Breaking News
2:05 pmତେଲ ରେଟ କମିବାରୁ କମିଲା ବସ ଭଡା ,ସାଧାରଣ ବସରେ କିଲୋମିଟର ପିଛା ୩ ପଇସା ହ୍ରାସ, 2:04 pmପାରାଦୀପ ରେ ଫାଟିଲା IOCL ତେଲ ପାଇପ ,ଘଟଣା ସ୍ଥଳ ରେ ପହଞ୍ଚିଲେ IOCL ଅଗ୍ନିଶମ ବାହିନୀ, ପ୍ରଚୁର ମାତ୍ର ରେ ତେଲ ବହି ପାଣି ରେ ମିଶୁଚି 1:58 pmଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ଲାଗି ବିଧାନସଭା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ 10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ଜାତିର ପିତା ମହାତ୍ମା ଗାନ୍ଧିଜୀ ଙ୍କ ଜନ୍ମ ବାର୍ଷିକୀ ଉତ୍ସବ ପାଳନ

333 0

ଜାତିର ପିତା ମହାତ୍ମା ଗାନ୍ଧିଜୀ ଙ୍କ 150 ତମ ଜନ୍ମ ବାର୍ଷିକୀ ଉତ୍ସବ ଚଳିତ ବର୍ଷ ଦେଶବ୍ୟାପି ପାଳନ କରା ଯାଉଛି. ଏହି ଉପଲକ୍ଷେ ଆଜି ଅନଗୁଳ ଗାନ୍ଧି ପାର୍କ ସ୍ଥିତ ଏକ ସଭା ର ଆୟୋଜନ କରା ଯାଇଥିଲା.

ଉକ୍ତ ସଭାରେ ଅନଗୁଳ ଜିଲ୍ଲାର ଜିଲ୍ଲାପାଳ ମନୋଜ ମହାନ୍ତି ଗାନ୍ଧି ଜି ଙ୍କ ମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଦେଇ ଗାନ୍ଧିଜି ଙ୍କ ଯିବନି ଉପରେ ଆଲୋକ ପଥ କରିଥିଲେ. ଅନ୍ୟ ମାନ ଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ତପନ ଶତପତି, ଉପଜିଲ୍ଲାପାଳ ବାସୁଦେବ ଶତପତି, ସୂଚନା ଲୋକ ସମ୍ପର୍କ ଅଧିକାରୀ ଶରତ ଚନ୍ଦ୍ର ସେଠି ଓ ଜିଲ୍ଲାର ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇ ଗାନ୍ଧି ଜି ଙ୍କ ଯିବନି ଉପରେ ଆଲୋଚନା କରିଥିଲେ.

Related Post

ବୌଦ୍ଧରେ ପୁଣି ଏକ ବାଲ୍ୟବିବାହ ବନ୍ଦ କଲା ପ୍ରଶାସନ

Posted by - November 25, 2021 0
ବୌଦ୍ଧ:୨୪/୧୧/୨୦୨୧(ଚିତ୍ତରଂଜନସିଂ) ରିଖରେ ଶିଶୁ ବିକାଶ ପ୍ରକଳ୍ପ ତଥା ବାଲ୍ୟ ବିବାହ ନିଷେଧ କାରିଣୀ,ମିନତୀ ଦେଓ,ବୌଦ୍ଧ, ସଂଯୋଜିକା, ଚାଇଲଡ଼ ଲାଇନ ବୌଦ୍ଧ, ବବିନା ନାଏକ, କଲ୍ୟାଣି ଶତପଥି,ସୁପରଭ।ଇସର,ବୌଦ୍ଧ, ମନମୁଣ୍ଡା…

ଜିଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ

Posted by - November 19, 2020 0
ଯାଜପୁର :(ଆନନ୍ଦ  ଚନ୍ଦ୍ର ସାହୁ ) ରାଜ୍ୟରେ ଛାତ୍ର ଛାତ୍ରୀଙ୍କ ସଂଖ୍ୟା କମ ଥିବା ଦର୍ଶାଇ ବିଭିନ୍ନ ବିଦ୍ୟାଳୟକୁ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି ସରକାର ଏହି ନିଷ୍ପତି ପ୍ରତିବାଦରେ କନିିଷ୍ଠ ଆଶାୟୀ ଶିକ୍ଷକ ସଂଘ ଯାଜପୁର ଶାଖା, ସରକାରୀ ବିଦ୍ୟାଳୟ ଅଭିଭାବକ ସଂଘ ଓ ଆମ ଆଦମୀ ପାର୍ଟି ପକ୍ଷରୁ ମିଳିତ ଭାବେ ଜିଲାପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି ,ସରକାରଙ୍କ ଏଭଳି ନିଷ୍ପତି ପଂଳରେ ରାଜ୍ୟର ୧୫ ହଜାରରୁ ଉର୍ଦ୍ଧ ସରକାରୀ ବିଦ୍ୟାଳୟକୁ ବନ୍ଦ କରିବାକୁ ଯୋଜନା କରୁଛନ୍ତି । ଗୋଟିଏ ପଟେ ସରକାର ଏଭଳି ନିଷ୍ପତି ନେଉଛନ୍ତି ଅନ୍ୟପଟେ ଘରୋଇ ସ୍କୁଲକୁ ପ୍ରୋତ୍ସାହିତ କରୁଛନ୍ତି । ବିନା କୌଣସି କାଗଜପତ୍ରରେ ଶହ ଶହ ସ୍କୁଲ ଖୋଲିବାକୁ ଅନୁମତି ଦେଉଛନ୍ତି । ତେଣୁ ଏଭଳି ଏକ ନିଷ୍ପତିକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବୀ କରାଯାଇଛି ।

ବରୀରେ ବନ ମହୋତ୍ସବ ପାଳିତ

Posted by - July 8, 2021 0
ବରୀ:(ସ୍ନେହଂଶୁ ଶେଖର ମହାନ୍ତି) ବରୀ ମଣ୍ଡଳ ଶାରିରିକଶିକ୍ଷା ଶିକ୍ଷକ ସଂଘ ଓ ବରୀ ମଣ୍ଡଳ କନିଷ୍ଠ ରେଡକ୍ରସ ସୋସାଇଟ ତରଫହରୁ ଆଜି ବରୀ ପଂଚାୟତ ଉଚ୍ଚ ବିଦ୍ୟାଳୟ…

ଟିଟିଲାଗଡ ପୌରପରିଷଦ ତରଫରୁ ମିଶନଶକ୍ତି ଗୃହ ଏବଂ ପାର୍କ ଉଦଘାଟନ

Posted by - April 12, 2022 0
ଟିଟିଲାଗଡ(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ପୌରପରିଷଦ ତରଫରୁ ସ୍ଥାନୀୟ ଟିଟିଡୁଙ୍ଗୁରି ଖେଳ ପଡିଆ ଭିତରେ ଏବଂ ନୀଳଚକ୍ର ନଗର ଯିବା ରାସ୍ତା କଡ଼ରେ ଦୁଇଟି ମିଶନ ଶକ୍ତି ଗୃହର…

ସରକାରୀ ଜମିକୁ ନେଇ ଦୁଇଗୋଷ୍ଟି ମଧ୍ୟରେ ସଂଘର୍ଷ

Posted by - August 26, 2021 0
ମାଲକାନଗିରି:(ଅବଦୁଲ ଗନି)ମାଲକାନଗିରି ଜିଲ୍ଲା ମାଲକାନଗିରି ବ୍ଲକ ଅନ୍ତର୍ଗତ mv 93 ରେ  ଆଦିବାସୀ ଓ ବଙ୍ଗାଳି ଙ୍କ ମଧରେ ରକ୍ତତ୍ୱ ସଂଘର୍ଷ ହୋଇଛି.  ଖବର ପାଇ ମାଲକାନଗିରି…

Leave a comment

Your email address will not be published.