Breaking News
1:07 pmସମ୍ବଲପୁର : ସମ୍ବଲପୁର ଶାସନ କେନାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ,ଭାରସାମ୍ୟ ହରାଇ କେନାଲକୁ ଓଲଟିଲା ବରଯାତ୍ରୀ ଗାଡ଼ି । ଦୁର୍ଘଟଣାରେ ଡ୍ରାଇଭର ସମେତ ୭ ମୃତ, ୨ ଆହତ,ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ 1:04 pmବଡ଼ମ୍ବା ବନ ବିଭାଗ ହାଜତ ମୃତ୍ୟୁ ଘଟଣା : ମାନବାଧିକାର ଅୟୋଗଙ୍କ ରିପୋର୍ଟ ତଲବ 1:03 pmମହାନଦୀ ଜଳ ବିବାଦର ସମାଧାନ ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ମନ୍ତ୍ରୀ ଟୁକୁନି ସାହୁ 1:03 pmପିପିଲି : ପୁରୀକୁ ଚାଲାଣ ହେଉଥିବା ବେଳେ ଜବତ ହେଲା ଏକ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ 1:01 pmଆସନ୍ତାକାଲି ନବୀନ ନିବାସରେ ପର୍ଯ୍ୟବେକ୍ଷକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ନବ ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିବେ ନବୀନ। ଝାରସୁଗୁଡ଼ା ଉପନିର୍ବାଚନ ସହ ସାଙ୍ଗଠନିକ ଆଲୋଚନା କରିବେ ନବୀନ। ସନ୍ଧ୍ୟା ୭ଟାରେ ନବୀନ ନିବାସରେ ବୈଠକ

ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ସବୁଠି ତ୍ରିରଙ୍ଗା ଯାତ୍ରା

111 0

ଖପ୍ରାଖୋଲ ୧୪/୮(ତାପସ ରଞ୍ଜନ ବେହେରା) ଦେଶର ସ୍ୱାଧୀନତା ର ୭୫ ବର୍ଷ ପୂର୍ତ୍ତି ଅବସରରେ ସବୁଠି ଆଜାଦୀ କା ଅମୃତ ମହୋତ୍ସବ ପାଳନ ହେଉଛି l ଏହି ଅବସରରେ ଖପ୍ରାଖୋଲ ବ୍ଲକର ଗାଁ ଠୁ ସହର ସବୁଠି ତ୍ରିରଙ୍ଗା ଯାତ୍ରା ଦେଖିବାକୁ ମିଳିଛି l ବିଭିନ୍ନ ବିଦ୍ୟାଳୟ, ସାମାଜିକ ଅନୁଷ୍ଠାନ, ସିଆରପିଏଫ ତରଫରୁ ଶୋଭାଯାତ୍ରା ମାଧ୍ୟମରେ ପ୍ରତିଘରେ ତ୍ରିରଙ୍ଗା ଉଡେଇବାକୁ ସଚେତନତା କରାଯାଇଛି l ଏହି ଅବସରରେ ହରିଶଙ୍କର କୃଷକ ଉତ୍ପାଦନ କମ୍ପାନୀ , ତରଫରୁ ଜୁରିଆ ଠାରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମ ରେ ପରିଚାଳନା ନିର୍ଦ୍ଦେଶକ ଅଭୟ ତ୍ରିପାଠୀ, ରାଜକିଶୋର ମେହେର, ଚାଷୀ ନେତା କାନ୍ଦର୍ପ ସୁଆର, ଚନ୍ଦ୍ରଶେଖର ବରିହା, ବିକାଶ ମେହେର, ଜୟନ୍ତପାଳ ମେହେର ପ୍ରମୁଖ ଉପସ୍ଥିତ ଥିଲେ l

Related Post

ସଫଳ ଚାଷୀ କିଶୋର ଚନ୍ଦ୍ର ପ୍ରଧାନଙ୍କ ବିୟୋଗ

Posted by - January 19, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ପଞ୍ଚାୟତ ଅନ୍ତର୍ଗତ ବଲଣ୍ଡା ଗ୍ରାମର ସଫଳ ଚାଷୀ କିଶୋର ଚନ୍ଦ୍ର ପ୍ରଧାନ ଙ୍କ ଆଜି ବିୟୋଗ ଘଟିଛି!ମୃତ୍ୟୁ…

ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ନୀଳଗିରି ଯୁବ କଂଗ୍ରେସର ରାଷ୍ଟ୍ରପତି ଙ୍କୁ ସ୍ମାରକ ପତ୍ର

Posted by - July 6, 2020 0
ନୀଳଗିରି:୦୬/୦୭:(ସୌମ୍ୟାସାଇ ବାରିକ୍)ସମଗ୍ର ଦେଶରେ ଅହେତୁକ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇଁ ସାଧାରଣ ଜନଜୀବନ ଦୁର୍ବିଶହ ହୋଇ ପଡିଥିବା ଯୋଗୁଁ, ଜାତୀୟ କଂଗ୍ରେସ ଦଳ ପକ୍ଷରୁ ଦେଶ…

ବାବା ବଟେଶ୍ୱର ୟୁଥ୍ କ୍ଲବ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ

Posted by - August 23, 2020 0
ଯାଜପୁର ଅଫିସ: ଯାଜପୁର ପୌରପାଳିକା ସ୍ଥିତ ବାବା ବଟେଶ୍ୱର ୟୁଥ୍ କ୍ଲବ ଆନୁକୂଲ୍ୟରେ ଏକ ରକ୍ତାଦନ ଶିବିର ଅନୁଷ୍ଠିତ ହୋଇଯାଇଛି ୟୁଥ୍ କ୍ଲବର ସମସ୍ତ ମେମ୍ବର ଏହି…

ଖପ୍ରାଖୋଲରେ ବ୍ଲକ ସ୍ତରୀୟ ଗଣତନ୍ତ୍ର ଦିବସ ପାଳିତ

Posted by - January 27, 2022 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ସ୍ଥାନୀୟ ବ୍ଲକ କାର୍ଯ୍ଯାଲୟ ପରିଷରରେ ବ୍ଲକ ସ୍ତରିୟ ଗଣତନ୍ତ୍ର ଦିବସ ବୁଧବାର ପାଳିତ ହୋଇ ଯାଇଛି। କୋଭିଡ କଟକଣା ମଧ୍ଯ ରେ ପାଳିତ…

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜିତ

Posted by - October 13, 2022 0
ରାୟଗଡା : (ରାମାକାନ୍ତ ପୋଡାଲ) ରାୟଗଡା ଜିଲ୍ଲା ମୁନିଗୁଡା ପଞ୍ଚାୟତ ସମିତି ତରଫରୁ ଠାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଅମ୍ବାଦଳା କଲ୍ୟାଣୀ…