ମାମଲା ର ବିଚାର କରି ୮ ସପ୍ତାହ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର କମିଶନ

26 0

ଯାଜପୁର :(ଆନନ୍ଦ ଚବଦ୍ରା ସାହୁ )ଯାଜପୁର ଜିଲ୍ଲା ବିଂଝାରପୁର ବିତନା ଗ୍ରାମର ରୁଦ୍ରପ୍ରତାପ ଆଚାର୍ଯ୍ୟଙ୍କ ମୃତ୍ୟୁ କୁ ବର୍ଷେ ବିତିଲାଣି ହେଲେ ଆଜି ପର୍ଯ୍ୟନ୍ତ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିପାରିନି ପୋଲିସ। ରୁଦ୍ରଙ୍କ ଶବ ଯାଜପୁର ଥାନା ଅନ୍ତର୍ଗତ ବାଣପୁର ଜଗନ୍ନାଥ ମନ୍ଦିର ପୋଖରୀ ରୁ ଉଦ୍ଧାର କରାଯାଇଥିଲା

ଏହାକୁ ଏକ।ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ପୋଲିସ ଘଟଣା ସମ୍ପର୍କରେ କୌଣସି ସିଦ୍ଧାନ୍ତ ରେ ପହଁଚି ପାରିନାହିଁ। ଏହି ଘଟଣାରେ ମାନବାଧିକାର କର୍ମୀ ସୁବ୍ରତ କୁମାର ଦାସ ଜାତୀୟ ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରି ଘଟଣାର ତଦନ୍ତ କରିବାକୁ ଦାବି କରିଥିଲେ। କମିଶନ ଏହି ମାମଲା ର ବିଚାର କରି 8 ସପ୍ତାହ ଭିତରେ ଏକ ରିପୋର୍ଟ ଦେବାକୁ ଯାଜପୁର ଏସପି ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Related Post

ମନ୍ଦିର ମଝି ଛକରେ ହେଲାଣି ଖାଲ, ଦୁର୍ଘଟଣାରୁ ଅଳ୍ପକେ ବର୍ତୂଛନ୍ତି ଲୋକେ

Posted by - January 4, 2022 0
ଟିଟିଲାଗଡ଼ :(ସଞ୍ଜୟ କୁମାର ନାୟକ) ଟିଟିଲାଗଡ଼ ସହରର ମୁଖ୍ୟ ରାସ୍ତା ମଧ୍ୟରୁ ଥାନା ଛକ ଠାରୁ ଧରମଶାଲା ରାସ୍ତା ଅନ୍ୟତମ। ଏହି ରାସ୍ତା ସହରର ଗୋଟିଏ ମୁଖ୍ୟ…

ସଂଶୋଧିତ ତାଲିକା ବିରୋଧରେ ହାଇକୋର୍ଟ ର ଦ୍ବାରସ୍ଥ ହେବେ ବିଷ୍ଣୁପୁର ପଂଚାୟତର ପୂର୍ବତନ ସରପଞ୍ଚ

Posted by - October 30, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲିକ)ସଂଗ୍ରକ୍ଷଣ ତାଲିକାକୁ ନେଇ 15 ଦିନ ହେଲା ରାଜନେତା ଓ ଆଶାୟୀ ପ୍ରାର୍ଥୀ ମାନଙ୍କ ମଧ୍ଯ୍ଯରେ ଲାଗି ରହିଥିବା ଆଶଙ୍କାର ପୂର୍ଣ୍ଣଛେଦ ପଡିଛି ।ବାଲେଶ୍ବର ଜିଲ୍ଲାପାଳ…

ବାଇକ ଦୁର୍ଘଟଣା, ଶଳା ମୃତ,ଭିଣୋଇ ଗୁରୁତର

Posted by - December 10, 2021 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ଥାନା ୫୯ନ ଜାତୀୟ ରାଜପଥରେ ଆଜି ଗୁରୁବାର ପୁଣି ଏକ ବାଇକ ଦୁର୍ଘଟଣା ଘଟି ପତ୍ରାପାଲି(ଖ) ଗ୍ରାମର ଶଳା ସୁନାସି ରଣା(୨୫)ଙ୍କ ମୃତ୍ୟୁ…

ଆଜି ପବିତ୍ର ମକର ସଂକ୍ରାନ୍ତି, ଚାରିଆଡ଼େ ଉତ୍ସବ ମୁଖର

Posted by - January 14, 2019 0
ମକରକୁ ଭିନ୍ନ ଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରାଯାଏ। ମକର ସଂକ୍ରାନ୍ତି ଅବସରରେ ଖୋର୍ଦ୍ଧା ଅଟ୍ରି ଉଷ୍ଣପ୍ରସ୍ରବଣ ପରିସରରେ ମାନସିକଧାରୀଙ୍କ ଗହଳି ଦେଖିବାକୁ ମିଳିଥିବା…