Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ସ୍ୱାଧୀନତାର ୭୫ବର୍ଷ ପୁର୍ତ୍ତି ଅବସରରେ ରାଜ୍ୟ ପରିକ୍ରମା କରୁଥିବା ଅହିଂସା ରଥକୁ ବୌଦ୍ଧ ଜିଲାରେ ଭବ୍ୟ ସମ୍ବର୍ଦ୍ଧନା

41 0

ବୌଦ୍ଧ::୨୬/୦୮ :(ଚିତ୍ତରଂଜନସିଂ)ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ପରିକ୍ରମା କରୁଥିବା ଅହିଂସା ରଥଦ୍ବୟକୁ ଦ୍ଵିତୀୟ ଦିବସରେ ଉଭୟ ଅହିଂସା ରଥ୧ ଓ ୨ ବୌଦ୍ଧ ପଂଚାୟତ ସମିତି କାର୍ଯ୍ୟାଳୟରୁ ଆଜି ବାହାରି ଅହିଂସା ରଥ -୧ ମନମୁଣ୍ଡା, 5-T ବିଦ୍ୟାଳୟ, ମିଳିତ ଗ୍ରାମ ପଂଚାୟତ ଉଚ୍ଚ ବିଦ୍ୟାଳୟ, ପଳସାଗୋରା, କଣ୍ଟାମାଲ ପଂଚାୟତ ସମିତି କାର୍ଯ୍ୟାଳୟ ପରିସର, ସମଲେଶ୍ୱରୀ ଉଚ୍ଚ ବିଦ୍ୟାଳୟ, ଘଣ୍ଟାପଡା, ଉଚ୍ଚ ବିଦ୍ୟାଳୟ, ଆମ୍ବଗାଁ ଏବଂ ଆଦିବାସୀ ଉଚ୍ଚ ବିଦ୍ୟାଳୟ ନୂଆପାଲି ଅଭିମୁଖେ ଯାତ୍ରା କରିଥିଲା l

ରୁଟ ଚାର୍ଟ ଆନୁଯାୟୀ ଉକ୍ତ ସ୍ଥାନ ଗୁଡିକରେ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଓ ଅଧ୍ଯକ୍ଷ ଜିଲ୍ଲାପରିଷଦ ମଧ୍ୟ ଯୋଗଦାନ ପୂର୍ବକ ସାଦର ସ୍ୱାଗତ ସହ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l ଏବଂ ଏହି କାର୍ଯ୍ୟକ୍ରମ ରେ ସମ୍ପୃକ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ପଂଚାୟତ ରାଜ ଅନୁଷ୍ଠାନ, ସ୍ବେଛାସେବୀ ଅନୁଷ୍ଠାନ ଗୁଡିକ, ସାମାଜିକ ଅନୁଷ୍ଠାନ, ଜନପ୍ରତିନିଧି, ଜିଲ୍ଲାପରିଷଦ ଉପାଧକ୍ଷ ଶଙ୍କର୍ଷଣ ପ୍ରଧାନ, ବିଡ଼ିଓ କଣ୍ଟାମାଲ କଳାକୃଷ୍ଣ ପ୍ରଧାନ, ଏବିଡ଼ିଓ, ବ୍ଲକ ଚେୟାରମେନ ସସ୍ମିତା ସେନାପତି, ଜିଲ୍ଲା ପରିଷଦ ସଭ୍ୟା ପଦ୍ମାଲୟା ପ୍ରଧାନ, ବ୍ଲକ ଉପାଧକ୍ଷ ମହିନ୍ଦ୍ର ରଣା, ସିଡିପିଓ ଜୋସ୍ନାରାଣୀ ପାଢ଼ୀ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିବାବେଲେ ଏହି କାର୍ଯ୍ୟକ୍ରମ ଗୁଡିକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବାଲିଆରସିଂହ ଓ ଜିଲ୍ଲା କଲା ସଂସ୍କୃତି ସଂଘର ଉପସଭାପତି ଦିବ୍ୟସଙ୍କର ରାଉତ ପରିଚାଳନା କରିଥିଲେ l

ଏବଂ ବ୍ଲକ ର କର୍ମଚାରି ଆଦି ପ୍ରମୁଖ ସହଯୋଗ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ l ବିଭିନ୍ନ ସ୍ଥାନରେ ଭବ୍ୟ ସମ୍ବର୍ଦ୍ଧନା ପୂର୍ବକ ଦେଶତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଦେଶଭକ୍ତି ଚଳଚିତ୍ର ପରିବେଷଣ କରାଯାଇଥିଲା l ଦ୍ଵିତୀୟ ରଥଟି ଏବିଡ଼ିଓ, ବୌଦ୍ଧ ପ୍ରମୋଦ କୁମାର ମିଶ୍ର ଏବଂ ଜିଲ୍ଲା ସଂଯୋୟକ ବସନ୍ତ କୁମାର ସାହୁଙ୍କ ତତ୍ୱାବଧାନରେ ବନପାଳି ଭାରତ ମାତା ମନ୍ଦିରରେ ପହଂଚି ଆୟୋଜିତ ସଭାରେ ପାଞ୍ଚଟି ସ୍ବାଧୀନତା ସଂଗ୍ରାମୀ ପରିବାରକୁ ସମର୍ଦ୍ଧିତ କରାଯାଇଥିଲା l ତଥ୍ ପରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବାଉଁଶୁଣି, ମହାବିଦ୍ୟାଳୟ ବାଉଁ ଶୁଣି, ଦହ୍ୟା ଉଚ୍ଚ ବିଦ୍ୟାଳୟ, ଦହ୍ୟା ଆଦି ଠାରେ ସଂକୀର୍ତ୍ତନ୍ୟ, ମଟର ସାଇକେଲ ରାଲୀ, ଘୋଷ ବାଦନ ପୂର୍ବକ ଅହିଂସା ରଥକୁ ସ୍ୱାଗତ କରାଯାଇଥିଲା l ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ ସମ୍ପୃକ୍ତ ସରପଞ୍ଚ, ସମିତି ସଭ୍ୟ, ଏସ ଏଚ ଜି ଗ୍ରୁପ ସାମାଜିକ କର୍ମୀ, ସାମ୍ବାଦିକ ପ୍ରମୁଖଙ୍କ ଯୋଗଦାନ ଓ ବହୁ ସଂଖ୍ୟକ ଜନସାଧାରଣ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ l କରି କାର୍ଯ୍ୟକ୍ରମକୁ ଜନାଦୃତ କରାଯାଇଥିଲା l ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା ।

Related Post

ଝୁମ୍ପୁରୀ ବଜାରରେ ଦୁଇଟି ଦୋକାନ ସିଲ୍ କଲା ପ୍ରଶାସନ

Posted by - April 18, 2020 0
ଭୁବନେଶ୍ୱର: ତା ୧୮/୪ : ଦଶରଥପୁର ବ୍ଲକ ଝୁମ୍ଫୁରୀ ବଜାରଠାରେ ଦୁଇଟି ଦୋକାନକୁ ଜିଲ୍ଲାଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଧେଶକ ଇନ୍ଦ୍ରମଣି ନାୟକ ଓ ଉପଜିଲ୍ଲାପାଳ ନାରାୟଣ…

ମହାନଦୀ ରେ ଭାସୁଛି ଅଜଣା ବ୍ୟକ୍ତିର ଶବ

Posted by - September 18, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ଥାନା ଜହ୍ନ।ପଙ୍କ ଫାଣ୍ଡି ଅନ୍ତର୍ଗତ ଲଷ୍ମୀପ୍ରସ।ଦ ପଂଚାୟତ ର ଜଗତି ମହାନଦୀ କୂଳରେ ଆଜି ଅପରାହ୍ନ ୫ ଟା ବେଳେ ଏକ ଶବ ଲାଗିଥିବା ଜଣାପଡିଛି।ତେବେ…

ରୋଟାରୀ କ୍ଲବ ଇକୋ ପକ୍ଷରୁ ବୃହତ୍‍ ଚାରାରୋପଣ ଅଭିଯାନର ଶୁଭାରମ୍ଭ

Posted by - August 7, 2021 0
ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ରୋଟାରୀ କ୍ଲବ ଇକୋ ପକ୍ଷରୁ ନିକଟରେ ବ୍ୟାପକ ଚାରାରୋପଣ ଅଭିଯାନର ଶୁଭାରମ୍ଭ କରାଯାଇଛି । ଚଳିତ ବର୍ଷ ସ୍ଥାପନ ହୋଇଥିବା ଏହି କ୍ଲବ,…

ଜୁରାବନ୍ଧ ଗ୍ରାମରେ ଏସଡିପିଓ,ଲୋକଙ୍କ ସହ ବସି କଲେ ଆଲୋଚନା

Posted by - December 25, 2021 0
ବଙ୍ଗୋମୁଣ୍ଡା:( ଅଭିମନ୍ୟୁ ବହିଦାର)- ଆଜି ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ମାଓ ପ୍ରବଣ ଅଞ୍ଚଳ ଜୁରାବନ୍ଧ ଗ୍ରାମକୁ ଆସି କଣ୍ଟାବାଞ୍ଜି ଏସଡିପିଓ ଡ଼ଃ ହୃଷିକେଶ ମେହେର ଲୋକଙ୍କ…

ପୁଅର ଗଣ୍ଡଗୋଳ ଛଡାଇବାକୁ ଯାଇ ବାପାର ମୃତ୍ୟୁ

Posted by - October 3, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ଭଞ୍ଜନଗର ଥାନା ଅନ୍ତର୍ଗତ ବଡ କୋଦଣ୍ଡା ଖଦାଳ ସାହିରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି।ସୂଚନା ମୁତାବକ ଚାକୁଣ୍ଡା ପଲ୍ଲି…