Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ରେଙ୍ଗାଲି କାନାଡ଼ା ବ୍ୟାଙ୍କ ତରଫ ରୁ କାନାଡ଼ା ବିଦ୍ୟା ଜ୍ୟୋତି ଛାତ୍ରବୃତ୍ତି ପ୍ରଦାନ

35 0

ସମ୍ବଲପୁର/ରେଙ୍ଗାଲି ୧୯/୦୮(ରମାକାନ୍ତ ବିଶ୍ବାଳ) ସମ୍ବଲପୁର ଜିଲ୍ଲା ରେଙ୍ଗାଲି ସ୍ଥିତ କାନାଡ଼ା ବ୍ୟାଙ୍କ ଠାରେ କାନାଡ଼ା ବିଦ୍ୟାଜ୍ୟୋତି ଛାତ୍ରବୃତ୍ତି ପ୍ରଦାନ କରାଯାଇଛି ।ଏହି ଛାତ୍ର ବୃତ୍ତି ଯୋଜନା ସାଧାରଣତଃ ଆଦିବାସୀ ଓ ହରିଜନ ଛାତ୍ରୀ ଙ୍କ ପାଇଁ ଉଦ୍ଧିଷ୍ଟ ।

ଆଜି ରେଙ୍ଗାଲି , ଧନକଉଡା ,ମାନେଶ୍ୱର ବ୍ଲକ ର ପଞ୍ଚମ ରୁ ଦଶମ ଶ୍ରେଣୀ ର ଛଅ ଜଣ ଛାତ୍ରୀ ଙ୍କୁ ବ୍ୟାଙ୍କ ଶାଖା ପ୍ରବନ୍ଧକ ବିକ୍ରାନ୍ତ ବେରିହା ,ବ୍ୟାଙ୍କ କର୍ମଚାରୀ ରେଣୁ କୁମାରୀ ,ଶିଳ୍ପା ସିଂହଲ,ରଶ୍ମିରଞ୍ଜନ ବାଗ, ସନ୍ତୋଷ ବିଶି ଓ ଗୋପିରାମ ମେହେର ଙ୍କ ଉପସ୍ଥିତି ରେ ପଞ୍ଚମ ରୁ ସପ୍ତମ ଶ୍ରେଣୀ ଟପର ଛାତ୍ରୀ ମାନକୁ ୨୫୦୦ ଓ ଅଷ୍ଟମ ରୁ ଦଶମ ଶ୍ରେଣୀ ଟପର ଛାତ୍ରୀ ଙ୍କୁ ୫୦୦୦ ସହାୟତା ରାଶି ଚେକ ମାଧ୍ୟମରେ ପ୍ରଦାନ କରାଯାଥିଲା ।

କୃତି ଛାତ୍ରୀ ମାନେ ହେଲେ ଅଞ୍ଜଳିନା ଓରାମ,ମେହେକ ତାଣ୍ଡି,ତନୁ ମିର୍ଦ୍ଧା,ପୂଜା ମିର୍ଦ୍ଧା,ଅରୁନ୍ଧତୀ ସୋହେଲା,ଵିଷ୍ଣୁପ୍ରିୟା ମିର୍ଦ୍ଧା ଓ ଅଞ୍ଜଳି କିଷାନ। ବ୍ୟାଙ୍କ ଶାଖା ପ୍ରବନ୍ଧକ ଛାତ୍ରୀଙ୍କୁ ଭଲ ପାଠ ପଢି ରାଜ୍ୟ ଓ ଦେଶ ର ଉଚ୍ଚ ପଦ ପଦବୀ ରେ ମୁତୟନ ହେବାର ଲକ୍ଷ୍ୟ ରଖି ନିଜର ଭବିଷ୍ୟ ଗଢିବା ପରାମର୍ଶ ଦେଇ ପ୍ରୋତ୍ସାହିତ କରିଥିଲେ l

Related Post

ନବରଙ୍ଗପୁର ର ବିଭିନ୍ନ ସ୍ଥାନରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ

Posted by - June 22, 2022 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ )ସମଗ୍ର ବିଶ୍ୱରେ ଆଜିର ଦିନ ରେ ଯୋଗ ଦିବସ ରୂପେ ପାଳନ କରାଯାଏ! ୨୦୧୫ ମସିହା ଠାରୁ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର…

ବନ୍ଧୁକ ମୂନରୁ ବିବାହ ବନ୍ଧନ, ଦୁଇ ନକ୍ସଲଙ୍କ ଅଭୂଲା ପ୍ରେମକାହାଣୀ ,ରାମଦାସ ସହ କମଳଦେଇ ର ଶୁଭ ବିବାହ ଅନୁଷ୍ଠିତ

Posted by - April 23, 2022 0
କଳାହାଣ୍ଡି : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜ଼ିଲ୍ଲା ଓ ଛତିଶଗଡ,ରେ ମାଓବାଦୀ ମାନେ,ଦିନ ଥିଲା ହାତରେ ବନ୍ଧୁକ ଧରି ଜଙ୍ଗଲ ଜଙ୍ଗଲ…

ପାଣିକୋଇଲି ସ୍କୁଲରେ ଦୁଇ ଜଣ ଛାତ୍ରୀଙ୍କୁ ଦୁସ୍କର୍ମ:- ପ୍ରଧାନ ଶିକ୍ଷକଙ୍କୁ ଦାୟି କରି ସ୍କୁଲ ପରିସରରେ ଧାରଣା

Posted by - March 12, 2020 0
ଯାଜପୁର:( ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ପାଣିକୋଇଲି ଥାନା କରଦା ସ୍କୁଲରେ ଦୁଇ ଜଣ ଛାତ୍ରୀଙ୍କୁ ଦୁସ୍କର୍ମ କରି ଗିରପଂ ହୋଇଥିବା ଶିକ୍ଷକ ଘଟଣା କୁ ନେଇ…

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ ,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର,ହେଲପର

Posted by - May 15, 2022 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର)  ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା ଅନ୍ତର୍ଗତ୧୬ ନମ୍ବର ରାଜ୍ୟ ରାଜପଥ ରେ ପଡୁଥିବା ତୁରେକେଲା ନିକଟରେ ବିଶାଖାପଟନମ ରୁ ରାଇପୁର…

ଉଚିତ ସ୍ୱାସ୍ଥ୍ୟ ସେବା ଯୋଗାଉନ ଥିବା ANM ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଉପଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହେଲେ ଡ଼ୁମେରଗୁଡା ପଞ୍ଚାୟତବାସି

Posted by - July 31, 2022 0
ଧର୍ମଗଡ଼:( ହେମନ୍ତ କୁମାର ମାଝୀ)ଗୋଲାମୁଣ୍ଡା ଥାନା ଡ଼ୁମେରଗୁଡା ଗ୍ରାମ ପଂଚାୟତରେ ଡ଼ୁମେରଗୁଡା ଓ କିର୍କାକାନି ସ୍ଥିତ ANM କୁଆଟରେ ଦୀର୍ଘଦିନ ଦିନହେଲା ANM ରହୁ ନ ଥିବା…