ସ୍ୱାଧୀନ ପଡା ଦୂର୍ଗାପୂଜା ନୁତନ କର୍ମକର୍ତା ନିବାଚନ ଅନୁଷ୍ଠିତ

47 0

ଟିଟିଲାଗଡ:( ସଞ୍ଜୟ କୁମାର ନାୟକ)ଟିଟିଲାଗଡ ସହରର ସ୍ୱାଧୀନପଡା ସାର୍ବଜନୀନ ଦୂର୍ଗାପୂଜା କମିଟିର ଚଳିତ ବର୍ଷ ଦୂର୍ଗା ପୂଜା ପାଇଁ କର୍ମକର୍ତା ନିର୍ବାଚନ ସହିତ ପ୍ରସ୍ତୁତି ବୈଠକ ଅଶୋକ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।

ଚଳିତ ବର୍ଷ ଦୂର୍ଗା ପୂଜା ପାଇଁ ଗୋପାଲୁ ବେହେରା ସଭାପତି , ଭୂବନେଶ୍ୱର ସାହୁ ଉପ-ସଭାପତି , ସୂରଜ କୁମାର ବେହେରା ସମ୍ପାଦକ , କାହ୍ନା ଘିଭେଲା ସହ-ସମ୍ପାଦକ , ସତ୍ୟନାରାୟଣ ଗୁପ୍ତା କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ବେଳେ ରମେଶ ବେହେରା , ରାଜେଶ ବେହେରା , ସତ୍ୟବ୍ରତ ପଣ୍ଡା , ରାମନାଥ ସେଠ , ବୁଲବୁଲ ମେହେର , ମନୋଜ ବେହେରା , ତିଲକରାମ ସାହୁ , ଆଶିଷ ବେହେରା , ରିଙ୍କୁ ସେଠ , ସଞ୍ଜୟ ବର୍ମା , ରଣଜିତ ପୃଷ୍ଟି , ଶିବଦତ୍ତ ବେହେରା , ବିନୋଦ ମରୋଦିଆ , ଚନ୍ଦ୍ରଶେଖର ନାୟକ , ଡା. ବିଜୟାନନ୍ଦ ବେହେରା , ସୁଧିର ମିଶ୍ର , ଭୋଲା ବେହେରା ପ୍ରମୁଖ ଉପଦେଷ୍ଟା କମିଟି ସଭ୍ୟ ଭାବେ ମନୋନୀତ ହୋଇଛନ୍ତି ।

ଚଳିତ ବର୍ଷ ଏହି କମିଟିର ଦୂର୍ଗା ପୂଜା ହୀରକ ଜୟନ୍ତୀ ପାଳନ କରିବ ଏଣୁ ସରକାର ଯଦି କଟକଣା ନ ଲଗାନ୍ତି ତେବେ ଯାକଜମକରେ ଏଥର ପୂଜା ଓ ସାଜସଜ୍ଜା କରାଯିବ ବୋଲି କର୍ମକର୍ତ୍ତା ମାନେ କହିଛନ୍ତି । ଏଥର କର୍ତ୍ତା ଭାବରେ ହିମରଞ୍ଜନ ମିଶ୍ର ଏବଂ ପୂଜକ ଭାବରେ ପଣ୍ଡିତ ମାନଓ ପାଣି କାର୍ଯ୍ୟ ତୁଲାଇବେ ବୋଲି ପ୍ରସ୍ତାବ ଗୃହୀତ କରାଗଲା । ବୈଠକକୁ ସଫଳ କରିବାରେ ଜିତୁ ପାତ୍ର , ପ୍ରକାଶ ସାହୁ , ମୁନା ଘିଭେଲା , ସଦା ସୁନାନୀ , ସନ୍ତୋଷ ସୁନାନୀ ପ୍ରମୁଖ ସହଯୋଗ କରିଥିଲେ ।

Related Post

ସାବିତ୍ରୀ ବ୍ରତ ପାଇଁ ଫଳ ମୂଳ ଦୋକାନରେ ଜମିଛି ଭିଡ଼ ଫଳ ମୂଳ ଆକାଶ ଛୁଆଁ ଦର

Posted by - May 29, 2022 0
ବଙ୍ଗୋମୁଣ୍ଡା::(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ସିନ୍ଧେକେଲା ବଙ୍ଗୋମୁଣ୍ଡା ଅଞ୍ଚଳରେ ସାବେତ୍ରୀ ବ୍ରତ ପାଇଁ ଫଳ ମୂଳ କିଣା ବିକା ଦୋକାନ ମାନଙ୍କରେ ଭିଡ଼ ଫଳ ମୂଳ…

ସ୍ୱଚ୍ଛ ଓ ସୁସ୍ଥ ଭାରତ ବାର୍ତ୍ତା ନେଇ ତିନି ସଚେତନତାଧର୍ମୀ ଙ୍କ ଭାରତବର୍ଷ ଭ୍ରମଣ

Posted by - October 24, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ସ୍ୱଚ୍ଛ ଓ ସୁସ୍ଥ ଭାରତ ଗଠନ ର ବାର୍ତ୍ତା ନେଇ ସମଗ୍ର ଦେଶ ଚାଲି ଚାଲି ପରିଭ୍ରମଣ କରିବାର ଇଛା ନେଇ ଆଜି ତିନି…

ବ୍ୟାସନଗରରେ “କ୍ଲବ ଦି ୟୁଥମାସ ” ପକ୍ଷରୁ ମହାମାରୀ କରୋନା ଭାଇରସ ର ସଚେତନତା କାର୍ଯ୍ୟକ୍ରମ

Posted by - March 18, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ବ୍ୟାସନଗରସ୍ଥିତ ଅର୍ଣ୍ଣପୂର୍ଣ୍ଣା ଆନାଥ ଆଶ୍ରମରେ “କ୍ଲବ ଦି ୟୁଥମାସ ” ପକ୍ଷରୁ ମହାମାରୀ କରୋନା ଭାଇରସ ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି…