ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ସବୁଠି ତ୍ରିରଙ୍ଗା ଯାତ୍ରା

27 0

ଖପ୍ରାଖୋଲ ୧୪/୮(ତାପସ ରଞ୍ଜନ ବେହେରା) ଦେଶର ସ୍ୱାଧୀନତା ର ୭୫ ବର୍ଷ ପୂର୍ତ୍ତି ଅବସରରେ ସବୁଠି ଆଜାଦୀ କା ଅମୃତ ମହୋତ୍ସବ ପାଳନ ହେଉଛି l ଏହି ଅବସରରେ ଖପ୍ରାଖୋଲ ବ୍ଲକର ଗାଁ ଠୁ ସହର ସବୁଠି ତ୍ରିରଙ୍ଗା ଯାତ୍ରା ଦେଖିବାକୁ ମିଳିଛି l ବିଭିନ୍ନ ବିଦ୍ୟାଳୟ, ସାମାଜିକ ଅନୁଷ୍ଠାନ, ସିଆରପିଏଫ ତରଫରୁ ଶୋଭାଯାତ୍ରା ମାଧ୍ୟମରେ ପ୍ରତିଘରେ ତ୍ରିରଙ୍ଗା ଉଡେଇବାକୁ ସଚେତନତା କରାଯାଇଛି l ଏହି ଅବସରରେ ହରିଶଙ୍କର କୃଷକ ଉତ୍ପାଦନ କମ୍ପାନୀ , ତରଫରୁ ଜୁରିଆ ଠାରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମ ରେ ପରିଚାଳନା ନିର୍ଦ୍ଦେଶକ ଅଭୟ ତ୍ରିପାଠୀ, ରାଜକିଶୋର ମେହେର, ଚାଷୀ ନେତା କାନ୍ଦର୍ପ ସୁଆର, ଚନ୍ଦ୍ରଶେଖର ବରିହା, ବିକାଶ ମେହେର, ଜୟନ୍ତପାଳ ମେହେର ପ୍ରମୁଖ ଉପସ୍ଥିତ ଥିଲେ l

Related Post

ନନ୍ଦପଡା ଓ ବଡବଜାରରେ ଚାଲିଛି ଶୀତଳଷଷ୍ଠୀ ଯାତ୍ରା ପ୍ରସ୍ତୁତି

Posted by - May 27, 2022 0
ସମ୍ବଲପୁର:(ରାମାକାନ୍ତ ବିଶ୍ଵାଳ) ପ୍ରାୟ ୨ ବର୍ଷ ପରେ ସମ୍ବଲପୁର ର ପ୍ରଶିଦ୍ଧ ଶୀତଳଷଷ୍ଠୀ ଯାତ୍ରାରେ ଏଥର ଆୟୋଜିତ ହେବ ମୁଖ୍ୟ ସୋଭାଯାତ୍ର। ଏଥିପାଇଁ ସମ୍ବଲପୁର ର ସବୁ…

ପ୍ରାଥମିକ ଶିକ୍ଷକ ସଂଘର ସାଂଗଠନିକ ସଭା

Posted by - November 15, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ପବିତ୍ର ଶିଶୁ ଦିବସ ଅବସରରେ ପ୍ରାଥମିକ ଶିକ୍ଷକ ଫେଡରେସନ ହରିପୁର ରୋଡ କଟକ – 1 ଶାଖା ପକ୍ଷରୁ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ…

ଭୂଲିଆ ସମାଜ ତରଫରୁ ବିବାହ ପାଇଁ ଆର୍ଥିକ ସହାୟତା

Posted by - May 11, 2022 0
ଭାଲୁମୁଣ୍ଡା :(ଅଭିମନ୍ୟୁ ବହିଦାର) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ଗ୍ରାମ ରେ ମେହେର ସମାଜ (ଭୂଲିଆ) ତରଫରୁ ଏକ ବିବାହ ପାଇ ଆର୍ଥିକ ଟଙ୍କା ସହାୟତା…

କୁମ୍ଭ ସଂକ୍ରାନ୍ତିରେ ନୟାଗଡ଼ କ୍ଳବ ତରଫରୁ ଜଳଖିଆ ବିତରଣ

Posted by - February 12, 2021 0
ନୟାଗଡ :- ନୟାଗଡ଼ ସଦରମହକୁମାରେ ଅବସ୍ଥିତ ଆହାର କେନ୍ଦ୍ର ନିକଟରେ ନୟାଗଡ଼ କ୍ଲବ୍ ତରଫରୁ ୨୦୦ ଅଭାବୀ ଗରିବ ଦୁଃସ୍ଥ ଲୋକମାନଙ୍କୁ ଜଳଖିଆ ବିତରଣ କରାଯାଇଛି । ନୟାଗଡ଼…

ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଶାଖା ପରିସରରେ ମିଳିତ ବୈଠକ

Posted by - August 27, 2020 0
ବିଞ୍ଝାରପୁର:ଯାଜପୁର ଜିଲ୍ଲା ବିଞ୍ଝାରପୁର ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଶାଖା ପରିସରରେ ଆଜି ବ୍ରାଞ୍ଚ ମ୍ୟାନେଜର ଗୋପବନ୍ଧୁ ନନ୍ଦୀ ଙ୍କ ନିର୍ଦ୍ଦେଶ ରେ ବ୍ରାଞ୍ଚ ର ସମସ୍ତ…