Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ନିଆରା ରୂପରେ ରକ୍ଷାବନ୍ଧନ ପାଳନ

31 0

ସମ୍ବଲପୁର/ରେଙ୍ଗାଲି:(ରମାକାନ୍ତ ବିଶ୍ବାଳ)ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେଙ୍ଗାଳି ପକ୍ଷରୁ ରେଙ୍ଗାଳି ଥାନା ଠାରେ ରକ୍ଷାବନ୍ଧନ ଉତ୍ସବ ପାଳନ। ସୁରକ୍ଷା ସଚେତନ କରୁଥିବା ଗଣପର୍ବ ରକ୍ଷାବନ୍ଧନ ଉପଲକ୍ଷେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେଙ୍ଗାଳି ପକ୍ଷରୁ ରେଙ୍ଗାଳି ଥାନା ଠାରେ ରକ୍ଷାବନ୍ଧନ ଉତ୍ସବ ପାଳନ ହୋଇଯାଇଛି lଗୁରୁବାର ସକାଳ ୧୦ଟା ରେ ରେଙ୍ଗାଳି ଥାନା ପରିସର ରେ ଥାନା ଅଧିକାରୀ ଧବଲେଶ୍ୱର ସାହୁ ସହିତ ସମସ୍ତ ଥାନା କର୍ମଚାରିମାନଙ୍କୁ ବିଦ୍ୟାଳୟ ର କୁନି କୁନି ଭଉଣୀ ଓ ଗୁରୁମା ମାନେ ରାକ୍ଷୀ ବାନ୍ଧିଥିଲେ ।


ଉପହାର ସ୍ୱରୂପ ଥାନା ରେ ସମସ୍ତ ଭଉଣୀଙ୍କୁ ଭାଇମାନେ ମିଷ୍ଠାନ୍ନ ଏବଂ ଚକଲେଟ ଖୁଆଇ ତାଙ୍କ ସୁରକ୍ଷା ର ଦାଇତ୍ୱ ନେଇଥିଲେ l ଅଞ୍ଚଳ ର ଛାତ୍ର ଛାତ୍ରୀଙ୍କ ସହିତ ସମସ୍ତ ଜନସାଧାରଣଙ୍କୁ ପ୍ରତିଟି ବିପଦ ରୁ ସୁରକ୍ଷା ଦେବେ ବୋଲି ପ୍ରତିଶୃତି ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ର ସମ୍ପାଦକ ସରୋଜ ବିଶୋଇ ପରିଚାଳନା କରିଥିଲେ ଏବଂ ଯୁଗ୍ମ ସଂପାଦକ ଜଗଦୀଶ ପୂଜାରୀ ସହିତ ସମସ୍ତ ଗୁରୁଜୀ ଗୁରୁମା ମଧ୍ୟ ଉପସ୍ଥିତ ଥିଲେ ।

Related Post

ଟିଟିଲାଗଡ଼ ବରିଷ୍ଠ ନାଗରିକ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ, ସଭାପତି ହେଲେ ସେବକ ଚରଣ ଦାସ।

Posted by - August 18, 2022 0
ଟିଟିଲାଗଡ଼:( ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ବରିଷ୍ଠ ନାଗରିକ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳାରେ ଅନୁଷ୍ଠିତ ହୋଇଯାଇଛି। ଏହି ବର୍ଷ ପାଇଁ ସଭାପତି…

ଶଗଡା ରେ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ…..

Posted by - April 19, 2022 0
ବୌଦ୍ଧ: (ଚିତ୍ତ ରଞ୍ଜନ ସିଂହ) ବୌଦ୍ଧ ବ୍ଲକ ଶଗଡା ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଆଜି ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି। ବାଉଁଶୁଣି…

ମୁରିବାହାଲ ବ୍ଲକ ସାଲେପଡ଼ା ଠାରେ ସାଙ୍ଗଠନିକ ସଭା ଏବଂ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - June 14, 2022 0
ଟିଟିଲାଗଡ଼/ମୁରିବାହାଲ:(ସଞ୍ଜୟ କୁମାର ନାୟକ)ମୁରିବାହାଲ ବ୍ଲକ ସାଲେପଡ଼ା ଗ୍ରାମଠାରେ ବିଜେଡ଼ି ନେତା , ମୁରିବାହାଲ ପଞ୍ଚାୟତ ସମିତିର ପୁର୍ବତନ ଅଧକ୍ଷ ତଥା ବିଜେଡ଼ି ରାଜ୍ୟ ସମ୍ପାଦକ ଶ୍ରୀ ହଂସରାଜ…

କୁଟରୁ ଖମାର ରେ ବିଜୁ ସ୍ୱାସ୍ଥ୍ୟ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ

Posted by - November 11, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ୍ ଅନ୍ତର୍ଗତ କୁଟୁରୁ ଖମାର ପଞ୍ଚାୟତ ଠାରେ ନୁଆ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଦ୍ବାରା ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ…

ସରକାରୀ ବାବୁ ନୁହେଁ କିନ୍ନର ମାନେ ହେବେ ପରିବର୍ତନର ବାର୍ତାବହ

Posted by - February 15, 2020 7
ଯାଜପୁର:( ଆନନ୍ଦ ଚନ୍ଦ୍ର ସାହୁ) ଆଉ ସରକାରୀ ବାବୁ ନୁହେଁ କିନ୍ନର ମାନେ ହେବେ ପରିବର୍ତନର ବାର୍ତାବହ । ଏଭଳି ଏକ ନିଆରା ଉଦ୍ୟମ ଆରମ୍ଭ କରିଛି…