ଜାତିର ପିତା ମହାତ୍ମା ଗାନ୍ଧିଜୀ ଙ୍କ 150 ତମ ଜନ୍ମ ବାର୍ଷିକୀ ଉତ୍ସବ ଚଳିତ ବର୍ଷ ଦେଶବ୍ୟାପି ପାଳନ କରା ଯାଉଛି. ଏହି ଉପଲକ୍ଷେ ଆଜି ଅନଗୁଳ ଗାନ୍ଧି ପାର୍କ ସ୍ଥିତ ଏକ ସଭା ର ଆୟୋଜନ କରା ଯାଇଥିଲା.
ଉକ୍ତ ସଭାରେ ଅନଗୁଳ ଜିଲ୍ଲାର ଜିଲ୍ଲାପାଳ ମନୋଜ ମହାନ୍ତି ଗାନ୍ଧି ଜି ଙ୍କ ମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଦେଇ ଗାନ୍ଧିଜି ଙ୍କ ଯିବନି ଉପରେ ଆଲୋକ ପଥ କରିଥିଲେ. ଅନ୍ୟ ମାନ ଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ତପନ ଶତପତି, ଉପଜିଲ୍ଲାପାଳ ବାସୁଦେବ ଶତପତି, ସୂଚନା ଲୋକ ସମ୍ପର୍କ ଅଧିକାରୀ ଶରତ ଚନ୍ଦ୍ର ସେଠି ଓ ଜିଲ୍ଲାର ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇ ଗାନ୍ଧି ଜି ଙ୍କ ଯିବନି ଉପରେ ଆଲୋଚନା କରିଥିଲେ.