ଖପ୍ରାଖୋଲ ରୁ ବାହାରିଲା କୃଷକ ସଚେତନତା ରଥ

32 0

ଖପ୍ରାଖୋଲ:( ତାପସ ରଞ୍ଜନ ବେହେରା) ସ୍ଥାନୀୟ ବ୍ଲକ୍ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରୁ କୃଷକ ସଚେତନତା ରଥ ର ଶୁଭାରମ୍ଭ ବୁଧବାର ହୋଇଯାଇଛି। ଏହିକର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ପାଟଣାଗଡ ଅତିରିକ୍ତ କୃଷି ଜିଲ୍ଲା ଅଧିକାରୀ ଗୁରେନ୍ଦ୍ର ନାଥ ସିଂ ଯୋଗଦେଇ ପୂଜା ପରେ ନଡ଼ିଆ ଭାଙ୍ଗି, ସବୁଜ ପତାକା ଦେଖେଇ ସଚେତନତା ରଥର ଶୁଭାରମ୍ଭ କରିଥଲେ। ସଚେତନା ରଥ ମାଧ୍ୟମରେ ସମସ୍ତ ଚାଷୀ କୃଷକ ଓଡ଼ିଶା ପୋର୍ଟାଲ ରେ ନାମ ପଞ୍ଜିକରଣ, ପିଏମ୍ କିଷାନ ରେ ଇ କେ ଉଆଇସି କରିବା, ଗୋସୁଗମ୍ ଏପ୍ ର ବ୍ୟବହାର ଉପରେ ସଚେତନ କରିବ। ଏହି ଅବସରରେ ବ୍ଲକ୍ କୃଷି ଅଧିକାରୀ ଡମ୍ବରୁ ଧର ମେହେର, ସହକାରୀ କୃଷି ଅଧିକାରୀ ସୁଜିତ କୁମାର ଭୋଇ, ଏଫିଏସ ଏମଟି ଅଭୟ ତ୍ରିପାଠୀ, କୃଷି ଅଧିଦର୍ଶକ ଧରମ ସିଂ ସରାଫ, କୁମୁଦିନୀ ପାଣିଗ୍ରାହୀ, ଇପ୍ସିତା ବାରିକ, ପରେସ ମେହେର, ଚ୍ଛାୟାକାନ୍ତ ବାରିକ ପ୍ରମୁଖ କୃଷି କର୍ମଚାରୀ ଉପସ୍ଥିତ ଥିଲେ। ସଚେତନ ତଥା ବ୍ଲକ ର ସମସ୍ତ ପଞ୍ଚାୟତ ବୁଲିବ ବୋଲି ଜଣାଯାଇଛି।

Related Post

ବଡ଼ବିଲ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ

Posted by - October 2, 2019 77
ବଡ଼ବିଲ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ ହୋଇଛି।ବଡ଼ବିଲ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଗୁରୁଜୀ ଶ୍ରୀଯୁକ୍ତ ଡମ୍ବରୁଧର…

ଗ୍ରୀଷ୍ମ ଲହରୀର ମୁକାବିଲା କରିବା ପାଇଁ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କର ତାଲିମ ଶିବିର ଅନୁଷ୍ଠିତ

Posted by - March 31, 2022 0
ବୌଦ୍ଧ :(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗ୍ରୀଷ୍ମ ଲହରୀର ମୁକାବିଲା ଶୀର୍ଷକ ଏକ ତାଲିମ ଶିବିର ଜିଲ୍ଲାପାଳ ଶ୍ରୀ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।…

ସାବିତ୍ରୀ ବ୍ରତ ପାଇଁ ଫଳ ମୂଳ ଦୋକାନରେ ଜମିଛି ଭିଡ଼ ଫଳ ମୂଳ ଆକାଶ ଛୁଆଁ ଦର

Posted by - May 29, 2022 0
ବଙ୍ଗୋମୁଣ୍ଡା::(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ସିନ୍ଧେକେଲା ବଙ୍ଗୋମୁଣ୍ଡା ଅଞ୍ଚଳରେ ସାବେତ୍ରୀ ବ୍ରତ ପାଇଁ ଫଳ ମୂଳ କିଣା ବିକା ଦୋକାନ ମାନଙ୍କରେ ଭିଡ଼ ଫଳ ମୂଳ…

କଳାରତ୍ନ ବଂଶୀଧର କର ଙ୍କୁ ସମ୍ମାନଜନକ କଳିଙ୍ଗ ସମ୍ମାନ ୨୦୨୨ ପ୍ରଦାନ

Posted by - January 18, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ୱାଳ)ବରଗଡ଼ ସ୍ଥିତ ବିଜୁ ପଟନାୟକ ଟାଉନହଲ ଠାରେ କଳିଙ୍ଗ କଲ୍ୟାଣ ଫାଉଣ୍ଡେଶନ, ଭୁବନେଶ୍ଵର ଓ ଏକ ଟିଭି ଚାନେଲ ର ମିଳିତ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟ…

ମାଓବାଦୀ ଙ୍କ ଶହୀଦ ସପ୍ତାହ କୁ ନେଇ ପୋଲିସ ର ସତର୍କତା

Posted by - December 7, 2021 0
ପାଟଣାଗଡ଼:(ତାପସ ରଞ୍ଜନ ବେହେରା) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଅଂଚଳରେ ପୋଲିସ ତରଫରୁ ମାଓବାଦୀ ଙ୍କ ସହିଦ ସପ୍ତାହ କୁ ନେଇ ବେଶ ସତର୍କ ଥିବା ଦେଖା ଯାଇଛି…