ନାରାୟଣ ପାଲାମଣ୍ଡପରେ ଗୋପୂଜନ ଓ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ

26 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଦଶରଥପୁର ବ୍ଳକ ବଉଳାଙ୍ଗସ୍ଥିତ ନାରାୟଣ ପାଲାମଣ୍ଡପରେ ଗୋପୂଜନ ଓ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସମାଜସେବୀ ସରୋଜ ବିଶ୍ବାଳଙ୍କ ନେତୃତ୍ୱରେ ପବିତ୍ର ଗହ୍ମା ପୂର୍ଣ୍ଣିମା ଅବସରରେ ଏହି କାର୍ଯ୍ୟକ୍ରମ ଦୀର୍ଘ ବର୍ଷ ହେବ ହୋଇଆସୁଛି। ଆଜି ଏହି କାର୍ଯ୍ୟକ୍ରମରେ ଯୁବନେତା ଅମିତ ମହାପାତ୍ରସୁରେଶ ବାରିକପ୍ରଶାନ୍ତ ଜେନା,ସତ୍ୟସୁନ୍ଦର ମହାପାତ୍ରଙ୍କ ସହ ସ୍ଥାନୀୟ ଜନସାଧାରଣ ଏହାକୁ ଆୟୋଜନ କରିଥିଲେ।

ଏହି ଅବସରରେ  ବିଜେପି ଯୁବନେତା ସଂଗ୍ରାମ ପାତ୍ରକଂଗ୍ରେସ ନେତ୍ରୀ ଧରିତ୍ରୀ ବେହେରା ସିପିଆଇ ନେତା ଅଭୟ ପଣ୍ଡା,ପୁରସ୍ତମ ବେହେରା,  ଅମ୍ବରିକା ଦଳାଇ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇ ଓଡ଼ିଆ ପରମ୍ପରା କୁ ସମସ୍ତେ ପାଳନ କରିବା ଆବଶ୍ୟକ ବୋଲି ମତ ଦେଇଥିଲେ। ସ୍ଥାନୀୟ ଅଞ୍ଚଳର ଗାଈବଳଦବାଛୁରୀମାନଙ୍କୁ ଏଠାକୁ ଅଣାଯାଇ ପୂଜାର୍ଚ୍ଚନା କରାଯିବା ସହ ଖାଦ୍ୟ ପରିବେଷଣ କରାଯାଇଥିଲା। ପରେ  ମହିଳାମାନେ ପୁରୁଷଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ

 

Related Post

ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ଜିଲାସ୍ତରୀୟ ନୋଡାଲ ବୈଠକ ଭର୍ଚୁଅଲ ମାଧ୍ୟମରେ ଅନୁଷ୍ଠିତ

Posted by - July 19, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ନୋଡାଲ ବୈଠକ ଭର୍ଚୁଅଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଅଛି । ବିଶେଷ…

ନବରଙ୍ଗପୁର ରେ ଗଣେଶ ପୂଜା ପାଳିତ

Posted by - September 11, 2021 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ)ନବରଙ୍ଗପୁର ସହର ରେ ବିଭିନ୍ନ ଅନୁଷ୍ଠାନ, ମହାବିଦ୍ୟାଳୟ, ସ୍କୁଲ ମାନଂକରେ ନିଡ଼ାମ୍ବରେ ପାଳିତ ହୋଇଯାଇଛି ଗଣେଶ ପୂଜା ! ଦୁଇ ତିନି ଦିନଧରି…

ପାପଡାହାଣ୍ଡି ବ୍ଲକ ଭତରା ସମଜ ର ବୈଠକ

Posted by - June 23, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତୁମ୍ବାର୍ଲା ଗ୍ରାମ ପଂଚାୟତ ଧନସୁଲି ଗ୍ରାମ କନ୍ଦାଗୁଡା ଠାରେ ଭତରା ସମାଜ ର ଏକ ବୈଠକ ଅନୁଷ୍ଠିତ ହେଇ…

ଦେଢ଼ମାସ ପରେ ବି ସାରିଲା ନାହି ହାଟପଦା ପଡ଼ା ନାଳ ନିର୍ମାଣ କାମ,ଦୋକାନୀ ,ଜନସାଧାରଣ ଅସୁବିଧାର ସମ୍ମୁଖିନ

Posted by - January 9, 2022 0
ଟିଟିଲାଗଡ:( ସଞ୍ଜୟ କୁମାର ନାୟକ)ଟିଟିଲାଗଡ ପୌରପରିଷଦ ତରଫରୁ ହାଟପଦାପଡ଼ା ବଜାର ରାସ୍ତା କଡ଼ରେ ଥିବା ଉଠା ଦୋକାନୀଙ୍କୁ ଜବର ଦଖଲ ଉଚ୍ଛେଦ କରାଇବା ସହ ନାଳ ନର୍ଦ୍ଦମା…

ନୀଳଗିରି ପାଇଁ ଅଶୁଭ ଦିନ।ଗୋଟାଏ ଦିନ ରେ ଦୁଇ ମୃତ୍ୟୁ, ଭାଲୁ ଆକ୍ରମଣ ରେ ମହିଳା ଗୁରୁତର

Posted by - January 30, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)ନୀଳଗିରି ପାଇଁ ଏକ ଅଶୁଭ ଦିନ । ଗୋଟାଏ ଦିନ ରେ ଅଘଟଣ ରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଭାଲୁ ଆକ୍ରମଣ ରେ ଜଣେ…