ଖପ୍ରାଖୋଲ ରୁ ବାହାରିଲା କୃଷକ ସଚେତନତା ରଥ

278 0

ଖପ୍ରାଖୋଲ:( ତାପସ ରଞ୍ଜନ ବେହେରା) ସ୍ଥାନୀୟ ବ୍ଲକ୍ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରୁ କୃଷକ ସଚେତନତା ରଥ ର ଶୁଭାରମ୍ଭ ବୁଧବାର ହୋଇଯାଇଛି। ଏହିକର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ପାଟଣାଗଡ ଅତିରିକ୍ତ କୃଷି ଜିଲ୍ଲା ଅଧିକାରୀ ଗୁରେନ୍ଦ୍ର ନାଥ ସିଂ ଯୋଗଦେଇ ପୂଜା ପରେ ନଡ଼ିଆ ଭାଙ୍ଗି, ସବୁଜ ପତାକା ଦେଖେଇ ସଚେତନତା ରଥର ଶୁଭାରମ୍ଭ କରିଥଲେ। ସଚେତନା ରଥ ମାଧ୍ୟମରେ ସମସ୍ତ ଚାଷୀ କୃଷକ ଓଡ଼ିଶା ପୋର୍ଟାଲ ରେ ନାମ ପଞ୍ଜିକରଣ, ପିଏମ୍ କିଷାନ ରେ ଇ କେ ଉଆଇସି କରିବା, ଗୋସୁଗମ୍ ଏପ୍ ର ବ୍ୟବହାର ଉପରେ ସଚେତନ କରିବ। ଏହି ଅବସରରେ ବ୍ଲକ୍ କୃଷି ଅଧିକାରୀ ଡମ୍ବରୁ ଧର ମେହେର, ସହକାରୀ କୃଷି ଅଧିକାରୀ ସୁଜିତ କୁମାର ଭୋଇ, ଏଫିଏସ ଏମଟି ଅଭୟ ତ୍ରିପାଠୀ, କୃଷି ଅଧିଦର୍ଶକ ଧରମ ସିଂ ସରାଫ, କୁମୁଦିନୀ ପାଣିଗ୍ରାହୀ, ଇପ୍ସିତା ବାରିକ, ପରେସ ମେହେର, ଚ୍ଛାୟାକାନ୍ତ ବାରିକ ପ୍ରମୁଖ କୃଷି କର୍ମଚାରୀ ଉପସ୍ଥିତ ଥିଲେ। ସଚେତନ ତଥା ବ୍ଲକ ର ସମସ୍ତ ପଞ୍ଚାୟତ ବୁଲିବ ବୋଲି ଜଣାଯାଇଛି।

Related Post

ବଲାଙ୍ଗୀର ସ୍ୱାଭିମାନ ପରିବାର ତରଫରୁ ଟିଟିଲାଗଡ ବିକାଶ ସେନାକୁ କରାଗଲା ସମ୍ୱର୍ଦ୍ଧିତ

Posted by - October 21, 2022 0
ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ) ଗୁରୁବାର ସଂନ୍ଧ୍ୟାରେ ବଲାଙ୍ଗିର ଟାଉନ ହଲଠାରେ ସ୍ୱାଭିମାନ ପରିବାରର ବାର୍ଷିକୋତ୍ସବ ତଥା ନୂଆଁଖାଇ ଭେଟଘାଟ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ…

ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ଡମ୍ପିୟାର୍ଡରେ ନିଆଁ

Posted by - February 14, 2020 257
ଭୁବନେଶ୍ୱର ୧୪।୦୨ – ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ଡମ୍ପିୟାର୍ଡରେ ନିଆଁ ଲାଗିଛି । ଏଠାରେ ନିଆଁ ଲାଗିବା ଯୋଗୁଁ ସମ୍ପୂର୍ଣ୍ଣ ଅଞ୍ଚଳ ଧୂଆଁମୟ ହୋଇଯାଇଛି । ଅଗ୍ନିଶମ…

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

Posted by - February 20, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଡୁଙ୍ଗୁରିପାଲି ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲି ସୁନୀଲ…

ସାମ୍ବାଦିକଙ୍କ ଗାଡିରେ ପାଣି ମିଶ୍ରିତ ପେଟ୍ରୋଲ ବିବାଦରେ ୩୦ ହଜାର କ୍ଷତିପୂରଣ ଜିଲ୍ଲାରୁ ରାଷ୍ଟ୍ରୀୟ ଖାଉଟି ବିବାଦ ସମାଧାନ ଆୟୋଗ ଯାଏଁ ଆଇନଗତ ଲଢେଇ

Posted by - May 13, 2023 0
ବୌଦ୍ଧ:୧୩/୫(ଚିତ୍ତରଞ୍ଜନ ସିଂହ)ବୌଦ୍ଧର ବରିଷ୍ଠ ସାମ୍ବାଦିକ ଯୁଗଳ କିଶୋର ସାମଲଙ୍କ କାର୍‌ରେ ପେଟ୍ରୋଲ ସହିତ ପାଣି ଭର୍ତ୍ତିକରିବା ଘଟଣାର ଚୁଡାନ୍ତ ଫଇସଲା ହୋଇଛି । ବୌଦ୍ଧ ଜିଲ୍ଲା ଖାଉଟି…

ସରକାରୀ ହରିଶଙ୍କର ଉଚ୍ଚ ବିଦ୍ୟାଳୟର ଶ୍ରେଣୀ ଗୃହ ନିର୍ମାଣ ପାଇଁ ଆସିଥିବା ଟଙ୍କା ଟେଣ୍ଡର ହେବ କେବେ ? ସୁରକ୍ଷିତ ଶ୍ରେଣୀ ଗୃହ ନଥିବାରୁ ସ୍କୁଲ ରୂପାନ୍ତରି କରଣ କାମ ଅଧ ପନ୍ତରିଆ

Posted by - October 11, 2022 0
ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ରେଙ୍ଗାଲି ସରକାରୀ ହରିଶଙ୍କର ଉଚ୍ଚ ବିଦ୍ୟାଳୟ ରେ ଶ୍ରେଣୀ ଗୃହ ନିର୍ମାଣ ହେବ ପାଇଁ…