ଶୁକ୍ରବାର ରାତିରେ ଧର୍ମଗଡ଼ ରେ ପ୍ରବଳ ବର୍ଷା ହେବା ଯୋଗୁଁ ରାସ୍ତା ରେ ଆଣ୍ଠୁଏ ପାଣି ଓ ଘରେ ଘରେ ପାଣି

117 0

ଧର୍ମଗଡ଼:୨୦/୮(ହେମନ୍ତ କୁମାର ମାଝୀ) ଶୁକ୍ରବାର ରାତିରେ ଧର୍ମଗଡ଼ ରେ ପ୍ରବଳ ବର୍ଷା ହେବା ଯୋଗୁଁ ରାସ୍ତା ରେ ଆଣ୍ଠୁଏ ଓ ଆଠ ନମ୍ବର ୱାର୍ଡର ଘରେ ଘରେ ଆଣୁଏ ପାଣି ପଶି ଥିବା ଦେଖିବାକୁ ମିଳିଥିଲା ଏବଂ ଦଶ ନମ୍ବର ୱାର୍ଡରେ ଥିବା ଏକ ସ୍କୁଲ ଗୃହ ଭାଙ୍ଗି ଯାଇଥିଲା ଏବଂ ଧର୍ମଗଡ଼ ସ୍ଥିତ ସି ଟି ସ୍କୁଲ ପାଖରେ ଥିବା N.H ରାସ୍ତା ଉପରେ ଆଣ୍ଠୁଏ ପାଣି ହେବା ଯୋଗୁଁ ବ୍ୟବସାୟ ପ୍ରତିଷ୍ଠାନ ଭିତରେ ପାଣି ପଶିଯିବା ଫଳରେ ବ୍ୟବସାୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଥିଲା।

ରାସ୍ତା ରେ ଯାତାୟାତ କରୁଥିବା ଲୋକମାନେ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଥିଲା । ପ୍ରତିବର୍ଷ ବର୍ଷା ଦିନେ ଏହି ଛକ ବାସିନ୍ଦା ଏଭଳି ଦୁର୍ଦ୍ଦଶା ଭୋଗି ଆସୁଛନ୍ତି । ତ୍ରୁଟିପୂର୍ଣ୍ଣ ଡ୍ରେନ ନିର୍ମାଣ ସାଙ୍ଗ କୁ ଡ୍ରେନ ସଫୋଇ ଦିଗରେ ପ୍ରଶାସନ କିମ୍ବା ଵିଭାଗିୟ କତ୍ତୃପକ୍ଷ ଦୃଷ୍ଟି ଦେଉନଥିବାରୁ । ବାରମ୍ବାର ଏହି ସମସ୍ୟା ଦେଖାଦେଉଛି । ଏପରି ସମସ୍ୟା ଆଗକୁ ଦେଖା ନଦେବା ପାଇଁ ସାଧାରଣ ରେ ଦାବି ହେଉଛି।

Related Post

ରାୟଗଡା ଜିଲ୍ଲାରେ ଉତ୍କଟ ହେଲା ତୈଳ ସଙ୍କଟ, ପେଟ୍ରୋଲ ଡିଜେଲ ପାଇଁ ଖାଉଟି ହନ୍ତସନ୍ତ, ଅନେକ ପେଟ୍ରୋଲ ପମ୍ପ ବନ୍ଦ

Posted by - April 29, 2022 0
ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ରାଜ୍ୟରେ ଅହେତୁକ ଭାବେ ପେଟ୍ରୋଲ ଡିଜେଲ ର ମୂଲ୍ୟ ବୃଦ୍ଧି ଖାଉଟି ଙ୍କୁ ହନ୍ତସନ୍ତ କରୁଥିବା ବେଳେ ରାୟଗଡା…

ଚେକ ଡ୍ୟାମ୍ ନିର୍ମାଣ ରେ ଅନିୟମିତତା ଓ ଶିଶୁ ଶ୍ରମିକଙ୍କ ଜରିଆରେ ଚାଲିଛି ଚେକ୍ ଡ୍ୟାମ୍ ନିର୍ମାଣ

Posted by - April 21, 2022 0
କଳାହାଣ୍ଡି:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ବହୁ ଚର୍ଚ୍ଚିତ ପ୍ରଧାନମନ୍ତ୍ରୀ ଆବାସ ଦୁର୍ନତୀ ରେ ଛନ୍ଦି ହୋଇଥିବା କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପୁଣି…

ଟ୍ରାକ୍ଟରରୁ ଖସି ପଡି ଶ୍ରମିକ ମୃତ

Posted by - May 24, 2022 0
ସମ୍ବଲପୁର :(ରାମାକାନ୍ତ ବିଶ୍ଵାଳ) ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ କତରାପାଲି ଗ୍ରାମରେ ସୋମବାର ସନ୍ଧ୍ୟାରେ ଟ୍ରାକ୍ଟରରୁ ଖସି ପଡି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ…

ଟିଟିଲାଗଡ ଲାୟନ୍ସ କ୍ଲବ ତରଫରୁ ଓମ ଭ୍ୟାଲି ସ୍କୁଲ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - July 22, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଗ୍ରୀନ ଇଣ୍ଡିଆ ବିଚାରଧାରାକୁ ଆଖି ଆଗରେ ରଖି ଟିଟିଲାଗଡ ଲାୟନ୍ସ କ୍ଲବ ତରଫରୁ ସଭାପତି ଲିଙ୍ଗରାଜ ସାହୁଙ୍କ ସଭାପତିତ୍ବରେ ସ୍ଥାନୀୟ ଓମ ଭ୍ୟାଲି ସ୍କୁଲ…