ଜିଲ୍ଲା ସ୍ତରୀୟ ଆଇନ୍ ସାକ୍ଷରତା ଉତ୍ସବ

30 0

ସୋନପୁର:( ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ସ୍ତରୀୟ ଆଇନ୍ ସାକ୍ଷରତା ଉତ୍ସବ ଏଡିଆର୍ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବ ରେ ସ୍କୁଲ ଲିଗାଲ ଲିଟ୍ରେସି କ୍ଲବ ର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରି ବକୃତା, ରଚନା, ଚିତ୍ରାଙ୍କନ ଓ ବ୍ୟଙ୍ଗ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ବକୃତା ପ୍ରତିଯୋଗିତା ରେ ସ୍ଥିତାପ୍ରଜ୍ଞା ମିଶ୍ର ପ୍ରଥମ, ଅର୍ଚ୍ଚନା ମହାନ୍ତି ଦ୍ୱିତୀୟ ଓ ଦିବ୍ୟଶ୍ରି ପାଣିଗ୍ରାହୀ ତୃତୀୟ, ଚିତ୍ରାଙ୍କନ ପ୍ରତିଯୋଗିତାରେ ଆଶୁତୋଶ ରଣା ପ୍ରଥମ, ସୀମା ବିଶି ଦ୍ଵିତୀୟ ଓ ସ୍ୱାଗତିକା ବିଶ୍ଵାଳ ତୃତୀୟ ସ୍ଥାନ ଅଧିକାର କରିଥିଲେ l

ସେହିପରି ରଚନା ପ୍ରତିଯୋଗିତା ରେ ହେମନ୍ତ ସେଠୀ ପ୍ରଥମ, ଗାୟତ୍ରୀ ଛୁରିଆ ଦ୍ଵିତୀୟ ଓ ରଶ୍ମିତା ସାହୁ ତୃତୀୟ ହୋଇଥିବା ବେଳେ ବ୍ୟଙ୍ଗ ନାଟକ ପ୍ରତିଯୋଗିତା ରେ ସାହାରା ଟ୍ରଷ୍ଟ ହାଇସ୍କୁଲ୍ ପ୍ରଥମ, ଓଡିଶା ଆଦର୍ଶ ବିଦ୍ୟାଳୟ ରଥପୁର ଦ୍ଵିତୀୟ ଓ ଓଡିଶା ଆଦର୍ଶ ବିଦ୍ୟାଳୟ ପିପିଲି ପାଲି ତୃତୀୟ ସ୍ଥାନ ଅଧିକାର କରିଥିଲେ l

ଏଥିରେ ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତଥା ଜିଲ୍ଲା ଜଜ ରଶ୍ମି ମୋହନ ଆଚାର୍ଯ୍ୟ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରିୟ ରଞ୍ଜନ ବାରିକ, ବରିଷ୍ଠ ଦେୱାନି ଜଜ୍ କମଳା କାନ୍ତ ନାୟକ, ସିଭିଲ୍ କୋର୍ଟ ରେଜିଷ୍ଟର କୁମୁଦିନୀ ମୁଦୁଲି, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସୁନୀତା ରାଉତ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ସଦ୍ୟ ସ୍ନାତା ପତି, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ହେମନ୍ତ କୁମାର ପାଢ଼ୀ ପ୍ରମୁଖ ଯୋଗ ଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ l

 

Related Post

ଅଷ୍ଟମ ଅନୁଗୋଳ ଜିଲ୍ଲା ମହୋତ୍ସବ-୨୦୨୦ ଉଦଘାଟିତ

Posted by - February 13, 2020 0
ଅନୁଗୋଳ:12/02(ମହେଶ ଭୋମରାଜ) ଅଷ୍ଟମ ଅନୁଗୋଳ ଜିଲ୍ଲା ମହୋତ୍ସବ ୧୧ ତାରିଖ ସନ୍ଧ୍ୟାରେ ଉଦଘାଟନ ହୋଇଯାଇଛି । ଲଗାଣ ବର୍ଷା ଯୋଗୁଁ ଜିଲ୍ଲା ମହୋତ୍ସବ ୭ ତାରିଖ ପରିବର୍ତ୍ତେ ୧୧…

ବେଣାସୁର ପଞ୍ଚାୟତ ରେ ଅଭିଯୋଗ ଓ ପରାମର୍ଶ ଶିବିର ଅନୁଷ୍ଠିତ

Posted by - July 18, 2022 0
କୋରାପୁଟ:କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକ ଅନ୍ତର୍ଗତ ବେଣାସୁର ପଞ୍ଚାୟତ ରେ ଆଜି ଅଭିଯୋଗ ତଥା ପରାମର୍ଶ ଶିବିର ଅନୁଷ୍ଠିତ ହୋଇଥିଲା। ବ୍ଳକ ରେ ପ୍ରତି ସୋମବାର ଦିନ…

ବେଆଇନ କରତ କଳ ଜବତ

Posted by - December 24, 2021 0
ବାଲେଶ୍ଵର:ବସ୍ତା ବ୍ଲକର ସିଂଳା ଥାନା ଅନ୍ତର୍ଗତ କରୁଆ ପଞ୍ଚାୟତର ମାଣିକପୁରା ଗ୍ରାମରେ ଆଜି ଲଙ୍ଗଳେଶ୍ୱର ବନ ବିଭାଗର ଫରେଷ୍ଟର ଶଶୀଧର ମହାନ୍ତି, ଗାର୍ଡ ପ୍ରମିଳା ସେନ ଏବଂ…

ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ

Posted by - October 5, 2019 0
ଯାଜପୁର ଟାଉନ:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଡିଆରଡିଏ ସମ୍ମିଳନୀ କକ୍ଷରେ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଜିଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗୀତାରେ…

ଆଦର୍ଶ କୃଷି ବଜାର ପରିସରରେ ଖୋଲିବ ବୁଣାକାର ହାଟ

Posted by - September 26, 2022 0
ବୌଦ୍ଧ:୨୬ା୯ 🙁 ଚିତ୍ତରଂଜନସିଂ)ଆସନ୍ତା ଅକ୍ଟୋବର ମାସରେ ଆଦର୍ଶ କୃଷି ବଜାର ପରିସରରେ ବୁଣାକାର ହାଟ ଖୋଲିବା ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ସତ୍ୟରଞ୍ଜନ ସାହୁଙ୍କ…