ରଘୁନାଥପୁର ଦଧିବାବନ ଉଚ୍ଚ ବିଦ୍ୟାଳୟରେ ଆଜାଦିର ଅମୃତ ମହୋତ୍ସବ ପାଳନ

27 0

ଭୁବନେଶ୍ୱର:୧୩/୦୮:(ପାୟଲ ରାଉତ)ଭୁବନେଶ୍ୱର ନନ୍ଦନକାନନ ନିକଟବର୍ତ୍ତୀ ରଘୁନାଥପୁର ଗ୍ରାମର ଦଧିବାବନ ଉଚ୍ଚ ବିଦ୍ୟାଳୟ ରେ  ସମଗ୍ର ଦେଶ ୭୫ ତମ ଆଜାଦି ର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଏହି ବିଦ୍ୟାଳୟରେ ଖୁବ ଆଡମ୍ବର ସହ ଏହି ମହୋତ୍ସବ ପାଳନ କରାଯାଇଥିଲା ।

ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଙ୍କ ପରିଚାଳନା , କ୍ରୀଡା ଶିକ୍ଷକ ପ୍ରମୋଦ କୁମାର ରାଉତ ଙ୍କ ନିର୍ଦ୍ଦେଶନା ଏବଂ ବିଦ୍ୟାଳୟର ଅନ୍ୟ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ଉପସ୍ଥିତି ରେ ପିଲାମାନଙ୍କ ଦ୍ୱାରା ଶୃଙ୍ଖଳିତ ରୂପେ ଜାତୀୟ ସଙ୍ଗୀତ ଗାନ ଏବଂ ତ୍ରିରଙ୍ଗା ପତାକା କୁ ସମ୍ମାନ ଦେବା ସହ ଏହି ଉତ୍ସବ ଆୟୋଜନ କରାଯାଇଥିଲା ।

ପିଲାମାନେ ଗ୍ରାମ ପରିଭ୍ରମଣ କରିବା ସହ ,ଭାରତ ମାତା କି ଜୟ ଧ୍ୱନି ଦେଇ ଥିଲେ ।  ସମଗ୍ର ଗ୍ରାମ ପ୍ରକମ୍ପିତ ହେବା ସହ ଗ୍ରାମବାସୀ ମାନେ ମଧ୍ୟ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିଥିଲେ । . ଏହି ଉତ୍ସବ ଅଗଷ୍ଟ ୧୫ ତାରିଖ ଦିନ ଆହୁରି ଅତ୍ୟନ୍ତ ଆଡମ୍ବର ସହ ପାଳନ କରାଯାଇଥିଲା ।

Related Post

ଆସନ୍ତା ୨୯ ତାରିଖ ରୁ ଖୋଲିବ ଅଧିଷ୍ଠାତ୍ରୀ ଦେବୀ ମା ବିରଜା ଙ୍କ ମନ୍ଦିର

Posted by - December 26, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )କୋରୋନା କଟକଣା ମଧ୍ୟରେ ଆସନ୍ତା 29 ତାରିଖ ରୁ ଖୋଲିବ ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ଙ୍କ ମନ୍ଦିର। ଏ…

ଅଂଚଳରେ ପରିଚିତ ଥିବା ବେଲାରାଣି ନର୍ସ ଙ୍କ ୯୫ ବର୍ଷ ରେ ପରୋଲକ

Posted by - July 16, 2021 0
ବୌଦ୍ଧ:( ଚିତ୍ତରଂଜନ ସିଂ) ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ପୁରୁଣାକଟକ ସ୍ଥିତ ନିଜ ବାସଭବନରେ ରହୁଥିବା ବେଲାରାଣି ବୋଷ୍ ଙ୍କ (୯୫) ବର୍ଷ ରେ ପରୋଲକ ହୋଇଥିବା ନେଇ ପରିବାର…

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ

Posted by - October 2, 2021 0
ବାଲିଆପାଳ 🙁 ପ୍ରଭାକର ମଲ୍ଲିକ)ଆଜି ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନ ମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଜୀ ଙ୍କ ଜୟନ୍ତୀ ବାଲିଆପାଳ ବ୍ଲକ…

ଲଗାଣ ବର୍ଷାରେ ଶତାୟୁ ବିଶାଳ ବରଗଛ ଟଳି ପଡିଲା,୮ଘଣ୍ଟା ଧରି ରାସ୍ତା ଜାମ

Posted by - August 10, 2022 0
ମୁନିଗୁଡା:୯-୮ (ରମାକାନ୍ତ ପଡାଲ)ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ମୁନିଗୁଡା-ବାଲିଗୁଡା ରାସ୍ତାର ହୁକୁମାତୋଳା ଛକରୁ ଶହେ ମିଟର ଆଗକୁ ଏକ ବିଶାଳ ବରଗଛ ଲଗାଣ ବର୍ଷାରେ ଉପୁଡି…