ଖପ୍ରାଖୋଲ ରେ ବୀମା ଟଙ୍କା ପାଇବାରେ ବିଳମ୍ବ ପ୍ରତିବାଦ ରେ ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ

197 0

ଖପ୍ରାଖୋଲ: ୧୮/୮(ତାପସ ରଞ୍ଜନ ବେହେରା) ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ କୃଷି ବୀମ ପାଇବାରେ ବିଳମ୍ବ ହେଇଥିବାରୁ ତାର ପ୍ରତିବାଦ ରେ ଏକ ସଭା ତାପସ ରଞ୍ଜନ ବେହେରା ଙ୍କ ସଭାପତିତ୍ବରେ ଗୁରୁବାର ଅନୁଷ୍ଟିତ ହୋଇଥିଲା। ବୈଠକରେ ଚାଷୀମାନେ ଗତ ବର୍ଷ କୃଷି ବିମା କରିଥିଲେ ମଧ୍ୟ ଆଜି ଯାଏଁ ପାଇ ନାହାନ୍ତି। ଏନେଇ ପୂର୍ବରୁ ତହସିଲଦାର, କୃଷି ବିଭାଗ କୁ ଜଣାଇଥିଲେ ମଧ୍ୟ ସମସ୍ୟା ସମାଧାନ ହୋଇନି।

ବୀମା କମ୍ପାନୀ ର ମାନମାନି ବିରୋଧ ରେ ଚାଷୀ ଆଗାମୀ ୨୩ ତାରିଖ ବଲାଙ୍ଗିର ଜିଲ୍ଲାପାଳ ଙ୍କୁ ଭେଟି ଦାବିପତ୍ର ଦେବାକୁ ନିଷ୍ପତି ହୋଇଥିବା ଜଣା ଯାଇଛି। ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସୂର୍ଯ୍ୟ କାନ୍ତ ସାହୁ, ନରେନ୍ଦ୍ର ଭୋଇ, ଗୁନମଣି ଭୋଇ, ଛୟାକାନ୍ତ ବାରିକ, ଦାମୋଦର ବେହେରା, ସମ୍ପତି ଭୋଇ, ନିଲକାନ୍ତ, ନିଆଳ, ବୃନ୍ଦାବନ ବାରିକ, ବିଶ୍ଵାମିତ୍ର ନୀଆଲ ପ୍ରମୁଖ ଉପସ୍ଥିତ ଥିଲେ।

Related Post

ଯାଜପୁର ଜିଲାର ସୀମା ବନ୍ଦ ପଡୋଶୀ ଜିଲା ଭଦ୍ରକ ଉପରେ କଡା ନଜର

Posted by - April 1, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଜିଲାର ସୀମାକୁ ବନ୍ଦ । ପଡୋଶୀ ଜିଲା ଭଦ୍ରକ ଉପରେ କଡା ନଜର । ଦିଲ୍ଲୀ ନିଜାମୁଦ୍ଧିନ ଲିଙ୍କ ଯାଜପୁର ଜିଲାରୁ ମିଳିବା…

ଆଭାସି ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ହେବ ୫୭ଟି ପ୍ରକଳ୍ପର ଶିଳାନ୍ୟାସ ଓ ୨୨ ଟି ପ୍ରକଳ୍ପର ଉଦଘାଟନ

Posted by - November 25, 2021 0
ବୌଦ୍ଧ:୨୪ା୧୧ (ଚିତ୍ତରଂଜନସିଂ) ଆସନ୍ତା ୨୫ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାଙ୍କ ଦ୍ୱାରା ଆଭାସି ଜରିଆରେ ବୌଦ୍ଧଜିଲାରେ ୪୬୩ କୋଟି ଟଙ୍କାର ୫୭ ଟି ପ୍ରକଳ୍ପର ଶିଳାନ୍ୟାସ ଓ…

ଶ୍ରାବଣର ମାସର ଶେଷ ସୋମବାର ହରିଶଙ୍କରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ

Posted by - August 8, 2022 0
ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପବିତ୍ର ପୁଣ୍ୟ କ୍ଷେତ୍ର ହରିଶଙ୍କର ଠାରେ ଶ୍ରାବଣର ଶେଷ ସୋମବାର ଅବସରରେ ଶ୍ରଦ୍ଧାଳୁଙ୍କ ପ୍ରବଳ…

କୋରୋନା ସଂକ୍ରମଣକୁ ରୋକିବା ପାଇଁ ଯାଜପୁର ଜିଲାରେ ୪୮ ଘଂଟିଆ ସଟ ଡାଉନ

Posted by - April 5, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)କୋରୋନା ସଂକ୍ରମଣକୁ ରୋକିବା ପାଇଁ ଯାଜପୁର ଜିଲାରେ ୪୮ ଘଂଟିଆ ସଟ ଡାଉନ ଚାଲିଛି । ଏହାର ପ୍ରଭାବ ଆଜି ଅନୁଭୁତ ହୋଇଛି ।…

ଆବାସ ବଣ୍ଟନ ଅନିୟମିତତା କୁ ନେଇ ବ୍ଲକ ସମ୍ମୁଖରେ ରେ ଧାରଣା

Posted by - June 25, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଆବାସ ବଣ୍ଟନ ଅନିୟମିତତା କୁ ନେଇ ବ୍ଲକ ସମ୍ମୁଖରେ ଧାରଣା ରେ ବସିଲେ ପଞ୍ଚାୟତ ବାସୀ, ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି…