ସମ୍ବଲପୁର ଗସ୍ତ ଅବସରରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫ଟି ସଚିବ ଭି କେ ପାଣ୍ଡିଆନ

34 0

ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ଭିସୁଟ ପାଇଁ ହଜାରେ କୋଟି ର ଅନୁଦାନ ପ୍ରସ୍ତାବ । ସୂଚନା ଦେଲେ ମୁଖ୍ୟ ଶାସନ ସଚିବ । ଆଜି ସମ୍ବଲପୁର ଗସ୍ତ ଅବସରରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫ଟି ସଚିବ ଭି କେ ପାଣ୍ଡିଆନ, ଦକ୍ଷତା ବିକାଶ ର ପ୍ରମୁଖ ସଚିବ ହେମନ୍ତ ଶର୍ମା ବିଭିନ୍ନ ପ୍ରକଳ୍ପ ର ଅନୁଧ୍ୟାନ କରିଥିଲେ । ଆଜି ସକାଳେ ପ୍ରଥମେ ସମ୍ବଲପୁର ରେ ପହଂଚିବା ପରେ ଭିସୁଟ ଗସ୍ତ କରିଥିଲେ । ସେଇଠି ଅନୁଧ୍ୟାନ କଲା ପରେ ବର୍ତ୍ତମାନ ପରିସ୍ଥିତି ରେ ଭିସୁଟ କୁ ଉନ୍ନତ ମାନର ବୈଷୟିକ ଶିକ୍ଷାନୁଷ୍ଠାନ କରାଯିବ । ଏକ ମାଷ୍ଟର ପ୍ଲାନ ତିଆରି କରାଯାଇ ଭିସୁଟ କୁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ । ବର୍ତ୍ତମାନ ପାଞ୍ଚ ହଜାର ଛାତ୍ରଛାତ୍ରୀ ଭିସୁଟ ରେ ଅବସ୍ଥାନ କରୁଥିବା ବେଳେ କିଭଳି ଦଶ ହଜାର ଛାତ୍ରଛାତ୍ରୀ ରହିବେ ସେ ଦିଗରେ ଆଲୋଚନା ହୋଇଥିଲା ।

ଭିସୁଟ ର ନିଜସ୍ୱ ସ୍ଥାୟୀ ଜମି ବାବଦରେ ମଧ୍ୟ ଜଳସେଚନ ବିଭାଗ ସହିତ କଥା ହୋଇ ପ୍ରଦାନ କରାଯିବ ବୋଲି କହିଥିଲେ । ବୈଜା ମୁଣ୍ଡା ସ୍ଥିତ ସମନ୍ଵିତ ଭିତ୍ତିଭୂମି କେନ୍ଦ୍ର ରେ ମଧ୍ୟ ଖୁବ ଶୀଘ୍ର ବର୍ତ୍ତମାନ ବୃଦ୍ଧବୃଦ୍ଧା ଅନ୍ଧ ମୁକ ବଧିର ମାନଙ୍କୁ ଥଇଥାନ କରାଯାଇଛି । ଏଇଠି ୫୦୦ ଜଣ ନିରାଶ୍ରୟ ଙ୍କୁ ରଖାଯିବ । ତା ପରେ ସମସ୍ତେ ଆସି ମାଆ ସମଲେଶ୍ୱରୀ ଙ୍କର ଦର୍ଶନ ସହ ଆଶୀର୍ବାଦ ନେଇଥିଲେ । ସମଲେଇ ଯୋଜନା ରେ ମଧ୍ୟ ବିସ୍ଥାପିତ ହୋଇଥିବା ଲୋକଙ୍କୁ ନୂତନ ଗୃହ ନିର୍ମାଣ ଓ ପ୍ରଦାନ କରାଯିବ । ରିଙ୍ଗ ରୋଡ଼ ରେ ରହିଥିବା ରିଭର ଭିୟୁ କୁ ମଧ୍ୟ ଧ୍ୟାନ ଦିଆଯାଇଛି । ତା ସହ ୫ଟି ଅଧିନସ୍ତ ଲେଡିଲୁଇସ ଗାର୍ଲସ ହାଇ ସ୍କୁଲ ମଧ୍ୟ ପରିଦର୍ଶନ କରିବା ସହ ତାର ଆବଶ୍ୟକୀୟ ଭିତ୍ତିଭୂମି ପାଇଁ ଆଲୋଚନା କରିଥିଲେ ।

Related Post

କଟକ କଂଗ୍ରେସ ର ସମୀକ୍ଷା ବୈଠକ,ଲୋକମାନଙ୍କ ମୌଳିକ ସମସ୍ୟା ମୁଖ୍ୟ ପ୍ରସଙ୍ଗ

Posted by - November 22, 2020 0
କଟକ : କଂଗ୍ରେସ ସଙ୍ଗଠନକୁ ମଜବୁତ କରିବାକୁ ହେଲେ ଲୋକମାନଙ୍କ ମୌଳିକ ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ କରିବାକୁ ହେବ । କର୍ମୀ ମାନଙ୍କୁ ଏହି ଟିପ୍ସ ଦେଇଛନ୍ତି କଂଗ୍ରେସ…

ବିଦ୍ୟାଳୟର ପ୍ରଶ୍ନ ପତ୍ର ଲିକ ଘଟଣା

Posted by - July 14, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ )ପୁଣି ଚର୍ଚ୍ଚାରେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ l ଏଥର ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ଯୁକ୍ତତିନି ପରୀକ୍ଷାର ପ୍ରଶ୍ନପତ୍ର ଲିକ ହେବାପରେ ପରୀକ୍ଷା ବାତିଲ…

ମାଁ ସମ୍ମୁଖରେ ଦୁଇ ଭାଇଙ୍କ ଜୀବନ ଚାଲିଗଲା

Posted by - November 10, 2021 0
ସମ୍ଵଲପୁର:(ରମାକାନ୍ତ ବିଶ୍ବାଳ)ମାଁ ସମ୍ମୁଖରେ ଦୁଇ ପୁଅ ଙ୍କ ଜୀବନ ଚାଲିଗଲା କୂଅ ଭିତରେ ଖସିପଡି ।ଏଭଲି ହୃଦୟ ବିତାରକ ଚିତ୍ର ସମ୍ଵଲପୁରରୁ ସାମ୍ନାକୁ ଆସିଛି । ସହର…

ଶାରଦା ପାଟନାଳି ପୁର୍ନଃଉଦ୍ଧାର କାମରେ ଅନିୟମିତତା

Posted by - July 11, 2020 0
ଯାଜପୁର: ଅଫିସ :ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅଧିନ ଅଲିପୁର ପଂଚାୟତ ଓ ବାଲିବିଲ ପଂଚାୟତର କେଁକରଡା ଠାରେ ପାଟନାଳି ପୁର୍ନଃଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।…