Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

କଳିଙ୍ଗ ବଡିବିଲଣ୍ଡିଙ୍ଗ ଆସୋସିଏସନ ର ସାମ୍ବାଦିକ ସମ୍ମିଳନୀ

28 0

ସମ୍ବଲପୁର:୨୮/୦୮(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଠାରେ ଆଜି କଳିଙ୍ଗ ବଡିବିଲଣ୍ଡିଙ୍ଗ ଆସୋସିଏସନ (କେବିବିଏସ) ଓଡିଶା ତରଫରୁ ବଡିବିଲଣ୍ଡିଙ୍ଗ ଚାମ୍ପିୟନ ୨୦୨୨/୨୩ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି ! ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ସମ୍ବଲପୁର ର ପୂର୍ବତନ ବିଧାୟିକା ତଥା ସମ୍ବଲପୁର ଜିଲ୍ଲା ବଡିବିଲଣ୍ଡିଙ୍ଗ ଆଣ୍ଡ ଫିଟନେସ ଏସୋସିଏସନ ର ଚିଫ ପେଟ୍ରନ ଡ଼.ରାସେଶ୍ୱରୀ ପାଣିଗ୍ରାହୀ ଉପସ୍ଥିତ ଥିଲେ ।

କଳିଙ୍ଗ ବଡିବିଲଣ୍ଡିଙ୍ଗ ଏସୋସିଏସନ (କେବିବିଏସ) ଓଡିଶା ଶାଖା ତରଫରୁ ସଭାପତି-ସନ୍ତୋଷ ମହାନ୍ତି,ସାଧାରଣ ସମ୍ପାଦକ-ସନ୍ତୋଷ ମହାନ୍ତି, ଉପସଭାପତି-ଏମ କେ ସ୍ୱାଇଁ, ସହ ସମ୍ପାଦକ-ନିଶାନ୍ତ ବହିଦାର, କୋଷାଧ୍ୟକ୍ଷ-ନୀଳକଣ୍ଠ ବାରିକ, ସମ୍ବଲପୁର ଜିଲ୍ଲା ସମ୍ପାଦକ- ଅମିତାଵ ପରିଡା,ଜିଲ୍ଲା ସମ୍ପାଦକ ବଲାଙ୍ଗୀର-ବାଳକୃଷ୍ଣ ବାଗ,ଜିଲ୍ଲା ସମ୍ପାଦକ ଖର୍ଦ୍ଧା-ଏସ. ସାମନ୍ତରାଏ,ଜିଲ୍ଲା ସଭାପତି ବରଗଡ଼-ସ୍ୱାତୀ କୋର,ଜିଲ୍ଲା ସମ୍ପାଦକ ଝାରସୁଗୁଡା-ବିକାଶ ମହାନ୍ତି,ଜିଲ୍ଲା ସମ୍ପାଦକ ନୂଆପଡା-ଏସ.ଶାହା,ଜିଲ୍ଲା ସମ୍ପାଦକ ବୌଦ୍ଧ-ରାଜୀବ ମହାନ୍ତି,ଜିଲ୍ଲା ସମ୍ପାଦକ ପୁରୀ-ପ୍ରମୋଦ ମହାପାତ୍ର,ଜିଲ୍ଲା ସମ୍ପାଦକ ରାୟଗଡା-ଦିପୁ ମହାନ୍ତି ଏବଂ ସମ୍ବଲପୁର ଜିଲ୍ଲା ବଡିବିଲଣ୍ଡିଙ୍ଗ ଆଣ୍ଡ ଫିଟନେସ ଏସୋସିଏସନର ସଭାପତି-ସତୀଶ ବିଶି, ଉପସଭାପତି-ଜିଜି ଜସେପ,ଉପସଭାପତି-ଆସିଫ ଖାନ,କାର୍ଯକାରୀ ସମ୍ପାଦକ-ଦୁଲାଲ ଚନ୍ଦ୍ର ରାୟ, ସାଧାରଣ କମିଟି ସଦସ୍ୟ-ଜୟନ୍ତ ବାଘ, ଆଲମ ସା, ତରୁଣ ଶର୍ମା, କୃଷ୍ଣକାନ୍ତ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ । ଆଗକୁ ୨୦୨୨/୨୩ ଚାମ୍ପିଅନସିପ ପାଇଁ ତାରିଖ ଘୋଷଣା କରାଯାଇଛି ।

ଏହି କ୍ରମରେ ୬ ଡିସେମ୍ବର ୨୦୨୨ ରେ ବରଗଡ କ୍ଳାସିକ, ୨୧ ଡିସେମ୍ବର ୨୦୨୨ରେ ମିଷ୍ଠର କେବିକେ ମୁନିଗୁଡା,୧୦ ଜାନୁଆରୀ ୨୦୨୩ ରେ ହିରାକୁଦ କ୍ଳାସିକ ,୨୧ ଜାନୁଆରୀ ୨୦୨୩ ରେ ବଙ୍ଗାମୁଣ୍ଡା କ୍ଳାସିକ, ୪ ଫେବୃଆରୀ ୨୦୨୩ ରେ ଖରିଆର କ୍ଳାସିକ, ୧୮ ଫେବୃଆରୀ ରେ ବଲାଙ୍ଗୀର କ୍ଳାସିକ, ୪ ମାର୍ଚ୍ଚ ୨୦୨୩ ରେ ଭୁବନେଶ୍ୱର ରେ ଇଷ୍ଠନ ଓଡିଶା , ୨୫ ମାର୍ଚ୍ଚ ୨୦୨୩ ରେ ଝାରସୁଗୁଡା ଠାରେ ମିଷ୍ଠର ଓଡିଶା , ୧୫ ଏପ୍ରିଲ ୨୦୨୩ ଟିକିରି ରେ ରୋସନ କ୍ୟାସିକ ପ୍ରତିଯୋଗିତା ଆୟୋଜନ କରାଯିବ ବୋଳି ସୁଚନା ଦିଆଯାଇଛି। କଳିଙ୍ଗ ବଡିବିଲଣ୍ଡିଙ୍ଗ ଆସୋସିଏସନ(କେବିବିଏସ) ଓଡିଶା ତରଫରୁ ବଡିବିଲଣ୍ଡିଙ୍ଗ ଚାମ୍ପିୟନ ୨୦୨୨/୨୩ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି ! ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ସମ୍ବଲପୁର ର ପୂର୍ବତନ ବିଧାୟିକା ତଥା ସମ୍ବଲପୁର ଜିଲ୍ଲା ବଡିବିଲଣ୍ଡିଙ୍ଗ ଆଣ୍ଡ ଫିଟନେସ ଏସୋସିଏସନ ର ଚିଫ ପେଟ୍ରନ ଡ଼.ରାସେଶ୍ୱରୀ ପାଣିଗ୍ରାହୀ ଉପସ୍ଥିତ ଥିଲେ ।

କଳିଙ୍ଗ ବଡିବିଲଣ୍ଡିଙ୍ଗ ଏସୋସିଏସନ (କେବିବିଏସ) ଓଡିଶା ଶାଖା ତରଫରୁ ସଭାପତି-ସନ୍ତୋଷ ମହାନ୍ତି,ସାଧାରଣ ସମ୍ପାଦକ-ସନ୍ତୋଷ ମହାନ୍ତି, ଉପସଭାପତି-ଏମ କେ ସ୍ୱାଇଁ, ସହ ସମ୍ପାଦକ-ନିଶାନ୍ତ ବହିଦାର, କୋଷାଧ୍ୟକ୍ଷ-ନୀଳକଣ୍ଠ ବାରିକ, ସମ୍ବଲପୁର ଜିଲ୍ଲା ସମ୍ପାଦକ- ଅମିତାଵ ପରିଡା,ଜିଲ୍ଲା ସମ୍ପାଦକ ବଲାଙ୍ଗୀର-ବାଳକୃଷ୍ଣ ବାଗ,ଜିଲ୍ଲା ସମ୍ପାଦକ ଖର୍ଦ୍ଧା-ଏସ. ସାମନ୍ତରାଏ,ଜିଲ୍ଲା ସଭାପତି ବରଗଡ଼-ସ୍ୱାତୀ କୋର,ଜିଲ୍ଲା ସମ୍ପାଦକ ଝାରସୁଗୁଡା-ବିକାଶ ମହାନ୍ତି,ଜିଲ୍ଲା ସମ୍ପାଦକ ନୂଆପଡା-ଏସ.ଶାହା,ଜିଲ୍ଲା ସମ୍ପାଦକ ବୌଦ୍ଧ-ରାଜୀବ ମହାନ୍ତି,
ଜିଲ୍ଲା ସମ୍ପାଦକ ପୁରୀ-ପ୍ରମୋଦ ମହାପାତ୍ର,ଜିଲ୍ଲା ସମ୍ପାଦକ ରାୟଗଡା-ଦିପୁ ମହାନ୍ତି ଏବଂ ସମ୍ବଲପୁର ଜିଲ୍ଲା ବଡିବିଲଣ୍ଡିଙ୍ଗ ଆଣ୍ଡ ଫିଟନେସ ଏସୋସିଏସନର ସଭାପତି-ସତୀଶ ବିଶି, ଉପସଭାପତି-ଜିଜି ଜସେପ,ଉପସଭାପତି-ଆସିଫ ଖାନ,କାର୍ଯକାରୀ ସମ୍ପାଦକ-ଦୁଲାଲ ଚନ୍ଦ୍ର ରାୟ, ସାଧାରଣ କମିଟି ସଦସ୍ୟ-ଜୟନ୍ତ ବାଘ, ଆଲମ ସା, ତରୁଣ ଶର୍ମା, କୃଷ୍ଣକାନ୍ତ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ ।

ଆଗକୁ ୨୦୨୨/୨୩ ଚାମ୍ପିଅନସିପ ପାଇଁ ତାରିଖ ଘୋଷଣା କରାଯାଇଛି । ଏହି କ୍ରମରେ ୬ ଡିସେମ୍ବର ୨୦୨୨ ରେ ବରଗଡ କ୍ଳାସିକ, ୨୧ ଡିସେମ୍ବର ୨୦୨୨ରେ ମିଷ୍ଠର କେବିକେ ମୁନିଗୁଡା,୧୦ ଜାନୁଆରୀ ୨୦୨୩ ରେ ହିରାକୁଦ କ୍ଳାସିକ ,୨୧ ଜାନୁଆରୀ ୨୦୨୩ ରେ ବଙ୍ଗାମୁଣ୍ଡା କ୍ଳାସିକ, ୪ ଫେବୃଆରୀ ୨୦୨୩ ରେ ଖରିଆର କ୍ଳାସିକ, ୧୮ ଫେବୃଆରୀ ରେ ବଲାଙ୍ଗୀର କ୍ଳାସିକ, ୪ ମାର୍ଚ୍ଚ ୨୦୨୩ ରେ ଭୁବନେଶ୍ୱର ରେ ଇଷ୍ଠନ ଓଡିଶା , ୨୫ ମାର୍ଚ୍ଚ ୨୦୨୩ ରେ ଝାରସୁଗୁଡା ଠାରେ ମିଷ୍ଠର ଓଡିଶା , ୧୫ ଏପ୍ରିଲ ୨୦୨୩ ଟିକିରି ରେ ରୋସନ କ୍ୟାସିକ ପ୍ରତିଯୋଗିତା ଆୟୋଜନ କରାଯିବ ବୋଳି ସୁଚନା ଦିଆଯାଇଛି।

Related Post

ଜାତୀୟ ଖେଳ ଦିବସ ଅବସରରେ ସୁବର୍ଣ୍ଣପୁରରେ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ମିନି ମାରାଥନ

Posted by - August 27, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ଆସନ୍ତା ଅଗଷ୍ଟ 29ତାରିଖ ଜାତୀୟ ଖେଳ ଦିବସ ଅବସରରେ ସୁବର୍ଣ୍ଣପୁରରେ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ମିନି ମାରାଥନ । ଏଥିରେ ବିଭିନ୍ନ ଜିଲ୍ଲାରୁ ଖଳାଳୀ…

ଜିଲ୍ଲାସ୍ତରୀୟ ସନ୍ତରଣ ପ୍ରତିଯୋଗିତା

Posted by - August 30, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ଜାତୀୟ କ୍ରୀଡା ସପ୍ତାହ ପାଳନ ଅବସରରେ ଆଜି ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସନ୍ତରଣ ସଂଘ ତରଫରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ସନ୍ତରଣଗାରରେ ଜିଲ୍ଲାସ୍ତରୀୟ…

ଉଦଘାଟିତ ହୋଇଛି ଅଶୋକ ଦାସ ମେମୋରିଆଲ କ୍ରିକେଟ୍ ପ୍ରତିଯୋଗୀତା 

Posted by - February 2, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ ) ଯାଜପୁର ବାଳାଶ୍ରମ ପଡିଆରେ ଉଦଘାଟିତ ହୋଇଛି ଅଶୋକ ଦାସ ମେମୋରିଆଲ କ୍ରିକେଟ୍ ପ୍ରତିଯୋଗୀତା ଏହାକୁ ସମାଜସେବୀ ଯଯାତି କେଶରୀ ଦାସ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଚଳିତ ବର୍ଷ ଏହି ଟୁର୍ଣ୍ଣାମେଂଟରେ ମୋଟ ୮ଟି ଦଳ ଅଂଶଗ୍ରହଣ କରିଛନ୍ତି । ରାଜ୍ୟ ଓ ରାଜ୍ୟ ବାହାରର ଦଳ ଏହି ପତିଯୋଗୀତାରେ ଅଂଶଗ୍ରହଣ କରିଛନ୍ତି । ଆଜିର ଉଦଘାଟନି ମ୍ୟାଚ କଟକ ରାଇଜିଂ ଷ୍ଟାର ଏବଂ ଭଦ୍ରକ ଚରମ୍ପା ଦଳ ମଧ୍ୟରେ ଅନୁଷ୍ଠିତ ହେଉଛି ,ଏହି ଉଦଘାଟନି ଉତ୍ସବରେ ଯାଜପୁର ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ଭବପ୍ରସାଦ ଦାସ ଏବଂ ଯାଜପୁର କ୍ରିକେଟ ଆସୋସିଏସନର ସଂପାଦକ ଜ୍ଞାନଚାନ୍ଦ ଦାସ ଉପସ୍ଥିତ ଥିଲେ ।

ଜାତୀୟ ମହିଳା ସିନିୟର୍ ହକି କ୍ୟାମ୍ପ ରେ ସ୍ଥାନ ପାଇଲେ ଓଡ଼ିଶାର ଆଠ ଜଣ ଖେଳାଳି

Posted by - December 29, 2021 0
ଭୁବନେଶ୍ୱର:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସର୍ବଭାରତୀୟ ମହିଳା ହକି ଦଳ ନିମନ୍ତେ ଖେଳାଳି ଚୟନ ପାଇଁ ବିଧିବଦ୍ଧ କାର୍ଯ୍ୟ ଆରମ୍ଭ ହୋଇଛି। ତେଣୁ ଜାତୀୟ…

ଉଦଘାଟିତ ହୋଇଯାଇଛି ଅଶୋକ ଦାସ ସ୍ମାରକୀ କ୍ରିକେଟ ପ୍ରତିଯୋଗୀତା

Posted by - January 30, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ବାଳାଶ୍ରମ ପଡିଆରେ ଉଦଘାଟିତ ହୋଇଯାଇଛି ଅଶୋକ ଦାସ ସ୍ମାରକୀ କ୍ରିକେଟ ପ୍ରତିଯୋଗୀତା । ଯାଜପୁର ଜିଲାପାଳ ରଂଜନ କୁମାର ଦାସ ଏହି…