସ ଏସୋସିଏସନର ସଭାପତି-ସତୀଶ ବିଶି, ଉପସଭାପତି-ଜିଜି ଜସେପ,ଉପସଭାପତି-ଆସିଫ ଖାନ,କାର୍ଯକାରୀ ସମ୍ପାଦକ-ଦୁଲାଲ ଚନ୍ଦ୍ର ରାୟ, ସାଧାରଣ କମିଟି ସଦସ୍ୟ-ଜୟନ୍ତ ବାଘ, ଆଲମ ସା, ତରୁଣ ଶର୍ମା, କୃଷ୍ଣକାନ୍ତ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ ।
ଆଗକୁ ୨୦୨୨/୨୩ ଚାମ୍ପିଅନସିପ ପାଇଁ ତାରିଖ ଘୋଷଣା କରାଯାଇଛି । ଏହି କ୍ରମରେ ୬ ଡିସେମ୍ବର ୨୦୨୨ ରେ ବରଗଡ କ୍ଳାସିକ, ୨୧ ଡିସେମ୍ବର ୨୦୨୨ରେ ମିଷ୍ଠର କେବିକେ ମୁନିଗୁଡା,୧୦ ଜାନୁଆରୀ ୨୦୨୩ ରେ ହିରାକୁଦ କ୍ଳାସିକ ,୨୧ ଜାନୁଆରୀ ୨୦୨୩ ରେ ବଙ୍ଗାମୁଣ୍ଡା କ୍ଳାସିକ, ୪ ଫେବୃଆରୀ ୨୦୨୩ ରେ ଖରିଆର କ୍ଳାସିକ, ୧୮ ଫେବୃଆରୀ ରେ ବଲାଙ୍ଗୀର କ୍ଳାସିକ, ୪ ମାର୍ଚ୍ଚ ୨୦୨୩ ରେ ଭୁବନେଶ୍ୱର ରେ ଇଷ୍ଠନ ଓଡିଶା , ୨୫ ମାର୍ଚ୍ଚ ୨୦୨୩ ରେ ଝାରସୁଗୁଡା ଠାରେ ମିଷ୍ଠର ଓଡିଶା , ୧୫ ଏପ୍ରିଲ ୨୦୨୩ ଟିକିରି ରେ ରୋସନ କ୍ୟାସିକ ପ୍ରତିଯୋଗିତା ଆୟୋଜନ କରାଯିବ ବୋଳି ସୁଚନା ଦିଆଯାଇଛି।